ଷ୍ଟାର ହେଲେ ବି ଗର୍ବ ନାହିଁ: ଚଢ଼ନ୍ତି ଶସ୍ତା ଗାଡ଼ି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଭିନେତ୍ରୀ ମାନଙ୍କର ଦାମୀ ଲାଇଫ୍‌ଷ୍ଟାଇଲ୍‌ ସମ୍ପର୍କରେ କାହାକୁ ଅବା ଅଜଣା। ସାଧାରଣତଃ ବଲିଉଡ୍‌ ଷ୍ଟାରମାନେ ବହୁ ଦାମୀ ଗାଡ଼ି ଚଢ଼ନ୍ତି। ଅନେକ ଷ୍ଟାରଙ୍କ ପାଖରେ ଏକାଧିକ ଦାମୀ ଗାଡ଼ି ରହିଛି। କିନ୍ତୁ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ପାଖରେ ଦାମୀ ଗାଡ଼ି ଥାଇ ମଧ୍ୟ ସେମାନେ ସାଧାରଣ ଗାଡ଼ିରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ସେହି ବଲିଉଡ୍‌ ଷ୍ଟାରମାନଙ୍କୁ ଯେଉଁମାନେ ଶସ୍ତା ଗାଡ଼ି ଚଲେଇବାକୁ ଭଲ ପାଆନ୍ତି। ନାନା ପାଟେକର ବଲିଉଡ୍‌ର […]

aamir khan

aamir khan

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 01:55 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଭିନେତ୍ରୀ ମାନଙ୍କର ଦାମୀ ଲାଇଫ୍‌ଷ୍ଟାଇଲ୍‌ ସମ୍ପର୍କରେ କାହାକୁ ଅବା ଅଜଣା। ସାଧାରଣତଃ ବଲିଉଡ୍‌ ଷ୍ଟାରମାନେ ବହୁ ଦାମୀ ଗାଡ଼ି ଚଢ଼ନ୍ତି। ଅନେକ ଷ୍ଟାରଙ୍କ ପାଖରେ ଏକାଧିକ ଦାମୀ ଗାଡ଼ି ରହିଛି। କିନ୍ତୁ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ପାଖରେ ଦାମୀ ଗାଡ଼ି ଥାଇ ମଧ୍ୟ ସେମାନେ ସାଧାରଣ ଗାଡ଼ିରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ସେହି ବଲିଉଡ୍‌ ଷ୍ଟାରମାନଙ୍କୁ ଯେଉଁମାନେ ଶସ୍ତା ଗାଡ଼ି ଚଲେଇବାକୁ ଭଲ ପାଆନ୍ତି।

ନାନା ପାଟେକର
ବଲିଉଡ୍‌ର ପପୁଲାର୍‌ ଅଭିନେତା ନାନା ପାଟେକରଙ୍କ ପାଖରେ ମହିନ୍ଦ୍ରା CJ4 ଜିପ୍ ରହିଛି। ଏଥିରେ ୨.୨ ଲିଟର ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି ଯାହା ୭୨ ବିଏଚ୍‌ପି ପାୱାର ଏବଂ ୧୫୪ ଏନ୍‌ଏମ୍‌ର ଟ୍ରାକ୍‌ ଜେନେରେଟ୍‌ କରିଥାଏ। ଏପରି ଗାଡ଼ି ଏବେ ବଜାରକୁ ଆସୁନାହିଁ। ଏହାର ମୂଲ୍ୟ ୨.୯୫ ଲକ୍ଷ ଥିଲା।
ଜନ୍‌ ଆବ୍ରାହମ୍‌
ଜନ୍‌ ଗାଡ଼ି କିଣିବାକୁ ପସନ୍ଦ କରନ୍ତି। ତାଙ୍କ ପାଖରେ ନୂଆ ନୂଆ କାର୍‌ ଏବଂ ବାଇକ୍‌ର ଅନେକ କଲେକ୍‌ସନ୍‌ ରହିଛି। ଦାମୀ ଦାମୀ ଗାଡ଼ି ରଖିବାକୁ ପସନ୍ଦ କରୁଥିବା ଜନ୍‌ ମାରୁତି ଜିପ୍‌ସି ଚଲାଇଥାନ୍ତି। ଜନ୍‌ଙ୍କୁ ଅନେକ ଥର ଏହି ଗାଡ଼ି ଚଲାଇବାର ଦେଖିବାକୁ ମିଳିଛି। ଏହି ଗାଡ଼ିକୁ ଭାରତୀୟ ସେନା ମଧ୍ୟ ବ୍ୟବହାର କରିଥାଏ। ଏହାର ଦାମ୍‌ ୭.୦୩ ଲକ୍ଷରୁ ଆରମ୍ଭ ହୋଇଥାଏ।

