ସନ୍ନି ଲିଓନିଙ୍କ ପ୍ରଥମ ଦରମା ଏମିତି କାମରେ ଲାଗିଥିଲା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ଘରର ସ୍ଥିତି ଭଲ ନ ଥିଲା। କିନ୍ତୁ ମତେ ପାଠଶାଠ ପଢେଇ ମଣିଷ କରିବାକୁ ମୋ ବାପା ମା’ ବହୁତ ଚେଷ୍ଟା କରିଥିଲେ। ଖାଲି ସେତିକି ନୁହେଁ ମୋ ପାଇଁ ମା’ ତାର ମଙ୍ଗଳସୂତ୍ର ବି ବିକି ଦେଇଥିଲା।” କଥାଟା ସନ୍ନି ଲିଓନିଙ୍କର। ତାଙ୍କ ବାୟୋପିକ୍‌ “Karenjit Kaur – The Untold Story of Sunny Leone”ରେ  ଉପସ୍ଥାପିତ ହୋଇଛି ଏପରି କିଛି ଘଟଣା। ଯାହାକୁ ଭାବି କାନ୍ଦି ପକାନ୍ତି ନିଜେ ସନ୍ନି। ବାସ୍ତବରେ […]

b7

b7

Ordigital Desk
  • Published: Saturday, 11 August 2018
  • Updated: 11 August 2018, 06:00 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ଘରର ସ୍ଥିତି ଭଲ ନ ଥିଲା। କିନ୍ତୁ ମତେ ପାଠଶାଠ ପଢେଇ ମଣିଷ କରିବାକୁ ମୋ ବାପା ମା’ ବହୁତ ଚେଷ୍ଟା କରିଥିଲେ। ଖାଲି ସେତିକି ନୁହେଁ ମୋ ପାଇଁ ମା’ ତାର ମଙ୍ଗଳସୂତ୍ର ବି ବିକି ଦେଇଥିଲା।”

କଥାଟା ସନ୍ନି ଲିଓନିଙ୍କର। ତାଙ୍କ ବାୟୋପିକ୍‌ “Karenjit Kaur - The Untold Story of Sunny Leone”ରେ  ଉପସ୍ଥାପିତ ହୋଇଛି ଏପରି କିଛି ଘଟଣା। ଯାହାକୁ ଭାବି କାନ୍ଦି ପକାନ୍ତି ନିଜେ ସନ୍ନି।

ବାସ୍ତବରେ ସନ୍ନି ବହୁ ଅଭାବ ଓ ଅନଟନ ଭିତରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପଞ୍ଜାବରୁ କ୍ୟାନାଡା ଯାଇ ତାଙ୍କ ବାପା ଅବସ୍ଥାପିତ ହୋଇଥିଲେ। ସେହିଠାରେ ୧୯୮୧ ମେ ୩୧ରେ ଜନ୍ମ ହୁଅନ୍ତି ସନ୍ନି। ପିଲାବେଳ, କୈଶୋର ଆଉ ଆଦ୍ୟ ଯୌବନ ସେହିଠାରେ ହିଁ କଟିଛି।

ପରିସ୍ଥିତିରେ ପଡ଼ି ପ୍ରଥମେ ବିଭିନ୍ନ ମ୍ୟାଗାଜିନ ପାଇଁ ବୋଲ୍ଡ ଫଟୋ ଶୁଟ୍ କରୁକରୁ ସନ୍ନି ପାଲଟି ଯାଆନ୍ତି ପର୍ନ ଷ୍ଟାର। ନିଷିଦ୍ଧ କୋଠରୀରେ ପୁରୁଷ ନାରୀର ସମ୍ପର୍କ ତାଙ୍କ ପାଇଁ ବୃତ୍ତି ପାଲଟିଯାଏ ।

କେହିକେହି ହୁଏତ ତାଙ୍କର ଏ ବୃତ୍ତିକୁ ହୀନ ଦୃଷ୍ଟିରେ ଦେଖୁଥାଇ ପାରନ୍ତି କିନ୍ତୁ ଏମିତି କାମ କରି ପ୍ରଥମ ରୋଜଗାରରେ ସେ ମହତ୍‌ କାମଟିଏ କରିଥିଲେ।

ପ୍ରଥମ ଥର ସନ୍ନି ‘ପେଣ୍ଟ ହାଉସ୍‌’ ମ୍ୟାଗାଜିନ ପାଇଁ ବୋଲ୍‌ଡ ଫଟୋ ଶୁଟ୍ କରି ଏକ ହଜାର ଡଲାର୍‌ କମାଇଥିଲେ। ଯାହା ଥିଲା ତାଙ୍କର ପ୍ରଥମ ଆୟ। ଏଥିରୁ ୪୦ ଡଲାର୍‌ ନେଇ ସେ ବନ୍ଧା ପଡିଥିବା ମାଆଙ୍କର ମଙ୍ଗଳସୂତ୍ରକୁ ମୁକୁଳାଇଥିଲେ।

ଏ ପ୍ରସଙ୍ଗଟି ସନ୍ନିଙ୍କ ପାଇଁ ବେଶ ମର୍ମସ୍ପର୍ଶୀ । ଆଉ ଏ ବିଷୟରେ ପଚାରିଲେ ସେ କହନ୍ତି- “ମୁଁ ମା’ର ମଙ୍ଗଳସୂତ୍ର ମୁକୁଳାଇଥିଲି ସତ। ହେଲେ ମା’ ଜାଣି ନ ଥିଲା ମୁଁ କ’ଣ କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story