ଏମାନେ ବଡ଼ ଷ୍ଟାର, କିନ୍ତୁ ଭଲ ପଡ଼ୋଶୀ ନୁହଁନ୍ତି: ପଢ଼ନ୍ତୁ ଏହାର କାରଣ

ଅଭିନେତା ଓ ଅଭିନେତ୍ରୀ ରିଲ୍‌ ଲାଇଫରେ ବେଶ୍‌ ଆକ୍ଟିଭ୍‌। ଭଲ ଅଭିନୟ କରିବା ସହ ନାଚ ଗୀତରେ ଦର୍ଶକଙ୍କୁ ବେଶ୍‌ ବିମୋହିତ କରିଥାନ୍ତି । ଫଳରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। କିନ୍ତୁ ବାସ୍ତବ ଜୀବନରେ ସବୁ ଅଭିନେତା ଏମିତି ହୋଇ ନ ଥାଆନ୍ତି। ବଲିଉଡର ଏପରି କେତେ ଜଣ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଗୁଁ  ତାଙ୍କ ପଡ଼ୋଶୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।  ଆସନ୍ତୁ ଜାଣିବ ବଲିଉଡ୍‌ର ସେପରି ଅଭିନେତା ଓ […]

Khan

Khan

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 02:35 PM IST

Sports

Latest News

ଅଭିନେତା ଓ ଅଭିନେତ୍ରୀ ରିଲ୍‌ ଲାଇଫରେ ବେଶ୍‌ ଆକ୍ଟିଭ୍‌। ଭଲ ଅଭିନୟ କରିବା ସହ ନାଚ ଗୀତରେ ଦର୍ଶକଙ୍କୁ ବେଶ୍‌ ବିମୋହିତ କରିଥାନ୍ତି । ଫଳରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। କିନ୍ତୁ ବାସ୍ତବ ଜୀବନରେ ସବୁ ଅଭିନେତା ଏମିତି ହୋଇ ନ ଥାଆନ୍ତି। ବଲିଉଡର ଏପରି କେତେ ଜଣ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଗୁଁ  ତାଙ୍କ ପଡ଼ୋଶୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।  ଆସନ୍ତୁ ଜାଣିବ ବଲିଉଡ୍‌ର ସେପରି ଅଭିନେତା ଓ ଅଭିନେତ୍ରୀଙ୍କୁ...

ସଲମାନ୍‌ ଖାନ୍‌

ଦବଙ୍ଗ ଖାନ୍‌ ସଲମାନଙ୍କ ପାଇଁ ତାଙ୍କର ପ୍ରଂଶସକ ସବୁବେଳେ ପାଗଳ । କିନ୍ତୁ ସଲମାନଙ୍କ ଯୋଗୁଁ ପାଖ ପୋଡ଼ଶୀ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି।

୨୦୧୦ ମସିହାରେ ସଲମାନ ତାଙ୍କର ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍‌ ବାହାରେ ବାହାରେ ଭ୍ୟାନିଟି ଭ୍ୟାନ୍‌ ରଖି ଦେଇଥିଲେ। ଫଳରେ ତାଙ୍କ ପଡ଼ୋଶୀଙ୍କୁ ବହୁତ ଅସୁବିଧା ହୋଇଥିଲା। ସେମାନେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ସଲମାନଙ୍କୁ ଏଥିପାଇଁ ୧୨୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଥିଲା।

ଶାହାରୁଖ ଖାନ୍‌

ବଲିଉଡ୍‌ର ବାଦଶାହା ଶାହାରୁଖ ଖାନ୍‌ ମୁମ୍ବାଇରେ ଆଲିଶାନ୍‌ ବଙ୍ଗଲା ମନ୍ନତରେ ରହନ୍ତି।  ନିଜର ଘର ନିକଟରେ ଭ୍ୟାନିଟ୍‌ ଭ୍ୟାନ୍‌ ରଖିବା ପାଇଁ ସେ ପାଚେରି ବାହାରେ  ବେଆଇନ ନିର୍ମାଣ କରିଥିଲେ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ଅସୁବିଧା ହେଲା। ସେହି ବାଟରେ ଟ୍ରାଫିକ୍ ଜାମ୍ ହେଲା। ସେମାନେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ। ଫଳରେ ବିଏମ୍‌ସି ବେଆଇନ ରାମ୍ପକୁ ଭାଙ୍ଗି ଦେଇଥିଲା।

ଶାହିଦ କପୁର

ବଲିଉଡ୍‌ ଅଭିନେତା  ଶାହିଦ କପୁର ୨୦୧୫ରେ ନିଜର ଘରର ଭିତର ଓ ବାହାରର ମରାମତି କାମ କରୁଥିଲେ।  ଘର କାମ ଯୋଗୁଁ ବହୁତ ଜୋରରେ ଆବାଜ ହେଉଥିଲା। ଏଥିଯୋଗୁଁ ପୋଡ଼ଶୀଙ୍କୁ ବହୁତ ଅସୁବିଧା ହୋଇଥିଲା।

ଏହା ସହ କାମ କରୁଥିବା ଶ୍ରମିକମାନେ ତାଙ୍କ ପଡ଼ୋଶୀଙ୍କ ଘର ନିକଟରେ ପରିସ୍ରା କରିଥିଲେ। ଫଳରେ ପୋଡ଼ଶୀଙ୍କୁ ଶାହିଦଙ୍କ ନାଁରେ ଅଭିଯୋଗ କରିବାକୁ ପଡ଼ିଥିଲା।

 ରଣବୀର କପୁର

ଅଭିନେତା ରଣବୀର କପୁରଙ୍କ ସହ କାଟ୍ରିନା କୈଫଙ୍କ ବ୍ରେକ୍‌ଅପ୍‌ ପରେ ସେ ବାନ୍ଦ୍ରା ଆପାର୍ଟମେଣ୍ଟକୁ  ସିଫ୍ଟ ହୋଇଯାଇଥିଲେ। ସେଠାରେ ସେ  ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରୁଥିଲେ।  ପଡ଼ୋଶୀମାନେ ରଣବୀରଙ୍କ ଏପରି କାର୍ଯ୍ୟରେ ଅତିଷ୍ଠ  ହୋଇ ପୋଲିସ୍‌ରେ ଅଭିଯୋଗ କରିଥିଲେ।

କରିନା କପୁର

୨୦୧୬ରେ  କରିନା ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ପାର୍ଟିକୁ କିଛି ଷ୍ଟାରଙ୍କୁ ଡାକିଥିଲେ କରିନା। ପାର୍ଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ସହ ଜୋରରେ ପାଟିତୁଣ୍ଡ ହେବାରୁ ପୋଡ଼ଶୀଙ୍କୁ ଏଥିପାଇଁ ପୋଲିସ୍‌ରେ ଅଭିଯୋଗ କରିବାକୁ ପଡ଼ିଥିଲା।

ସୌଜନ୍ୟ-ଯଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story