ଅମ୍ୱାନୀ ପରିବାରର ବୋହୂ ଏହି ଅଭିନେତାଙ୍କୁ କରୁଥିଲେ ଡେଟ୍‌

ମୁମ୍ୱାଇ: ଦେଶର ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପତ୍ନୀ ହେଉଛନ୍ତି ଟିନା ଅମ୍ବାନୀ। ୮୦ ଦଶକର ବଲିଉଡ୍‌ର ଜଣେ ଗ୍ଲାମରସ୍‌ ଅଭିନେତ୍ରୀ ହେଉଛନ୍ତି ଟିନା ଅମ୍ୱାନୀ। ଆଜି ହେଉଛି ଟିନାଙ୍କର ୬୧ତମ ଜନ୍ମଦିନ। ୧୧ ଜାନୁଆରୀ ୧୯୫୭ ମସିହାରେ ମୁମ୍ୱାଇରେ ଟିନା ଜନ୍ମଗ୍ରହଣ କରିଥିଲେ। ୧୯୭୫ରେ ‘ଫେମିନା ଟିନ୍‌ ପ୍ରିନସେସ୍‌’ର କ୍ରାଉନ୍‌ ଜିତିବା ପରେ ୧୯୭୮ ମସିହାରେ ସେ ଦେବ ଆନନ୍ଦଙ୍କ ଫିଲ୍ମ ‘ପରଦେଶ’ରୁ ବଲିଉଡ୍‌ରେ ତାଙ୍କର କ୍ୟାରିୟର୍‌ ଆରମ୍ଭ କରିଥିଲେ ଏବଂ ପାଖାପାଖି ୩୫ରୁ ଅଧିକ ଫିଲ୍ମରେ […]

Capture2

Capture2

Puspanjali Panda
  • Published: Monday, 11 February 2019
  • Updated: 11 February 2019, 01:37 PM IST

Sports

Latest News

ମୁମ୍ୱାଇ: ଦେଶର ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପତ୍ନୀ ହେଉଛନ୍ତି ଟିନା ଅମ୍ବାନୀ। ୮୦ ଦଶକର ବଲିଉଡ୍‌ର ଜଣେ ଗ୍ଲାମରସ୍‌ ଅଭିନେତ୍ରୀ ହେଉଛନ୍ତି ଟିନା ଅମ୍ୱାନୀ। ଆଜି ହେଉଛି ଟିନାଙ୍କର ୬୧ତମ ଜନ୍ମଦିନ। ୧୧ ଜାନୁଆରୀ ୧୯୫୭ ମସିହାରେ ମୁମ୍ୱାଇରେ ଟିନା ଜନ୍ମଗ୍ରହଣ କରିଥିଲେ। ୧୯୭୫ରେ ‘ଫେମିନା ଟିନ୍‌ ପ୍ରିନସେସ୍‌’ର କ୍ରାଉନ୍‌ ଜିତିବା ପରେ ୧୯୭୮ ମସିହାରେ ସେ ଦେବ ଆନନ୍ଦଙ୍କ ଫିଲ୍ମ ‘ପରଦେଶ’ରୁ ବଲିଉଡ୍‌ରେ ତାଙ୍କର କ୍ୟାରିୟର୍‌ ଆରମ୍ଭ କରିଥିଲେ ଏବଂ ପାଖାପାଖି ୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।

ଟିନାଙ୍କର ପୂରା ନାମ ଟିନା ମୁନିମ୍‌ କିନ୍ତୁ ଅନିଲ ଅମ୍ୱାନୀଙ୍କୁ ବିବାହ କରିବା ପରେ ତାଙ୍କ ସର୍‌ନେମ୍‌ ବଦଳି ଟିନା ଅମ୍ୱାନୀ ହୋଇଥିଲା।
ଟିନାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟତା କୋ-ଷ୍ଟାର୍‌ ଋଷି କପୁର୍‌ ଓ ସଞ୍ଜୟ ଦତ୍ତଙ୍କ ସହିତ ଫିଲ୍ମ କରିବା ପରେ ମିଳିଥିଲା।

୧୯୮୧ ମସିହାରେ ‘ରକି’ ଫିଲ୍ମର ସୁଟିଙ୍ଗ୍‌ ସମୟରେ ଅଭିନେତା ସଞ୍ଜୟ ଦତ୍ତଙ୍କ ସହିତ ତାଙ୍କର ଆଫୟାର୍‌ ଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ କୁହାଯାଉଛି ଯେ, ସଞ୍ଜୟ ଦତ୍ତ ନିଶା ଓ ଡ୍ରଗସ୍‌ ନେଇଥିବା ଯୋଗୁ ଏହି ସମ୍ପର୍କ ବେଶୀ ଦିନ ରହି ପାରିନଥିଲା। ଏହାପରେ ଟିନାଙ୍କ ଜୀବନରେ ଆସିଥିଲେ ଅନିଲ୍‌ ଅମ୍ୱାନୀ।

ଅନିଲ୍‌ଙ୍କର ସହିତ ଟିନାଙ୍କର ଦେଖା ଠିକ୍‌ ଏକ ଫିଲ୍ମ କାହାଣୀ ପରି। ୧୯୮୯ରେ ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ହୋଇଥିବା ଭୂମିକମ୍ପରେ ଟିନା ଓ ଅନିଲ୍‌ଙ୍କ ମଧ୍ୟରେ ଦେଖା ହୋଇଥିଲା।  ସେହି ସମୟରେ ଟିନା ଆମେରିକାରେ ଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

କିନ୍ତୁ ଶିଳ୍ପପତି ଧିରୁଭାଇ ଅମ୍ୱାନୀ ଟିନା ଓ ଅନିଲ୍‌ଙ୍କର ସମ୍ପର୍କକୁ ସ୍ୱୀକାର କରିନଥିଲେ। କିନ୍ତୁ ପୁଅର ଜିଦ୍‌ ଆଗରେ ଶେଷରେ ତାଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା ଏବଂ ଫେବୃଆରୀ ମାସ ୧୯୯୧ ମସିହାରେ ଟିନା ଅନିଲ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ଟିନା ଫିଲ୍ମରେ ଅଭିନୟ କରିବା ବନ୍ଦ କରି ଦେଇଥିଲେ। ଅନ୍‌ମୋଲ୍‌ ଓ ଅଶୁଂଲ୍‌ ନାମରେ ତାଙ୍କର ଦୁଇଟି ପୁଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story