ରିଲିଜ୍‌ ହେଲା ‘ପଦ୍ମାବତୀ’ର ଟ୍ରେଲର

ମୁମ୍ୱାଇ:  ସଞ୍ଜୟଲୀଲା ଭଂସାଲିଙ୍କ ଅପ୍‌କମିଂ ଫିଲ୍ମ ‘ପଦ୍ମାବତୀ’ର ଟ୍ରେଲର ରିଲିଜ ହୋଇଛି। ଏହା ରଣବୀର ସିଂ ଟ୍ୱିଟ୍‌ କରି କହିଛନ୍ତି। ‘ପଦ୍ମାବତୀ’ରେ ଦୀପିକା ପାଦୁକୋନ ପଦ୍ମାବତୀ, ଶାହିଦ କପୁର ଚିତ୍ତୋର ରାଜା ରତନ ସେନା ଏବଂ ରଣବୀର ସିଂହ ଆଲ୍ଲାଉଦ୍ଦିନ ଖିଲିଜ ଭୂମିକାରେ ନଜର ଆସିବେ। ତେବେ ଏହି ଟ୍ରେଲରରେ ୩ ଜଣଙ୍କ ବେଶଭୁଷା ବହୁତ ଆକର୍ଷଣୀୟ ହୋଇଛି। ଖାସ୍‌ କରି ରଣବୀର ସିଂହଙ୍କ ଆଲ୍ଲାଉଦ୍ଦିନ ଖିଲିଜ ଲୁକ୍‌ ଅତି ଭୟଙ୍କର ଲାଗୁଛି।

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 01:57 PM IST

ମୁମ୍ୱାଇ:  ସଞ୍ଜୟଲୀଲା ଭଂସାଲିଙ୍କ ଅପ୍‌କମିଂ ଫିଲ୍ମ ‘ପଦ୍ମାବତୀ’ର ଟ୍ରେଲର ରିଲିଜ ହୋଇଛି। ଏହା ରଣବୀର ସିଂ ଟ୍ୱିଟ୍‌ କରି କହିଛନ୍ତି। ‘ପଦ୍ମାବତୀ’ରେ ଦୀପିକା ପାଦୁକୋନ ପଦ୍ମାବତୀ, ଶାହିଦ କପୁର ଚିତ୍ତୋର ରାଜା ରତନ ସେନା ଏବଂ ରଣବୀର ସିଂହ ଆଲ୍ଲାଉଦ୍ଦିନ ଖିଲିଜ ଭୂମିକାରେ ନଜର ଆସିବେ।

ତେବେ ଏହି ଟ୍ରେଲରରେ ୩ ଜଣଙ୍କ ବେଶଭୁଷା ବହୁତ ଆକର୍ଷଣୀୟ ହୋଇଛି। ଖାସ୍‌ କରି ରଣବୀର ସିଂହଙ୍କ ଆଲ୍ଲାଉଦ୍ଦିନ ଖିଲିଜ ଲୁକ୍‌ ଅତି ଭୟଙ୍କର ଲାଗୁଛି।

Related story