ଏହି ବଲିଉଡ୍‌ କଳାକାରମାନଙ୍କୁ ମିଳିବ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ସମ୍ମାନଜନକ ‘ପଦ୍ମ’ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୧୧୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟରେ ବଲିଉଡ୍‌ର ବହୁ ନାମୀ ନାଁ ମଧ୍ୟ ସାମିଲ୍‌ ଅଛି। ଦିବଙ୍ଗତ ଅଭିନେତା କାଦର ଖାନ୍‌ଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ମିଳିବ। ସେହିଭଳି ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ଓ ଡ୍ୟାନ୍‌ସର୍‌ ତଥା ଫିଲ୍ମ ନିର୍ମାତା ପ୍ରଭୁ ଦେବା ମଧ୍ୟ ପଦ୍ମଶ୍ରୀ ସମ୍ନାନ ପାଇବାକୁ ମନୋନୀତ ହୋଇଛନ୍ତି। ସ୍ୱର୍ଗୀୟ କାଦର୍‌ ଖାନ୍‌ ଓ ମନୋଜ ବାଜେପୟୀଙ୍କୁ କଳା, ଅଭିନୟ ଓ ଫିଲ୍ମ […]

kadar-khan

kadar-khan

Chinmayee Roy
  • Published: Saturday, 26 January 2019
  • Updated: 26 January 2019, 05:00 PM IST

Sports

Latest News

ନୂଆଦିଲ୍ଲୀ: ସମ୍ମାନଜନକ 'ପଦ୍ମ' ପୁରସ୍କାର ପାଇଁ ମନୋନୀତ ହୋଇଥିବା ୧୧୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟରେ ବଲିଉଡ୍‌ର ବହୁ ନାମୀ ନାଁ ମଧ୍ୟ ସାମିଲ୍‌ ଅଛି। ଦିବଙ୍ଗତ ଅଭିନେତା କାଦର ଖାନ୍‌ଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ମିଳିବ। ସେହିଭଳି ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ଓ ଡ୍ୟାନ୍‌ସର୍‌ ତଥା ଫିଲ୍ମ ନିର୍ମାତା ପ୍ରଭୁ ଦେବା ମଧ୍ୟ ପଦ୍ମଶ୍ରୀ ସମ୍ନାନ ପାଇବାକୁ ମନୋନୀତ ହୋଇଛନ୍ତି।

ସ୍ୱର୍ଗୀୟ କାଦର୍‌ ଖାନ୍‌ ଓ ମନୋଜ ବାଜେପୟୀଙ୍କୁ କଳା, ଅଭିନୟ ଓ ଫିଲ୍ମ କ୍ଷେତ୍ରରେ ଏବି ପ୍ରଭୁ ଦେବାଙ୍କୁ କଳା ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏହି ସମ୍ମାନ ମିଳିବ। ଏମାନଙ୍କ ବ୍ୟତୀତ ଡ୍ରମର୍ ଶିବମଣି ଓ କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍‌ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯିବ। ଏହାସହ ମହାନ୍‌ କଶ୍ଠଶିଳ୍ପୀ ଭୁପେନ୍‌ ହଜାରିକାଙ୍କୁ ମରଣୋତ୍ତୋର ଭାବେ ଦେଶର ସବୁଠୁ ବଡ଼ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯିବ।

https://twitter.com/CaptainTMK/status/1079989414598766593

କାଦର୍‌ ଖାନ୍‌: ଜୀବଦ୍ଦଶାରେ କେବେ ବି ପଦ୍ମ ପୁରସ୍କାର ପାଇ ନ ଥିବା ପ୍ରସିଦ୍ଧ ଅଭିନେତା କାଦର୍‌ ଖାନ୍‌ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଥିବା ଏହି ମହାନ୍ କଳାକାରଙ୍କର ଗତ ଡିସେମ୍ବର ୩୧ରେ ମୃତ୍ୟୁ ଘଟିଥିଲା। ସଂଳାପ ରଚନା ସହ ଅଭିନୟରେ ବଳିଷ୍ଠ ଛାପ ଛାଡ଼ିଥିବା ଏହି ଦିବଙ୍ଗତ କଳାକାରଙ୍କ କୃତିକୁ ସ୍ୱୀକାର କରି କେନ୍ଦ୍ର ସରକାର ମରଣୋତ୍ତର ଭାବେ ଏହି ସମ୍ମାନ ଦେବେ।

