ଏଇ ସବୁ ହିରୋଙ୍କ ମୁଣ୍ଡରେ ଚୁଟି ନାହିଁ: କିନ୍ତୁ ଲୋକପ୍ରିୟତାର ଶୀର୍ଷରେ

ସମସ୍ତଙ୍କ ଇଛା ଥାଏ ବଲିଉଡ୍‌ ସେଲିବ୍ରିଟିଙ୍କ ପରି ସୁନ୍ଦର ବା ଗ୍ଲାମରସ ଦେଖାଯିବାକୁ। ସେମାନଙ୍କ ସୌନ୍ଦର୍ଯ୍ୟ ଆମକୁ ଆକୃଷ୍ଟ କରେ। ସମସ୍ତଙ୍କର ଧାରଣା ଥାଏ, ଷ୍ଟାରମାନେ ସତରେ କେତେ ସୁନ୍ଦର! ତେବେ ହଁ କିଛି ସେଲିବ୍ରିଟି ସତରେ ଖୁବ୍ ସୁନ୍ଦର। କିନ୍ତୁ ଆହୁରି କେତେକ ସେଲିବ୍ରିଟି ଅଛନ୍ତି, ସେମାନେ ବି ସାଧାରଣ ଲୋକଙ୍କ ପରି ଦେଖିବାକୁ। ନିଜକୁ ସୁନ୍ଦର ବା ଗ୍ଲାମରସ କରିବାକୁ ସେମାନେ କେତେ ଯେ ସର୍ଜରୀ କରିଛନ୍ତି ତାହାର ହିସାବ ନାହିଁ।  ଲୁକ୍‌ ସେମାନଙ୍କ […]

sanjaycopy

sanjaycopy

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 07:39 PM IST

Sports

Latest News

ସମସ୍ତଙ୍କ ଇଛା ଥାଏ ବଲିଉଡ୍‌ ସେଲିବ୍ରିଟିଙ୍କ ପରି ସୁନ୍ଦର ବା ଗ୍ଲାମରସ ଦେଖାଯିବାକୁ। ସେମାନଙ୍କ ସୌନ୍ଦର୍ଯ୍ୟ ଆମକୁ ଆକୃଷ୍ଟ କରେ। ସମସ୍ତଙ୍କର ଧାରଣା ଥାଏ, ଷ୍ଟାରମାନେ ସତରେ କେତେ ସୁନ୍ଦର! ତେବେ ହଁ କିଛି ସେଲିବ୍ରିଟି ସତରେ ଖୁବ୍ ସୁନ୍ଦର। କିନ୍ତୁ ଆହୁରି କେତେକ ସେଲିବ୍ରିଟି ଅଛନ୍ତି, ସେମାନେ ବି ସାଧାରଣ ଲୋକଙ୍କ ପରି ଦେଖିବାକୁ। ନିଜକୁ ସୁନ୍ଦର ବା ଗ୍ଲାମରସ କରିବାକୁ ସେମାନେ କେତେ ଯେ ସର୍ଜରୀ କରିଛନ୍ତି ତାହାର ହିସାବ ନାହିଁ।  ଲୁକ୍‌ ସେମାନଙ୍କ ପାଇଁ ସବୁ କିଛି।  ସେଥିପାଇଁ ସୁନ୍ଦର ଦେଖାଯିବାକୁ କେତେକ ନିଜ କେଶକୁ ବି ସର୍ଜରୀ କରିଥାନ୍ତି। ଆଜି ଆସନ୍ତୁ ଜାଣିବା ସେମିତି କିଛି କଳାରକାରଙ୍କ ବିଷୟରେ, ଯେଉଁମାନେ ନିଜ କେଶ ରୋପଣ ବା ହେୟାର ଟ୍ରାନ୍ସପ୍ଲାଣ୍ଟ  କରିଛନ୍ତି।

amitavଅମିତାଭ ବଚ୍ଚନ: ୭୫ ବର୍ଷରେ ପାଦ ଦେଇ ଆଜି ବି ୟଙ୍ଗ୍‌ ଦିଶୁଛନ୍ତି ବିଗ୍‌-ବି ଅମିତାଭ ବଚ୍ଚନ। ଅନେକ ଯୁବତୀ ତାଙ୍କ ପାଇଁ ଫିଦା। କିନ୍ତୁ ଆପଣ ଜାଣିଛନ୍ତି ନବେ ଦଶକରେ ସେ ନିଜ କେଶ ରୋପଣ କରିଥିଲେ। ଏବେ ଆପଣ ତାଙ୍କ ମୁଣ୍ଡରେ ଯେଉଁ କେଶଗୁଚ୍ଛ ଦେଖୁଛନ୍ତି, ତାହା ଅସଲି ନୁହେଁ।

