କରିସ୍ମାଙ୍କ ବିକିନି ଅବତାର;ଏନଜୟ କରୁଛନ୍ତି ଲାଇଫ୍

ମୁମ୍ବାଇ: କରିସ୍ମା କପୁର ସଞ୍ଜୟ କପୁରଙ୍କୁ ଛାଡପତ୍ର ଦେବା ପରେ ଦୁଃଖ ଭୁଲିବା ପାଇଁ  ନୂଆ ଢଙ୍ଗରେ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ସଞ୍ଜୟଙ୍କଠାରୁ  ଅଲଗା ହୋଇଯିବା ପରେ କରିସ୍ମା ଲାଇଫ୍‌କୁ ଖୁଲମଖୁଲା ଏନଜୟ କରୁଛନ୍ତି ।  କେବେ ଭଉଣୀ କରୀନା କପୁରଙ୍କ ସହ ମସ୍ତୀ କରୁଥିବା ନଜର ଆସୁଥିବା ବେଳେ କେତେବେଳେ ତାଙ୍କ କଥିତ ବୟଫ୍ରେଣ୍ଡ ସଂଦୀପ ତୋଷନୀୱାଲଙ୍କ ସହ ଦେଖିବାକୁ ମିଳୁଛି। ଦୁଃଖ ଭୁଲି କରିସ୍ମା ନିଜ ଇଚ୍ଛାରେ ଜୀବନ ବଞ୍ଚୁଛନ୍ତି ଓ […]

kkk

kkk

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 10:58 AM IST

Sports

Latest News

ମୁମ୍ବାଇ: କରିସ୍ମା କପୁର ସଞ୍ଜୟ କପୁରଙ୍କୁ ଛାଡପତ୍ର ଦେବା ପରେ ଦୁଃଖ ଭୁଲିବା ପାଇଁ  ନୂଆ ଢଙ୍ଗରେ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ସଞ୍ଜୟଙ୍କଠାରୁ  ଅଲଗା ହୋଇଯିବା ପରେ କରିସ୍ମା ଲାଇଫ୍‌କୁ ଖୁଲମଖୁଲା ଏନଜୟ କରୁଛନ୍ତି ।  କେବେ ଭଉଣୀ କରୀନା କପୁରଙ୍କ ସହ ମସ୍ତୀ କରୁଥିବା ନଜର ଆସୁଥିବା ବେଳେ କେତେବେଳେ ତାଙ୍କ କଥିତ ବୟଫ୍ରେଣ୍ଡ ସଂଦୀପ ତୋଷନୀୱାଲଙ୍କ ସହ ଦେଖିବାକୁ ମିଳୁଛି।

ଦୁଃଖ ଭୁଲି କରିସ୍ମା ନିଜ ଇଚ୍ଛାରେ ଜୀବନ ବଞ୍ଚୁଛନ୍ତି ଓ ଖୁସିର ମୁର୍ହୂତ୍ତଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

ଏବେ ସୋସିଆଲ ମିଡିଆରେ  କରିସ୍ମା ତାଙ୍କର ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି। ଲାଗୁଛି ଗରମରୁ ରକ୍ଷା ପାଇବା ପାଇଁ କରିସ୍ମା ଫୁଲ୍ ପ୍ରସ୍ତୁତି କରି ନେଇଛନ୍ତି। ସେଥିପାଇଁ ସେ ବିକିନି ଅବତାରରେ ଫଟୋ ପୋଷ୍ଟ କରିଛନ୍ତି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story