ସଲମାନ୍‌ଙ୍କ ପାଇଁ ଦିନେ ଡରି ଯାଇଥିଲେ ଭାଗ୍ୟଶ୍ରୀ

ମୁମ୍ବାଇ: ‘ମୈନେ ପ୍ୟାର୍‌ କିୟା’ ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ଆଜି ହେଉଛି ୫୦ ତମ ଜନ୍ମଦିନ। ୨୩ ଫେବୃଆରୀ ୧୯୬୯ ମସିହାରେ ଭାଗ୍ୟଶ୍ରୀ ଜନ୍ମ ନେଇଥିଲେ। ଭାଗ୍ୟଶ୍ରୀଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା। ଭାଗ୍ୟଶ୍ରୀ ତାଙ୍କର କ୍ୟାରିଅର୍‌ର ‘କଚ୍ଚି ଧୁପ୍‌’ ସିରିଏଲ୍‌ରୁ ଆରମ୍ଭ କରିଥିଲେ। ଏହାପରେ ୧୯୮୯ ମସିହାରେ ସଲମାନ୍‌ ଖାନ୍‌ଙ୍କ ସହିତ ‘ମୈନେ ପ୍ୟାର୍‌ କିୟା’ ଫିଲ୍ମରେ ଅଭିନୟ କରିଥିଲେ। ଭାଗ୍ୟଶ୍ରୀଙ୍କର ପୂରା ନାମ ଭାଗ୍ୟଶ୍ରୀ […]

70-0

70-0

Puspanjali Panda
  • Published: Saturday, 23 February 2019
  • Updated: 23 February 2019, 11:06 AM IST

ମୁମ୍ବାଇ: ‘ମୈନେ ପ୍ୟାର୍‌ କିୟା’ ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ଆଜି ହେଉଛି ୫୦ ତମ ଜନ୍ମଦିନ। ୨୩ ଫେବୃଆରୀ ୧୯୬୯ ମସିହାରେ ଭାଗ୍ୟଶ୍ରୀ ଜନ୍ମ ନେଇଥିଲେ। ଭାଗ୍ୟଶ୍ରୀଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।

ଭାଗ୍ୟଶ୍ରୀ ତାଙ୍କର କ୍ୟାରିଅର୍‌ର ‘କଚ୍ଚି ଧୁପ୍‌’ ସିରିଏଲ୍‌ରୁ ଆରମ୍ଭ କରିଥିଲେ। ଏହାପରେ ୧୯୮୯ ମସିହାରେ ସଲମାନ୍‌ ଖାନ୍‌ଙ୍କ ସହିତ ‘ମୈନେ ପ୍ୟାର୍‌ କିୟା’ ଫିଲ୍ମରେ ଅଭିନୟ କରିଥିଲେ।

ଭାଗ୍ୟଶ୍ରୀଙ୍କର ପୂରା ନାମ ଭାଗ୍ୟଶ୍ରୀ ପଟ୍ଟବର୍ଦ୍ଧନ୍‌। ‘ମୈନେ ପ୍ୟାର୍‌ କିୟା’ ଫିଲ୍ମ ସୁଟିଂ ସମୟରେ ଭାଗ୍ୟଶ୍ରୀଙ୍କୁ ୧୮ ବର୍ଷ ହୋଇଥିଲା।
‘ମୈନେ ପ୍ୟାର୍‌ କିୟା’ ଫିଲ୍ମର ‘କବୁତର ଜା ଜା ଜା’ ଗୀତ ସୁଟିଂ ସମୟରେ ଭାଗ୍ୟଶ୍ରୀ ବହୁତ ଜୋର୍‌ରେ କାନ୍ଦିବାକୁ ଲାଗିଥିଲେ। ତାଙ୍କର କାନ୍ଦିବାର କାରଣ ଥିଲା, ଫିଲ୍ମର ଗୋଟିଏ ସିନ୍‌ରେ ଭାଗ୍ୟଶ୍ରୀ ସଲମାନ୍‌ ଖାନ୍‌ଙ୍କୁ ଆଲିଙ୍ଗନ କରିବାର ଏକ ଦୃଶ୍ୟ ରହିଥିଲା। ଏଥିପାଇଁ ଭାଗ୍ୟଶ୍ରୀ ଡରି ଯାଇଥିଲେ।