ଆମୀର ଖାନ୍‌
ପର୍‌ଫେକ୍‌ସନିଷ୍ଟ ଆମୀରଙ୍କ ପାଖରେ ମଧ୍ୟ ଦାମୀ ଗାଡ଼ିର କଲେକ୍‌ସନ୍‌ ରହିଛି। ତାଙ୍କ ପାଖରେ ବେଣ୍ଟଲି କଣ୍ଚିନେଣ୍ଟାଲ୍‌ଠାରୁ ଆରମ୍ଭ କରି ମର୍ସିଡ଼ିଜ୍‌- ବେଞ୍ଚ୍‌ ଏସ୍‌ ପରି ଦାମୀ ଗାଡ଼ି ରହିଛି। ଏବା ବ୍ୟତୀତ ତାଙ୍କ ପାଖରେ xuv500 ଏବଂ ଟୟୋଟା ଫର୍‌ଚୁନର୍‌ ମଧ୍ୟ ଅଛି। ମର୍ସିଡ଼ିଜ୍‌ ଚଲାଉଥିବା ଆମୀର ଫର୍‌ଚୁନର୍‌ର ଚଲାଇବାକୁ ପସନ୍ଦ କରନ୍ତି।

ଦିଶା ପଟାନୀ
ଦିଶାଙ୍କ ପାଖରେ ମଧ୍ୟ ଅନେକ ଗାଡ଼ି ରହିଛି, କିନ୍ତୁ ତାଙ୍କୁ ସବୁବେଳେ ହୋଣ୍ଡା କାର୍‌ରେ ଦେଖିବାକୁ ମିଳିଥାଏ। ସେ ହୋଣ୍ଡା କ୍ରୁଜ୍‌ରେ ଯାତ୍ରା କରିଥାନ୍ତି। ଅନେକ ଥର ସେ ହୋଣ୍ଡା ସିଭିକ୍‌ରେ ମଧ୍ୟ ଯିବାଆସିବା କରିବା ଦେଖାଯାଇଛି। ଏହାର ଦାମ୍‌ ୧୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ।

ଜ୍ୟାକି ସ୍ରଫ୍‌
ଜାକି ବିଏମ୍‌ଡ଼ବ୍ଲୁର ବଡ଼ ଫ୍ୟାନ୍‌। ତାଙ୍କ ପାଖରେ ବିଏମ୍‌ଡ଼ବ୍ଲୁ ଏମ୍‌୫ ମଧ୍ୟ ରହିଛି। ଏପରି ଗାଡ଼ି ଥାଇ ମଧ୍ୟ ତାଙ୍କୁ ଟୋୟୋଟା ଇନୋଭା ଚଲାଇବାର ଦେଖିବାକୁ ମିଳିଥାଏ। ଏହାର ଦାମ୍‌ ୧୩ ରୁ ୨୦ ଲକ୍ଷ ହେବ।

ବିପାସା ବସୁ
ବିପାସାଙ୍କ ପାଖରେ ଟୋୟୋଟା ଫର୍‌ଚୁନର୍‌ ଗାଡ଼ି ରହିଛି। ସେ ଓ ତାଙ୍କ ସ୍ୱାମୀ କରନ ଗ୍ରୋଭରଙ୍କୁ ଏହି ଗାଡ଼ିରେ ଦେଖିବାକୁ ମିଳିଥାଏ। ଏହାର ଦାମ୍‌ ୨୮ ଲକ୍ଷରୁ ଆରମ୍ଭ ହୋଇଥାଏ।

ମଲାଇକା ଅରୋରା
ମଲାଇକାଙ୍କ ପାଖରେ ଅନେକ ଦାମୀ ଗାଡ଼ି ରହିଛି, କିନ୍ତୁ ସେ ଇନୋଭା କ୍ରିଷ୍ଚାରେ ବୁଲିଥାନ୍ତି। ଏହାର ମୂଲ୍ୟ ୧୮ ଲକ୍ଷରୁ ଆରମ୍ଭ।

ଅନିଲ୍‌ କପୁର
ଅନିଲ୍‌ କପୁରଙ୍କର ମଧ୍ୟ ଅନେକ ଦାମୀ ଗାଡ଼ି ରହିଛି। କିନ୍ତୁ ଏକ ଟିଭି ଶୋ ପ୍ରମୋଟ କରିବା ପାଇଁ ଟାଟା ମୋଟର୍ସ କମ୍ପାନୀ ଅନିଲ୍‌ଙ୍କୁ ସଫାରୀ ଷ୍ଟ୍ରୋମ୍‌ ଉପହାର ଦେଇଥିଲା। ସେ ଅନେକ ଥର ଏହି ଗାଡ଼ିରେ ହିଁ ଯିବାଆସିବା କରନ୍ତି। ଏହାର ଦାମ୍‌ ୧୦ ରୁ ୧୫ ଲକ୍ଷ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story