ମନୋଜ ବାଜ୍‌ପାୟୀ: ପ୍ରତିଭାବାନ୍‌ ଅଭିନେତା ମନୋଜ୍‌ ବାଜ୍‌ପାୟୀ ୨ଥର ଜାତୀୟ ଚଳଚ୍ଚିତ୍ର ସମ୍ମାନ ଓ ୪ଥର ଫିଲ୍ମ ଫେଆର୍‌ ପୁରସ୍କାର ପାଇଛନ୍ତି। ହିନ୍ଦୀ ଫିଲ୍ମ୍‌ ‘ହତ୍ୟା’, ‘ସୁଲ୍‌’, ‘ପିଞ୍ଜର’, ‘ଅକ୍ସ’, ‘ଅଲ୍ଲୀଗଡ଼’, ‘ରାଜନିତୀ’, ‘ଗ୍ୟାଙ୍ଗ୍ସ ଅଫ୍‌ ୱାସେପୁର୍’ ଓ ‘ସ୍ପେଶାଲ୍‌୨୬’ ପରି ଫିଲ୍ମରେ ଉଚ୍ଚକୋଟୀର ଅଭିନୟ କରି ସେ ବଲିଉଡ୍‌ରେ ତାଙ୍କ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ଏପରିକି ଫିଲ୍ମ ‘ରାଜନିତୀ’ର ପ୍ରମୋସନ୍‌ ସମୟରେ ମନୋଜଙ୍କ ଅଭିନୟରେ ପ୍ରଭାବିତ ହୋଇ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପାଦ ଛୁଇଁଥିଲେ। ମନୋଜ ଖୁବ୍‌ଶୀଘ୍ର ତାଙ୍କ ଆଗାମୀ ଫିଲ୍ମ 'ସୋନଚିରୟା‘ରେ ନଜର ଆସିବେ। ହିନ୍ଦୀ ସହ ମନୋଜ ବହୁ ତେଲୁଗୁ ଓ ତାମିଲ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

https://www.instagram.com/p/BqPQB6_DQIZ/?utm_source=ig_web_copy_link

ପ୍ରଭୁ ଦେବା:  ସାଉଥ୍‌ଷ୍ଟାର୍ ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ପ୍ରଭୁ ଦେବା ହେଉଛନ୍ତି ଜଣେ କିମ୍ବଦନ୍ତୀ ନୃତ୍ୟଶିଳ୍ପୀ। ତମିଲ, ତେଲୁଗୁ, ହିନ୍ଦୀ, ମଲାୟଲମ ଓ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ଖୁବ୍‌ ଲୋକପ୍ରିୟ। ‘ହମ୍‌ ସେ ହୈ ମୁକାବଲା’ ଫିଲ୍ମରେ ବଲିଉଡ୍‌ ଡେବ୍ୟୁ କରିଥିବା ପ୍ରଭୁ ଦେବା ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘ୱାଣ୍ଟେଡ୍‌’ରେ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମକୁ ସଲମାନ୍‌ଙ୍କ କ୍ୟାରିୟର୍‌ର ଟର୍ନିଂ ପଏଣ୍ଟ ବୋଲି କୁହାଯାଏ। ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘ରାଉଡି ରାଠୋର୍’ର ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ‘ଲକ୍ଷ୍ୟ’ରେ ମଧ୍ୟ ହ୍ରିତିକ୍‌ ରୋଶନ୍‌ଙ୍କ ପାଇଁ ପ୍ରଭୁ ଦେବା କୋରିଓଗ୍ରାଫି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story