ବାହୁବଳୀ ପାଇଁ ଭରପୂର ଉତ୍କଣ୍ଠା: ଧାଡ଼ି ଲାଗିଲା ୩ କିମି

ହାଦ୍ରାବାଦ:ପ୍ରତିକ୍ଷାର ଅନ୍ତଘଟାଇ ଆସନ୍ତା କାଲି ପରଦାକୁ ଆସୁଛି ବାହୁବଳୀ-୨।  ବଲିଉଡର ହାଇବଜେଟ ଫିଲ୍ମ  କୁହାଯାଉଥିବା ବାହୁବଳୀ-୨ ରିଲିଜ୍ ପୂର୍ବରୁ ଦର୍ଶକଙ୍କୁ ପାଗଳ କରେଦେଇଛି।  ଏପରିକି ରିଲିଜ୍‌ର ୪୮ ଘଣ୍ଟା ପୂର୍ବରୁ ଟିକେଟ ପାଇଁ ଲାଗିଲା ଲମ୍ବା ଲାଇନ। ହାଇଦ୍ରାବାଦର କେତେକ ସିନେମା ହଲ ସାମ୍ନାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଏପରିକି  ଟିକେଟ ନ ମିଳିବାରୁ କିଛି ଦର୍ଶକ ଏ ହଲରୁ ସେ ହଲକୁ  ଧାଇଁଥିଲେ।  ହାଇଦ୍ରାବାଦର ପ୍ରସାଦ ଆଇମେକ୍ସ ଥିଏଟର ଆଗରେ ଟ୍ରାଫିକ୍‌ ଜାମ […]

b11111

b11111

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 12:13 PM IST

ହାଦ୍ରାବାଦ:ପ୍ରତିକ୍ଷାର ଅନ୍ତଘଟାଇ ଆସନ୍ତା କାଲି ପରଦାକୁ ଆସୁଛି ବାହୁବଳୀ-୨।  ବଲିଉଡର ହାଇବଜେଟ ଫିଲ୍ମ  କୁହାଯାଉଥିବା ବାହୁବଳୀ-୨ ରିଲିଜ୍ ପୂର୍ବରୁ ଦର୍ଶକଙ୍କୁ ପାଗଳ କରେଦେଇଛି।  ଏପରିକି ରିଲିଜ୍‌ର ୪୮ ଘଣ୍ଟା ପୂର୍ବରୁ ଟିକେଟ ପାଇଁ ଲାଗିଲା ଲମ୍ବା ଲାଇନ।

ହାଇଦ୍ରାବାଦର କେତେକ ସିନେମା ହଲ ସାମ୍ନାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଏପରିକି  ଟିକେଟ ନ ମିଳିବାରୁ କିଛି ଦର୍ଶକ ଏ ହଲରୁ ସେ ହଲକୁ  ଧାଇଁଥିଲେ।  ହାଇଦ୍ରାବାଦର ପ୍ରସାଦ ଆଇମେକ୍ସ ଥିଏଟର ଆଗରେ ଟ୍ରାଫିକ୍‌ ଜାମ ହୋଇଥିବା ଦେଖିବାକୁ ମିଳିଛି।

ଏଠି ଟିକେଟ ନେବାକୁ ୩ କିମି ପର୍ଯ୍ୟନ୍ତ ଲାଇନଲାଗିଥିଲା।  ଏଥିପାଇଁ ସହରର ମୁଖ୍ୟ ରାସ୍ତା ଜାମ ହୋଇପଡ଼ିଛି। ୟୁଟ୍ୟୁବ୍‌ରେ ଏହି ଚଳଚ୍ଚିତ୍ରର ଗୋଟିଏ ପରେ ଗୋଟିଏ ଝଲକ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଏପରିକି ଫାଷ୍ଟ ସୋ’ ଦେଖିବାକୁ ସବୁଠି ଟଣାଓଟରା ପରିସ୍ଥିତି। ସେହିପରି ଅନଲାଇନରେ ମଧ୍ୟ ଜୋରସୁରେ ଟିକେଟ ବିକ୍ରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story