ଏମିତି ଥିଲା ସେଦିନ: ଶ୍ରୀଦେବୀଙ୍କ ସହ ୩ ଦିନ ଧରି କଥା ହୋଇନଥିଲେ ଝିଅ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ‘ଚାନ୍ଦିନୀ’ ଶ୍ରୀଦେବୀ ଆଉ ଏ ଦୁନିଆରେ ନାହାଁନ୍ତି। ଶନିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ଶ୍ରୀଦେବୀଙ୍କ ସହିତ ଜଡ଼ିତ ଅନେକ କଥା ଶୁଣିବାକୁ ମିଳୁଛି। ଆମେ ବି ଆପଣଙ୍କୁ ଏଠାରେ ତାଙ୍କ ସହିତ ଓ ତାଙ୍କ ଝିଅ ଜାହ୍ନବୀଙ୍କ ସହିତ ଜଡ଼ିତ ଥିବା ଗୋଟିଏ କଥା କହିବୁ। ଆପଣ ଜାଣିଛନ୍ତି, ଥରେ ଜାହ୍ନବୀ ଶ୍ରୀଦେବୀଙ୍କୁ ଜଣେ ଖରାପ ମା’ ବୋଲି କହିଥିଲେ ଓ ୩ ଦିନ ପର୍ଯ୍ୟନ୍ତ ତାଙ୍କ ସହ […]

jhanvi-kapoor

jhanvi-kapoor

Rakesh Mallick
  • Published: Monday, 26 February 2018
  • Updated: 26 February 2018, 02:13 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ‘ଚାନ୍ଦିନୀ’ ଶ୍ରୀଦେବୀ ଆଉ ଏ ଦୁନିଆରେ ନାହାଁନ୍ତି। ଶନିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ଶ୍ରୀଦେବୀଙ୍କ ସହିତ ଜଡ଼ିତ ଅନେକ କଥା ଶୁଣିବାକୁ ମିଳୁଛି। ଆମେ ବି ଆପଣଙ୍କୁ ଏଠାରେ ତାଙ୍କ ସହିତ ଓ ତାଙ୍କ ଝିଅ ଜାହ୍ନବୀଙ୍କ ସହିତ ଜଡ଼ିତ ଥିବା ଗୋଟିଏ କଥା କହିବୁ। ଆପଣ ଜାଣିଛନ୍ତି, ଥରେ ଜାହ୍ନବୀ ଶ୍ରୀଦେବୀଙ୍କୁ ଜଣେ ଖରାପ ମା’ ବୋଲି କହିଥିଲେ ଓ ୩ ଦିନ ପର୍ଯ୍ୟନ୍ତ ତାଙ୍କ ସହ କଥା ହୋଇ ନଥିଲେ। ଶ୍ରୀଦେବୀ ଏକ ସାକ୍ଷାତକାରରେ ଏକଥା କହିଥିଲେ।

ସେ କହିଥିଲେ ଯେ ଜାହ୍ନବୀଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ସେ ‘ସଦ୍‌ମା’ ଫିଲ୍ମ ଦେଖିଥିଲେ। ଫିଲ୍ମ ଦେଖିବା ପରେ ସେ ତାଙ୍କ ସହିତ ତିନି ଦିନ କଥା ହୋଇ ନଥିଲେ। ଖାଲି ସେତିକି ନୁହେଁ, ଜାହ୍ନବୀ ତାଙ୍କୁ ଖରାପ ମାଆ ବୋଲି ମଧ୍ୟ କହିଥିଲେ।

ଜାଣିଛନ୍ତି ଜାହ୍ନବୀ କାହିଁକି ରାଗି ଯାଇଥିଲେ?

‘ସଦ୍‌ମା’ ଫିଲ୍ମରେ ଶ୍ରୀଦେବୀଙ୍କ ସହ କମଲ ହାସନ ଥିଲେ। ଶ୍ରୀଦେବୀ ତାଙ୍କୁ ବହୁତ ହଇରାଣ କରୁଥିଲେ। କାରଣ ସେ ଏମିତି ଏକ ଚରିତ୍ରେର ଅଭିନୟ କରିଥିଲେ ଯେଉଁଥିରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ସେ ଛୋଟ ପିଲା ଭଳି ବ୍ୟବହାର କରୁଥିଲେ।  ତେବେ କମଲଙ୍କୁ ଶ୍ରୀଦେବୀ ଏମିତି ହଇରାଣ କରିବା କଥାକୁ ସେତେବେଳେ କୁନି ଜାହ୍ନବୀଙ୍କୁ ଭଲ ଲାଗି ନଥିଲା।  ସେ ସବୁ ଜାହ୍ନବୀଙ୍କୁ ଆଦୌ ଭଲ ଲାଗି ନଥିଲା। ତେଣୁ ସେ ମାଆଙ୍କ ଉପରେ ରାଗି ଯାଇଥିଲେ। ଅବଶ୍ୟ ପରେ ସେ ପ୍ରକୃତ କଥା ଜାଣିପାରିଥିଲେ।

ଜାହ୍ନବୀ ପିଲାଦିନୁ ନିଜ ମାଆଙ୍କୁ ଅନୁସରଣ କରନ୍ତି। ଶ୍ରୀଦେବୀ ଯେମିତି କୁହନ୍ତି ସେ ସେମିତି କରନ୍ତି। ଖାଲି ଏତିକି ନୁହେଁ, ଜାହ୍ନବୀ କେଉଁ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିବେ ସେ ନିଷ୍ପତ୍ତି ବି ଶ୍ରୀଦେବୀ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ନିଜ ଝିଅର ଡେବ୍ୟୁ ଫିଲ୍ମ ଦେଖିଆକୁ ଆଉ ସେ ଦୁନିଆରେ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story