‘ଶ୍ରୀଦେବୀ’ଙ୍କ ପାଇଁ ସିରିଏଲ୍‌ରେ ବ୍ରେକ୍‌ ପାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଗତ ଶନିବାର ବିଳମ୍ବିତ ରାତିରେ ବାଥ୍‌ଟବ୍‌ରେ ବୁଡ଼ିଯିବା କାରଣରୁ ଶ୍ରୀଦେବୀଙ୍କ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରି ଟ୍ୱିଟ୍‌ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ‘ଦିୟା ଓର ବାତୀ ହମ୍‌’ର ଅଭିନେତ୍ରୀ ସଂଧ୍ୟା (ଦୀପିକୀ ସିଂହ) ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଟୋ ସେୟାର କରି ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଖାଲି ଏତିକି ନୁହେଁ, ସେ ନିଜ ପୋଷ୍ଟରେ ଲେଖିଛନ୍ତି  ଯେ, ସେ ଦେଖିବାକୁ ଶ୍ରୀଦେବୀଙ୍କ ଭଳି […]

actor-sridevi-photo-vickky-idnaani_e0516806-1bc3-11e8-98c0-31c951fae3be

Rakesh Mallick
  • Published: Wednesday, 28 February 2018
  • Updated: 28 February 2018, 11:54 AM IST

Sports

Latest News

ମୁମ୍ବାଇ: ଗତ ଶନିବାର ବିଳମ୍ବିତ ରାତିରେ ବାଥ୍‌ଟବ୍‌ରେ ବୁଡ଼ିଯିବା କାରଣରୁ ଶ୍ରୀଦେବୀଙ୍କ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରି ଟ୍ୱିଟ୍‌ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ‘ଦିୟା ଓର ବାତୀ ହମ୍‌’ର ଅଭିନେତ୍ରୀ ସଂଧ୍ୟା (ଦୀପିକୀ ସିଂହ) ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଟୋ ସେୟାର କରି ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଖାଲି ଏତିକି ନୁହେଁ, ସେ ନିଜ ପୋଷ୍ଟରେ ଲେଖିଛନ୍ତି  ଯେ, ସେ ଦେଖିବାକୁ ଶ୍ରୀଦେବୀଙ୍କ ଭଳି ହୋଇଥିବାରୁ ତାଙ୍କୁ ସିରିଏଲ୍‌ରେ ବ୍ରେକ୍‌ ମିଳିଥିଲା। ତେଣୁ ସେ ଶ୍ରୀଦେବୀଙ୍କୁ ଶ୍ରେୟ ଦିଅନ୍ତି।

ଦୀପିକା ନିଜ ପୋଷ୍ଟରେ ଲେଖିଛନ୍ତି, ‘‘ଆପଣ ମୋ ସଫଳତାର ଚାବିକାଠି। ମୁଁ ଆପଣଙ୍କ ପାଇଁ ହିଁ ଲୋକପ୍ରିୟ। ମୋର ଅନେକ ଫ୍ୟାନ୍‌ଙ୍କୁ ଏମିତି ଲାଗେ ଯେ ମୁଁ ଆପଣଙ୍କ ପରି ଦେଖିବାକୁ। ବୋଧହୁଏ ଏହି ଲୁକ୍‌ ପାଇଁ ମୋତେ ପ୍ରଥମ ବ୍ରେକ୍‌ ମିଳିଛି। ‘ଦିୟା ଓ ବାତୀ ହମ୍‌’ର ସୁଟିଂ ସମୟରେ ମୁଁ ଆପଣଙ୍କୁ ସାକ୍ଷତ କରିଥିଲି। ସେ ସମୟରେ ଆପଣ ମତେ ଶୁଭ କାମନା ଦେଇଥିଲେ। ମୁଁ ଆଜି ବି ସେହି ହସକୁ ଭୁଲି ପାରିନି ଯାହା ଆମ ସାକ୍ଷତ ସମୟରେ ଆପଣଙ୍କ ମୁହଁରେ ଥିଲା।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story