୧୦ ବର୍ଷର ବାଳକ ସହିତ ରୋମାନ୍ସ କରିବେ ତେଜସ୍ୱୀ

ମୁମ୍ବାଇ: ଟିଭି ଶୋ ‘ସ୍ୱରାଗିଣୀ’ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଖୁବଶୀଘ୍ର ଏକ ନୂଆ ସିରିଏଲ୍‌ରେ ନଜର ଆସିବେ। ଏଥିରେ ସେ ଜଣେ ୧୦ ବର୍ଷର ବାଳକ ସହିତ ରୋମାନ୍ସ କରିବେ। ସୋନୀ ଟିଭିରେ ଆରମ୍ଭ ହେବାକୁ ଥିବା ଏହି ଶୋର ନାଁ ‘ପହରେଦାର ପିୟା କୀ’। ଏହି ଶୋ ୟଶ ଚୋପ୍ରାଙ୍କ କ୍ଲାସିକ୍ ଫିଲ୍ମ ‘ଲମ୍‌ହେ’ ଉପରେ ଆଧାରିତ। ଏଥିରେ ୨୪ ବର୍ଷୀୟ ତେଜସ୍ୱୀ ଶିଶୁ କଳାକାର ଅଫାନ ଖାନଙ୍କ ଓପଜିଟ୍‌ରେ ନଜର ଆସିବେ।

tejswi

tejswi

Rakesh Mallick
  • Published: Monday, 17 April 2017
  • Updated: 17 April 2017, 01:29 PM IST

Sports

Latest News

ମୁମ୍ବାଇ: ଟିଭି ଶୋ ‘ସ୍ୱରାଗିଣୀ’ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଖୁବଶୀଘ୍ର ଏକ ନୂଆ ସିରିଏଲ୍‌ରେ ନଜର ଆସିବେ। ଏଥିରେ ସେ ଜଣେ ୧୦ ବର୍ଷର ବାଳକ ସହିତ ରୋମାନ୍ସ କରିବେ। ସୋନୀ ଟିଭିରେ ଆରମ୍ଭ ହେବାକୁ ଥିବା ଏହି ଶୋର ନାଁ ‘ପହରେଦାର ପିୟା କୀ’। ଏହି ଶୋ ୟଶ ଚୋପ୍ରାଙ୍କ କ୍ଲାସିକ୍ ଫିଲ୍ମ ‘ଲମ୍‌ହେ’ ଉପରେ ଆଧାରିତ। ଏଥିରେ ୨୪ ବର୍ଷୀୟ ତେଜସ୍ୱୀ ଶିଶୁ କଳାକାର ଅଫାନ ଖାନଙ୍କ ଓପଜିଟ୍‌ରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos