ଆସୁଛି ‘ପ୍ରେମ ଏଟିଏମ୍‌’, ଲଭ୍‌ ଓ ରୋମାନ୍ସକୁ ନେଇ କାହାଣୀ ଗତିଶୀଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପଣ ଏଟିଏମ୍‌ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ଜାଣିଥିବେ। ହେଲେ ଏପରି ଏଟିଏମ୍‌ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍‌ ଏବଂ ରୋମାନ୍ସ। ଏହା ଶୁଣି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଉଥିବେ । କିନ୍ତୁ ଆଜ୍ଞା ବେଶି ଆଉ ଭାବନ୍ତୁ ନାହିଁ।  ଏହା ଏକ କାହାଣୀ, ବାସ୍ତବ ନୁହେଁ। ଆଉ ଏପରି ଏକ କାହାଣୀକୁ ନେଇ  ନିର୍ମାଣ ହେବାକୁ ଯାଉଛି ବାବା ବାଣେଶ୍ୱର ଫିଲ୍ମସ୍‌ର ଫିଲ୍ମ ‘ପ୍ରେମ ଏଟିଏମ୍‌’। ପିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଲଭ୍‌ ଏବଂ ରୋମାନ୍ସକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି।

ଚଳଚ୍ଚିତ୍ରରେ ନାୟକ ନିଜକୁ ବଡ ଲୋକ ଘର ପୁଅ ବୋଲି ଦର୍ଶାଉଛି।  ଦିନେ ସେ ତା ଧନୀ ସାଙ୍ଗର ଗାଡି ମାଗି ହିରୋଇନ୍‌ଙ୍କୁ ଦେଖା କରିବା ପାଇଁ ଆସିଛି। କିନ୍ତୁ ଗାଡିଟି ବାରମ୍ବାର ରାସ୍ତାରେ ଅଟକି ଯାଉଛି। ସେ ସମୟରେ ହିରୋଇନ୍‌ ତାଙ୍କୁ ଅନ୍ୟ ଜିନିଷ ଧରି ଅପଦସ୍ତ ହେବା ଅପେ‍କ୍ଷା ନିଜ ପାଖରେ ଯେତିକି ଅଛି ସେଥିରେ ସନ୍ତୁଷ୍ଟ ହେବା କଥା କହିଛନ୍ତି। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବାରେ ଲାଗିଛି।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ପ୍ରଦୀପ ଏବଂ ଅଭିନେତ୍ରୀ ଦିବ୍ୟାବିଶା। ଏହି ଫିଲ୍ମକୁ ଶ୍ରୀମତୀ ନବନିତା ମିଶ୍ର ପ୍ରଡ୍ୟୁସ୍‌ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ।

ଆହୁରି ପଢ଼ନ୍ତୁ

ରିଭ୍ୟୁ ପିଟିସନ ଦାଖଲ କରିବାକୁ କୁଳଭୂଷଣ ମନା କରିଥିବା କହିଲା ପାକିସ୍ତାନ

ମନ୍ତ୍ରୀଙ୍କୁ କରୋନା, ସଂଗରୋଧରେ ରହିଲେ ମୁଖ୍ୟମନ୍ତ୍ରୀ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ଧରାଇ ଦେଲା ସିସିଟିଭି; ଗାଈ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖି ଗିରଫ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

ସେଲଫି ନେବାର କ୍ରେଜ

ସ୍ୱପ୍ନା ସୁରେଶ କିଏ? କେମିତି ହେଲେ ସୁନା ସ୍ମଗଲିଂର କୁଇନ୍‌

ଜାଣି ରଖନ୍ତୁ ଛୋଟ ଛୋଟ ଘରକରଣା ଟିପ୍ସ

ଏମଆଇଟି ସର୍ଭେରୁ ଆସିଲା ଭୟଙ୍କର ତଥ୍ୟ: ଭାରତରେ ଦୈନିକ ଚିହ୍ନଟ ହେବ ୨.୮୭ ଲକ୍ଷ ପଜିଟିଭ

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ସାଂଘାତିକ ତଥ୍ୟ ଦେଲା ‘ହୁ’: କହିଲା କରୋନା ବିଶ୍ୱରେ ଏଯାଏ ସର୍ବୋଚ୍ଚ ଗତି ଦେଖାଇନି

କୋଭିଡ୍‌ ଟିକା ତିଆରି କରିବା ପାଇଁ ଏହି ଫାର୍ମକୁ ମିଳିଲା ୧.୬ ବିଲିୟନ ଡଲାର