ଅଭିନୟ ଓ ଆଇଟମ୍‌ ନମ୍ବର ପରେ ଏବେ ରାଜନୀତି କରିବେ ଉର୍ମିଲା

ମୁମ୍ବାଇ: ୨୦୧୯ର ଲୋକସଭା ନିର୍ବାଚନ ପାଇଁ ବଲିଉଡ ଓ ଟିଭିର କଳାକାରମାନଙ୍କର ରାଜନୀତିରେ ସାମିଲ୍‌ ହେବା ପ୍ରକ୍ରିୟା ଏବେ ଜୋର୍‌ସୋର୍‌ରେ ଚାଲିଛି। ତେବେ ଏଥିରୁ ବାଦ୍‌ ପଡ଼ି ନାଆଁନ୍ତି ଉର୍ମିଲା ମାତୋଣ୍ଡକର୍। ବଲିଉଡ୍‌ରେ ସଫଳତା ପାଇବା ପରେ ଏବେ ଉର୍ମିଲା ରାଜନୀତି  ମଇଦାନକୁ ଓହ୍ଲାଇଛନ୍ତି। ଉର୍ମିଲା ମାତୋଣ୍ଡକର୍ ଆଜି କଂଗ୍ରେସ୍‌ ପାର୍ଟିରେ ସାମିଲ୍‌ ହୋଇଛନ୍ତି। ତେବେ ଉର୍ମିଲାଙ୍କର ରାଜନୈତିକ  ଯାତ୍ରା କେମିତି ହେବ ତାହା ସମୟ ହିଁ କହିବ। ହେଲେ ତା’ପୂର୍ବରୁ ଚାଲନ୍ତୁ ଆମେ ତାଙ୍କର କ୍ୟାରିୟର୍‌ ଓ […]

urmila

urmila

Chinmayee Roy
  • Published: Wednesday, 27 March 2019
  • Updated: 27 March 2019, 03:06 PM IST

Sports

Latest News

ମୁମ୍ବାଇ: ୨୦୧୯ର ଲୋକସଭା ନିର୍ବାଚନ ପାଇଁ ବଲିଉଡ ଓ ଟିଭିର କଳାକାରମାନଙ୍କର ରାଜନୀତିରେ ସାମିଲ୍‌ ହେବା ପ୍ରକ୍ରିୟା ଏବେ ଜୋର୍‌ସୋର୍‌ରେ ଚାଲିଛି। ତେବେ ଏଥିରୁ ବାଦ୍‌ ପଡ଼ି ନାଆଁନ୍ତି ଉର୍ମିଲା ମାତୋଣ୍ଡକର୍। ବଲିଉଡ୍‌ରେ ସଫଳତା ପାଇବା ପରେ ଏବେ ଉର୍ମିଲା ରାଜନୀତି  ମଇଦାନକୁ ଓହ୍ଲାଇଛନ୍ତି। ଉର୍ମିଲା ମାତୋଣ୍ଡକର୍ ଆଜି କଂଗ୍ରେସ୍‌ ପାର୍ଟିରେ ସାମିଲ୍‌ ହୋଇଛନ୍ତି। ତେବେ ଉର୍ମିଲାଙ୍କର ରାଜନୈତିକ  ଯାତ୍ରା କେମିତି ହେବ ତାହା ସମୟ ହିଁ କହିବ। ହେଲେ ତା’ପୂର୍ବରୁ ଚାଲନ୍ତୁ ଆମେ ତାଙ୍କର କ୍ୟାରିୟର୍‌ ଓ ପ୍ରୋଫାଇଲ୍‌ ବିଷୟରେ ଜାଣିବା।

https://twitter.com/INCIndia/status/1110823144963489792

୧) ଉର୍ମିଲା ୬ ବର୍ଷ ବୟସରେ ବାଲ୍ୟ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ୧୯୮୦ରେ ଆସିଥିବା ମରାଠୀ ଫିଲ୍ମ ‘ଜାକୋଲ୍’ ହେଉଛି ଉର୍ମିଲାଙ୍କ ପ୍ରଥମ ଫିଲ୍ମ। ସେହିପରି ତାଙ୍କର ପ୍ରଥମ ବଲିଉଡ ମୁଭି ଥିଲା ୧୯୮୧ର ‘କଲିୟୁଗ୍’। ୧୯୮୩ରେ ଆସିଥିବା ‘ମାସୁମ୍’ରେ ଉର୍ମିଲାଙ୍କ ଅଭିନୟ ସମସ୍ତଙ୍କୁ ଚକିତ କରିଦେଇଥିଲା। ଆଜିବି ଉର୍ମିଲାଙ୍କର ଏହି ଭୂମିକାକୁ ଲୋକେ ମନେ ପକାନ୍ତି।

୨) ଲିଡ୍‌ ଆକ୍ଟ୍ରେସ୍‌ ଭାବେ ଉର୍ମିଲାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘ନରସିମହା’(୧୯୯୧)। ଉର୍ମିଲା ଅନେକ ସୁପର୍‌ହିଟ୍‌ ଫିଲ୍ମ କରିଛନ୍ତି। ଏଥିମଧ୍ୟରେ 'ରଙ୍ଗିଲା’, ‘ଜଙ୍ଗଲ୍’, ‘ଖୁବ୍‌ସୁରତ୍’, ‘ଜୁଦାଇ’, ‘ସତ୍ୟା’, ‘ଭୁତ୍’, ‘ତେଜାବ୍’ ଓ ‘ପ୍ୟାର୍‌ ତୁନେ କ୍ୟା କିୟା’ ପରି ଫିଲ୍ମ ସାମିଲ୍‌ ଅଛି। ଉର୍ମିଲା ହିନ୍ଦୀ  ବ୍ୟତୀତ ମରାଠୀ, ତେଲୁଗୁ, ତାମିଲ୍, ମଲୟାଲମ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

https://www.instagram.com/p/Bu1cMilAXlv/?utm_source=ig_web_copy_link

୩) ଉର୍ମିଲା ମାତୋଣ୍ଡକର୍ ୧୯୮୬ରେ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ସାମିଲ୍‌ ହେଲେ। ସେ ଅନେକ ଟିଭି ଶୋ’ରେ କୋ ହୋଷ୍ଟ ଓ କୋ ଜଜ୍ ରହିଥିଲେ।

୪)  ୨୦୧୬ରେ ଉର୍ମିଲା କଶ୍ମିରୀ ବିଜ୍‌ନେସ୍‌ମ୍ୟାନ୍ ଓ ମଡେଲ୍ ମୋହାସିନ୍ ଅଖ୍‌ତର୍‌ ମିର୍‌ଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ଭିତରେ ୯ବର୍ଷର ଅନ୍ତର ରହିଛି।

୫) ବାହାଘର ପରେ ଉର୍ମିଲା ବଲିଉଡରୁ ଦୂରେଇ ଯାଇଛନ୍ତି। ସେ ଶେଷଥର ପାଇଁ ମରାଠି ଫିଲ୍ମ ‘ଅଜୁବା’ରେ ନଜର ଆସିଥିଲେ। ୨୦୧୮ରେ ଉର୍ମିଲା ଇର୍ଫାନ୍‌ ଖାନ୍‌ଙ୍କ ଫିଲ୍ମ ‘ବ୍ଲାକ୍‌ମେଲ୍‌’ରେ ଆଇଟମ୍‌ ନମ୍ବର ‘ବେୱଫା ବ୍ୟୁଟି’ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story