‘ଟୟଲେଟ୍‌ ଏକ ପ୍ରେମ କଥା’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଟୟଲେଟ୍‌ ଏକ ପ୍ରେମ କଥା’ର ଫାଷ୍ଟ ଲୁକ୍‌ ଆଜି ରିଲିଜ୍‌ ହୋଇଛି। ଅକ୍ଷୟ କୁମାର ଟ୍ୱିଟରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଜୁନରେ ଫିଲ୍ମ ରିଲିଜ୍‌ ହେବ ବୋଲି ଘୋଷଣା କରିଛନ୍ତି। ଏଥିରେ ଅକ୍ଷୟ କୁମାର ଓ ଭୂମିଙ୍କୁ ବର କନ୍ୟା ବେଶରେ ଦେଖିବାକୁ ମିଳିବ। ଅକ୍ଷୟ କୁମାର ଏହି ଟଙ୍କାରେ ତିଆରି ହୋଇଥିବା ହାର ପିନ୍ଧିଥିବା ଦେଖିବାକୁ ମିଳୁଛି।

akshay_kumar__

akshay_kumar__

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 03:11 PM IST

Sports

Latest News

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଟୟଲେଟ୍‌ ଏକ ପ୍ରେମ କଥା’ର ଫାଷ୍ଟ ଲୁକ୍‌ ଆଜି ରିଲିଜ୍‌ ହୋଇଛି। ଅକ୍ଷୟ କୁମାର ଟ୍ୱିଟରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଜୁନରେ ଫିଲ୍ମ ରିଲିଜ୍‌ ହେବ ବୋଲି ଘୋଷଣା କରିଛନ୍ତି। ଏଥିରେ ଅକ୍ଷୟ କୁମାର ଓ ଭୂମିଙ୍କୁ ବର କନ୍ୟା ବେଶରେ ଦେଖିବାକୁ ମିଳିବ। ଅକ୍ଷୟ କୁମାର ଏହି ଟଙ୍କାରେ ତିଆରି ହୋଇଥିବା ହାର ପିନ୍ଧିଥିବା ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos