‘ଟୟଲେଟ୍‌ ଏକ ପ୍ରେମ କଥା’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଟୟଲେଟ୍‌ ଏକ ପ୍ରେମ କଥା’ର ଫାଷ୍ଟ ଲୁକ୍‌ ଆଜି ରିଲିଜ୍‌ ହୋଇଛି। ଅକ୍ଷୟ କୁମାର ଟ୍ୱିଟରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଜୁନରେ ଫିଲ୍ମ ରିଲିଜ୍‌ ହେବ ବୋଲି ଘୋଷଣା କରିଛନ୍ତି। ଏଥିରେ ଅକ୍ଷୟ କୁମାର ଓ ଭୂମିଙ୍କୁ ବର କନ୍ୟା ବେଶରେ ଦେଖିବାକୁ ମିଳିବ। ଅକ୍ଷୟ କୁମାର ଏହି ଟଙ୍କାରେ ତିଆରି ହୋଇଥିବା ହାର ପିନ୍ଧିଥିବା ଦେଖିବାକୁ ମିଳୁଛି।