ଲେହେଙ୍ଗା ଓ ଚୁନେରୀରେ ମସ୍ତ ଲାଗୁଛନ୍ତି ଇରଫାନ୍‌

ମୁମ୍ବାଇ: ଶାହାରୁଖ, ସଲମାନ ଓ ଅମିତାଭଙ୍କ ପରେ ଏବେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି ଭେଟରାନ୍ ଆକ୍ଟର ଇରଫାନ୍‌ ଖାନ୍‌। ମହିଳାଙ୍କ ମେକ୍‌ଅପ୍‌ ପାଇଁ ଇରଫାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଫଟୋରେ ଇରଫାନ୍‌ଙ୍କୁ ଲେହେଙ୍ଗା ଓ ଚୁନେରୀ ପିନ୍ଧିଛନ୍ତି। ଇରଫାନ୍‌ ଆଗାମୀ ଫିଲ୍ମ ‘ହିନ୍ଦୀ ମିଡିୟମ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଇରଫାନ୍‌ କପଡ଼ା ଦୋକାନ ମାଲିକ ଭୂମିକାରେ ନଜର ଆସିବେ। ଯାହାର ଫଟୋ ସୋସିଆଲ ମିଡିଆରେ […]

,irfan

,irfan

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 09:25 AM IST

Sports

Latest News

ମୁମ୍ବାଇ: ଶାହାରୁଖ, ସଲମାନ ଓ ଅମିତାଭଙ୍କ ପରେ ଏବେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି ଭେଟରାନ୍ ଆକ୍ଟର ଇରଫାନ୍‌ ଖାନ୍‌। ମହିଳାଙ୍କ ମେକ୍‌ଅପ୍‌ ପାଇଁ ଇରଫାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଫଟୋରେ ଇରଫାନ୍‌ଙ୍କୁ ଲେହେଙ୍ଗା ଓ ଚୁନେରୀ ପିନ୍ଧିଛନ୍ତି।

ଇରଫାନ୍‌ ଆଗାମୀ ଫିଲ୍ମ ‘ହିନ୍ଦୀ ମିଡିୟମ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଇରଫାନ୍‌ କପଡ଼ା ଦୋକାନ ମାଲିକ ଭୂମିକାରେ ନଜର ଆସିବେ। ଯାହାର ଫଟୋ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଫିଲ୍ମ ସୁଟିଂ ପାଇଁ ଇରଫାନଙ୍କୁ ଶାଢ଼ୀ ପିନ୍ଧିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା।

ସାକେତ ଚୌଧିରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଇରଫାନ୍ ଖାନଙ୍କ ଓ  ଅମୁତା ସିଂହଙ୍କୁ ଏକସାଙ୍ଗରେ ଦେଖିବାକୁ  ମିଳିବ।

୩୧ ମାର୍ଚ୍ଚରେ ଏହା ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story