ଷ୍ଟାରଙ୍କ ଘରେ ସୁଟିଂ ହୋଇଛି ଏଇ ୬ଟି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ ଆକର୍ଷଣୀୟ ଘର ସବୁ ଦେଖିବାକୁ ମିଳେ। କେତେବେଳେ ନାୟକର ଘର ବହୁତ ବଡ଼ ହୋଇଥାଏ ତ କେତେବେଳେ ନାୟିକର ଘର ବଡ଼ ହୋଇଥାଏ। ଖଳନାୟକମାନେ ମଧ୍ୟ ଏଥିରୁ ବାଦ୍ ପଡ଼ନ୍ତି ନାହିଁ। ଏହି ଘରଗୁଡ଼ିକ ମଧ୍ୟରୁ ଅନେକ ରାଜଉଆସ ଭଳି ମଧ୍ୟ ହୋଇଥାଏ। ତେବେ ଜାଣିଛନ୍ତି, ଅନେକ ଫିଲ୍ମ ବଲିଉଡ୍ କଳାକାରଙ୍କ ଘରେ ଅବା ଫାର୍ମ ହାଉସ୍‌ରେ ବି ସୁଟିଂ ହୋଇଛି। ଆପଣ ସେହି ଫିଲ୍ମଗୁଡ଼ିକୁ ଦେଖିଥିବେ ଓ ଭାବିଥିବେ ଏ ଘରଗୁଡ଼ିକ […]

starhouse

starhouse

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 06:19 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ ଆକର୍ଷଣୀୟ ଘର ସବୁ ଦେଖିବାକୁ ମିଳେ। କେତେବେଳେ ନାୟକର ଘର ବହୁତ ବଡ଼ ହୋଇଥାଏ ତ କେତେବେଳେ ନାୟିକର ଘର ବଡ଼ ହୋଇଥାଏ। ଖଳନାୟକମାନେ ମଧ୍ୟ ଏଥିରୁ ବାଦ୍ ପଡ଼ନ୍ତି ନାହିଁ। ଏହି ଘରଗୁଡ଼ିକ ମଧ୍ୟରୁ ଅନେକ ରାଜଉଆସ ଭଳି ମଧ୍ୟ ହୋଇଥାଏ। ତେବେ ଜାଣିଛନ୍ତି, ଅନେକ ଫିଲ୍ମ ବଲିଉଡ୍ କଳାକାରଙ୍କ ଘରେ ଅବା ଫାର୍ମ ହାଉସ୍‌ରେ ବି ସୁଟିଂ ହୋଇଛି। ଆପଣ ସେହି ଫିଲ୍ମଗୁଡ଼ିକୁ ଦେଖିଥିବେ ଓ ଭାବିଥିବେ ଏ ଘରଗୁଡ଼ିକ ରାଜମହଲ ହୋଇଥିବ। ବାସ୍ତବରେ ବଲିଉଡ୍‌ର ଅନେକ କଳାକାରଙ୍କ ଘର କୌଣସି ରାଜଉଆସଠାରୁ କମ୍ ନୁହେଁ। ସେଥିପାଇଁ ତ ସେଗୁଡ଼ିକ ଫିଲ୍ମ ପ୍ରଯୋଜକମାନଙ୍କୁ ଆକର୍ଷିତ କରେ ଓ ଫିଲ୍ମର କାହାଣୀକୁ ଖାପଖୁଆଉ ଥିଲେ ସେମାନେ ସେଠାରେ ଫିଲ୍ମ ସୁଟିଂ କରନ୍ତି। ଆସନ୍ତୁ ଜାଣିବା ସେମିତି ୬ଟି ଫିଲ୍ମ ସମ୍ପର୍କରେ ଯେଉଁଗୁଡ଼ିକ ବଲିଉଡ୍ ଷ୍ଟାରଙ୍କ ଘରେ ଅବା ଫାର୍ମହାଉସ୍‌ରେ ସୁଟିଂ ହୋଇଛି।

ସୈଫ ଅଲ୍ଲୀ ଖାନ୍‌ଙ୍କ ଘରେ 'ବୀର-ଜାରା'

'ବୀର-ଜାରା' ଫିଲ୍ମ ସୈଫ ଅଲ୍ଲୀ ଖାନ୍‌ ଓ ସୋହା ଅଲ୍ଲୀ ଖାନ୍‌ଙ୍କ 'ପଟୌଦୀ' ପ୍ରାସାଦରେ ସୁଟିଂ ହୋଇଥିଲା। ଏହା ହରିଆଣାରେ ଅବସ୍ଥିତ। ଏହି ପ୍ରାସାଦଟି 'ଇବ୍ରାହିମ୍‌ କୋଠି' ନାଁ'ରେ ମଧ୍ୟ ପରିଚିତ।

Amitabhhouse ଅମିତାଭ ବଚ୍ଚନଙ୍କ ଘରେ 'କି ଆଣ୍ଡ କା'

କରିନା କପୁର ଓ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ 'କି ଆଣ୍ଡ କା'ର କିଛି ସିନ୍‌ ଅମିତାଭ ବଚ୍ଚନଙ୍କ ଘରେ ସୁଟିଂ ହୋଇଥିଲା।

କରନ୍‌ ଜୋହରଙ୍କ ଘରେ 'ବମ୍ବେ ଟକିଜ୍‌'

ଫିଲ୍ମ 'ବମ୍ବେ ଟକିଜ୍‌' କରନ୍‌ ଜୋହରଙ୍କ ଘରେ ସୁଟିଂ ହୋଇଥିଲା। ଏହି ଫିଲ୍ମର କିଛି ସିନ୍‌ ଅମିତାଭ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ଘରେ ମଧ୍ୟ ହୋଇଥିଲା।

sharukhଶାହାରୁଖଙ୍କ ଘରେ 'ଫ୍ୟାନ୍‌'

ଶାହାରୁଖ ଖାନ୍‌ଙ୍କ ଅଭିନୀତ ଫିଲ୍ମ 'ଫ୍ୟାନ୍'ର କିଛି ସିନ୍‌ର ସୁଟିଂ ତାଙ୍କ ବାସଭବନ 'ମନ୍ନତ'ରେ ହୋଇଥିଲା।

farmସଲମାନଙ୍କ ଘରେ 'ବଜରଙ୍ଗି ଭାଇଜାନ୍‌'

ସଲମାନ ଖାନ୍‌ଙ୍କ ଅଭିନୀତ ଫିଲ୍ମ 'ବଜରଙ୍ଗି ଭାଇଜାନ'ର କିଛି ସିନ୍‌ ତାଙ୍କ ଫାର୍ମ ହାଉସ୍‌ 'ପାନଭେଲ୍‌'ରେ ସୁଟିଂ ହୋଇଥିଲା।

ସଞ୍ଜୟ ଦତ୍ତଙ୍କ ଘରେ 'ସଞ୍ଜୁ'

ସଞ୍ଜୟ ଦତ୍ତଙ୍କ ଘରେ 'ସଞ୍ଜୁ' ଫିଲ୍ମର କିଛି ସିନ୍‌ ସୁଟିଂ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story