salmanସଲମାନ୍‌ ଖାନ୍‌: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲୁମିଆଁ ସବୁ ନୂଆ ନୂଆ ହେୟାର ଷ୍ଟାଇଲ ସହ ନୂଆ ନୂଆ ଲୁକ୍‌ରେ ନଜର ଆସନ୍ତି। ତାଙ୍କ ଭିନ୍ନ ଭିନ୍ନ ହେୟାର ଷ୍ଟାଇଲ୍‌ର ରାଜ୍‌ ହେଉଛି କେଶ ରୋପଣ। ୨୦୦୭ ମସିହାରେ ଆମେରିକାର ଜଣେ ସର୍ଜନଙ୍କ ଦ୍ୱାରା ସେ କେଶ ରୋପଣ କରିଥିଲେ।

kapilକପିଲ ଶର୍ମା: କମେଡିଆନ୍‌ କପିଲ ଶର୍ମା ଯେବେ କମେଡି ଶୋ ‘ଲାଫ୍‌ଟର ଚ୍ୟାଲେଞ୍ଜ’ରେ ନଜର ଆସିଥିଲେ, ସେତେବେଳେ ତାଙ୍କର ଖୁବ୍‌ କମ୍‌ ଚୁଟି ଥିଲା। କିନ୍ତୁ ଏବେ ସେ କେଶ ରୋପଣ କରି ହିରୋ ପରି ଲାଗୁଛନ୍ତି।

sanjuସଞ୍ଜୟ ଦତ୍ତ: ନିଜ କେଶ କାରଣରୁ ସଞ୍ଜୟଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।  ଏମିତି କି ତାଙ୍କ କ୍ୟାରିଅର ଉପରେ ଅନେକ ପ୍ରଭାବ ପଡ଼ିଥିଲା। ତେଣୁ ଫିଲ୍ମ ‘ଅଗ୍ନିପଥ’ ପରେ ସେ Follicular Unit Transplant ବା କେଶ ରୋପଣ କରିଥିଲେ।

Akshayଅକ୍ଷୟ କୁମାର: ୪୦ ବର୍ଷ ପରେ ଅକ୍ଷୟଙ୍କ କେଶ ଖୁବ୍‌ ଖରାପ ହୋଇଯାଇଥିଲା। ତେଣୁ ସେ କେଶ ରୋପଣ କରିଥିଲେ।

govindaଗୋବିନ୍ଦା: ବହୁ କମେଡି ଫିଲ୍ମର ସଫଳ ନାୟକ ଗୋବିନ୍ଦା। ସେ ତାଙ୍କର ହେୟାର ଷ୍ଟାଇଲ୍ ପାଇଁ ଜଣାଶୁଣା। କିନ୍ତୁ ଡିପ୍ରେସନ୍‌ କାରଣରୁ ଗୋବିନ୍ଦାଙ୍କ କେଶ ଖୁବ୍‌ ଝଡୁଥିଲା। ତେଣୁ ସେ କେଶ ରୋପଣ କରିଥିଲେ।

Adityaଆଦିତ୍ୟ: ଆଦିତ୍ୟଙ୍କ କେଶ ପତଳା ହୋଇଯିବା କାରଣରୁ ସେ ଦୁବାଇ ଯାଇ କେଶ ରୋପଣ କରିଥିଲେ।

vivekବିବେକ୍‌ ଓବରଏ: ବିବେକ୍‌ଙ୍କ କେଶ ପ୍ରଥମରୁ ପତଳା ଥିଲା। ତେଣୁ ଇଣ୍ଡଷ୍ଟ୍ରିକୁ ଆସିବାର କିଛି ଦିନ ପରେ ସେ ମଧ୍ୟ କେଶ ରୋପଣ କରିଥିଲେ।

himeshହିମେଶ ରେସମିଆଁ: କଣ୍ଠଶିଳ୍ପୀ ହିମେଶଙ୍କର ମଧ୍ୟ ଖୁବ୍‌ କମ୍‌ ଚୁଟି ଥିଲା। ସେଥିପାଇଁ ସେ ସବୁବେଳେ ଟୋପି ପିନ୍ଧୁଥିଲେ। ପରେ ସେ କେଶ ରୋପଣ କରିଥିଲେ। ତା ପରଠୁ ସେ ଆଉ ଟୋପି ପିନ୍ଧୁ ନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story