'ଟୋଟାଲ୍‌ ଧମାଲ'କୁ ବର୍ଷର ସବୁଠୁ ବଡ଼ ମନୋରଞ୍ଜନଧର୍ମୀ ଫିଲ୍ମ କହିଲେ ଦର୍ଶକ

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ ଧମାଲକୁ ମିଳୁଛି ଦର୍ଶକଙ୍କ ଥମ୍ସଅପ୍। ସାରା ଦେଶରେ ଫିଲ୍ମକୁ  ବହୁତ ପ୍ରଶଂସା ମିଳୁଛି। ସୋଶାଲ ମିଡିଆରେ ବି ଫିଲ୍ମକୁ ବେଶ୍ ପ୍ରଶଂସା କରାଯାଉଛି। କିଛି ଦର୍ଶକ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଛନ୍ତି। ତେବେ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି ‘ଟୋଟାଲ ଧମାଲ’। ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ୧୬ କୋଟି ୫୦ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଫିଲ୍ମଟିକୁ ଭାରତର […]

dhamal

dhamal

Chinmayee Roy
  • Published: Saturday, 23 February 2019
  • Updated: 23 February 2019, 02:25 PM IST

Sports

Latest News

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ ଧମାଲକୁ ମିଳୁଛି ଦର୍ଶକଙ୍କ ଥମ୍ସଅପ୍। ସାରା ଦେଶରେ ଫିଲ୍ମକୁ  ବହୁତ ପ୍ରଶଂସା ମିଳୁଛି। ସୋଶାଲ ମିଡିଆରେ ବି ଫିଲ୍ମକୁ ବେଶ୍ ପ୍ରଶଂସା କରାଯାଉଛି। କିଛି ଦର୍ଶକ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଛନ୍ତି। ତେବେ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି ‘ଟୋଟାଲ ଧମାଲ’। ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ୧୬ କୋଟି ୫୦ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଫିଲ୍ମଟିକୁ ଭାରତର ୩ହଜାର ୭୦୦ଟି ସ୍କ୍ରିନ୍‌ ଓ ବିଦେଶରେ ୭୮୬ଟି ସ୍କ୍ରିନ୍‌ରେ ରିଲିଜ୍‌ କରାଯାଇଛି। ତେବେ ୱିକେଣ୍ଡରେ ଏହା ଭଲ ଆୟ କରିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି।

https://twitter.com/taran_adarsh/status/1099185843305033728

ଧମାଲ ପ୍ରାଞ୍ଚାଇଜ୍‌ର ଏହା ହେଉଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ତୃତୀୟ ଫିଲ୍ମ। ଏଥିରେରେ ନବେ ଦଶକର ହିଟ୍‌ ଯୋଡ଼ି ଅନୀଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିଛି। ଏଥିସହ ଫିଲ୍ମରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଈଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଅଜୟ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି।

https://youtu.be/fo9EhcwQXcM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story