ଉଦୟ ଓ ତାଙ୍କ ପରିବାରକୁ ତଳିତଳାନ୍ତ କରିବାକୁ ଧମକ: ଜାଣନ୍ତୁ କିଏ କଲା ଏପରି

ମୁମ୍ବାଇ: ବଲିଉଡ୍‌ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଉଦୟ ଚୋପ୍ରା ଅନେକ ଦିନ ହେବ ଅଭିନୟ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ସେ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ୍‌ ରୁହନ୍ତି। ସୋସିଆଲ ମିଡିଆରେ ସେ ଅନେକ ସାମାଜିକ ପ୍ରସଙ୍ଗ ଉପରେ ପୋଷ୍ଟ କରିଥାନ୍ତି। ନିକଟରେ ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାର ବିଷୟ ସାଜିଛି। କଥା ହେଉଛି ଉଦୟ ନିଜ ଲାଟେଷ୍ଟ ପୋଷ୍ଟରେ ଏମିତି କିଛି ସେୟାର କରିଛନ୍ତି ଯାହାକୁ ୟୁଜର୍ସମାନେ ଆହତ ହୋଇ ତାଙ୍କୁ ଟ୍ରୋଲ କରିଛନ୍ତି। […]

Uday-chopra

Uday-chopra

Rakesh Mallick
  • Published: Monday, 26 March 2018
  • Updated: 26 March 2018, 02:56 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଉଦୟ ଚୋପ୍ରା ଅନେକ ଦିନ ହେବ ଅଭିନୟ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ସେ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ୍‌ ରୁହନ୍ତି। ସୋସିଆଲ ମିଡିଆରେ ସେ ଅନେକ ସାମାଜିକ ପ୍ରସଙ୍ଗ ଉପରେ ପୋଷ୍ଟ କରିଥାନ୍ତି। ନିକଟରେ ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାର ବିଷୟ ସାଜିଛି। କଥା ହେଉଛି ଉଦୟ ନିଜ ଲାଟେଷ୍ଟ ପୋଷ୍ଟରେ ଏମିତି କିଛି ସେୟାର କରିଛନ୍ତି ଯାହାକୁ ୟୁଜର୍ସମାନେ ଆହତ ହୋଇ ତାଙ୍କୁ ଟ୍ରୋଲ କରିଛନ୍ତି। ତା’ ସହ ତାଙ୍କ ପରିବାର ଲୋକଙ୍କୁ ବରବାଦ କରିବାର ଧମକି ମଧ୍ୟ ଦେଇଛନ୍ତି।

udaya chopdaଇନ୍‌ଷ୍ଟାଗ୍ରାମ୍‌ରେ ଉଦୟ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଲେଖାଥିଲା- ‘‘କାମ କରୁଥିବା ଦୁଇ ହାତ ପ୍ରାର୍ଥନା କରୁଥିବା  ହଜାର ହାତ ଠାରୁ ଅଧିକ କାମ କରିପାରେ’’। ଉଦୟଙ୍କର ଏହି ପୋଷ୍ଟ ଏକ ଗଭୀର ଚିନ୍ତାଧାରର ଏକ ଖାସ୍‌ ସନ୍ଦେସ୍‌ ଦେଉଥିଲେ ବି ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଏମିତି ନୁହେଁ ଯେ ଖାଲି ଏହି ପୋଷ୍ଟରେ ତାଙ୍କୁ ସମସ୍ତେ ଟ୍ରୋଲ କରିଛନ୍ତି। କେବଳ କିଛି ଧାର୍ମିକ କଟ୍ଟୋରପନ୍ଥୀ ତାଙ୍କୁ ଟ୍ରୋଲ କରୁଥିବା ବେଳେ କିଛି ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି।

ଏହି ପୋଷ୍ଟରେ ଜଣେ ୟୁଜର ଏମିତି ମାର୍ମାହତ ହୋଇଥିଲେ ଯେ, ସେ ଉଦୟଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଧ୍ୱଂସ କରିଦେବାର ଧମକ ଦେଇଥିଲେ। ସେ ଲେଖିଥିଲେ ଯେ, ‘‘ତୁମ ପରିବାରକୁ ଭାଙ୍ଗିବା ମୋ ଜୀବନର ଲକ୍ଷ୍ୟ ବନେଇ ଦେବି। ନିଜର କଥା ଓ ଚିନ୍ତା ଧାରା ଉପରେ ସଞ୍ଜତ ରଖ ନଚେତ୍, ମୁଁ ବ୍ୟକ୍ତିଗତ ଭାବେ ସେହି ଲୋକମାନଙ୍କ ଅପମାନର ପ୍ରତିଶୋଧ ନେବି ଯେଉଁମାନେ ପ୍ରାର୍ଥନା କରନ୍ତି।’’

ଉଦୟ ସେହି ବ୍ୟକ୍ତିର ପୋଷ୍ଟକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରିଥିଲେ ଓ ଲେଖିଥିଲେ ମୋ ପୋଷ୍ଟର  ଏକ ଭିନ୍ନ ଅର୍ଥ ବାହାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story