ଏହାର କାରଣ ଭାଗ୍ୟଶ୍ରୀ ବହୁତ ରକ୍ଷଣଶୀଳ ପରିବାରର ଝିଅ ଥିଲେ ଏବଂ ପୂର୍ବରୁ ଏପରି କୌଣସି ପୁଅକୁ ଆଲିଙ୍ଗନ କରିନଥିଲେ। ଏହାପରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ଭାଗ୍ୟଶ୍ରୀଙ୍କ ସୁବିଧା ଅନୁସାରେ ସୁଟିଂ କରିଥିଲେ।

ଫିଲ୍ମଟି ବକ୍ସ ଅଫିସରେ ସଫଳତା ହେବା ସହିତ ଭାଗ୍ୟଶ୍ରୀ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସଫଳତା ଅର୍ଜନ କରିଥିଲେ। ଏହାପରେ ଭାଗ୍ୟଶ୍ରୀ ପିଲାବେଳର ବନ୍ଧୁ ହିମାଳୟ ଦସ୍ତାନୀଙ୍କୁ ବିବାହ କରିଥିଲେ।

ବିବାହ ପରେ ଭାଗ୍ୟଶ୍ରୀ ଅନେକ ପିଲ୍ମକୁ ନା କହିଦେଇଥିଲେ। ସର୍ତ୍ତ ରଖିଥିଲେ, ଯେଉଁ ଫିଲ୍ମରେ ତାଙ୍କ ସ୍ୱାମୀ ଅଭିନୟ କରିବେ ସେଥିରେ ହିଁ ସେ ଅଭିନୟ କରିବେ।
୧୯୯୨ରେ ଭାଗ୍ୟଶ୍ରୀ ତାଙ୍କ ସ୍ୱାମୀ ହିମାଳୟଙ୍କ ସହିତ ‘ତ୍ୟାଗୀ’, ‘ପାୟଲ୍‌’ ଓ ‘କୈଦ୍‌ ମେଁ ହେ ବୁଲ୍‌ବୁଲ୍‌’ ପରି ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ଏହି ତିନୋଟି ଫିଲ୍ମ ବକ୍ସ ଅଫିସ୍‌ରେ ଏତେଟା ସଫଳତା ସାଉଁଟି ପାରିନଥିଲା। ଏଥିପାଇଁ ସେ ଅଭିନୟଠାରୁ ଦୂରେଇ ରହିଥିଲେ।

ପୁଣିଥରେ ଭାଗ୍ୟଶ୍ରୀଙ୍କୁ ୨୦୦୧ରେ ବଲିଉଡ୍‌ରେ ଦେଖିବାକୁ ମିଳିଥିଲା। କିଛି ଫିଲ୍ମରେ କାମ କରିବା ପରେ ଭାଗ୍ୟଶ୍ରୀ ଆଶା ଅନୁସାରେ ସଫଳତା ପାଇପାରିନଥିଲେ। ଏଥିପାଇଁ ସେ ଟିଭି ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ।

ମରାଠୀ, ତେଲୁଗୁ ଓ ହିନ୍ଦୀ ସିନେମାରେ ଅଭିନୟ କରିଥିବା ଭାଗ୍ୟଶ୍ରୀ ସୋଶାଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି।
ଭାଗ୍ୟଶ୍ରୀଙ୍କର ଅଭିମନ୍ୟୁ ଓ ଅବନ୍ତିକା ନାମରେ ଦୁଇଟି ପୁଅଝିଅ ରହିଛି। ପୁଅ ଅଭିମନ୍ୟୁଙ୍କ ଫିଲ୍ମ ‘ମର୍ଦ କୋ ଦର୍ଦ’ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି।
https://aajtak.intoday.in/story/todays-bhagyashree-50-birthday-tmov-1-1063643.html

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story