ଟିଭି କ୍ୱିନ୍‌ ଏକ୍‌ତାଙ୍କୁ ମିଳିଲା ତାଙ୍କ ଭାଲେନ୍‌ଟାଇନ୍‌

ମୁମ୍ବାଇ: ଟିଭି କ୍ୱିନ୍‌ ଏକତା କପୁର। ତାଙ୍କ ଗଣାନା ଫିଲ୍ମ ଜଗତର କିଛି ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ସହ ହୋଇଥାଏ। ଅନେକ ସଫଳ ଟିଭି ଶୋ ଏବଂ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏକତା। ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ଝିଅ ହେଉଛନ୍ତି ଏକ୍‌ତା। ଏବେ ସେ ୪୨ ବର୍ଷରେ ପଦାର୍ପଣ କଲେଣି, କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରିନାହାଁନ୍ତି। ବୋଧେ ହୁଏ ତାଙ୍କୁ ତାଙ୍କ ମନର ମଣିଷ ମିଳିନାହିଁ। ହେଲେ ୨୦୧୮ ତାଙ୍କ ପାଇଁ ଲକି ହେବାକୁ ଯାଉଛି। […]

ekta-kapoor

ekta-kapoor

Rakesh Mallick
  • Published: Monday, 12 February 2018
  • Updated: 12 February 2018, 11:34 AM IST

Sports

Latest News

ମୁମ୍ବାଇ: ଟିଭି କ୍ୱିନ୍‌ ଏକତା କପୁର। ତାଙ୍କ ଗଣାନା ଫିଲ୍ମ ଜଗତର କିଛି ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ସହ ହୋଇଥାଏ। ଅନେକ ସଫଳ ଟିଭି ଶୋ ଏବଂ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏକତା। ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ଝିଅ ହେଉଛନ୍ତି ଏକ୍‌ତା। ଏବେ ସେ ୪୨ ବର୍ଷରେ ପଦାର୍ପଣ କଲେଣି, କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରିନାହାଁନ୍ତି। ବୋଧେ ହୁଏ ତାଙ୍କୁ ତାଙ୍କ ମନର ମଣିଷ ମିଳିନାହିଁ। ହେଲେ ୨୦୧୮ ତାଙ୍କ ପାଇଁ ଲକି ହେବାକୁ ଯାଉଛି। ଏଥର ତାଙ୍କୁ ମିଳିଛି ତାଙ୍କର ଭାଲେନ୍‌ଟାଇନ୍।

ekta kidରବିବାର ଦିନ ଏକତା ଇଷ୍ଟାଗ୍ରାମରେ ତାଙ୍କର ସେହି ଭାଲେନ୍‌ଟାଇନ୍‌ର ଫଟୋ ସେୟାର କରିଛନ୍ତି। ଯିଏ ଏକ ଫୁଲ ଧରିଥିବାର ଦେଖିବାକୁ ମିଳିଛି। ଆପଣ ଏବେ ତାଙ୍କର ସେହି ଭାଲେନ୍‌ଟାଇନ୍‌ କିଏ ଜାଣିବାକୁ ବ୍ୟସ୍ତ ହୋଇଯିବେଣି ? ସେ ଆଉ କେହି ନୁହଁନ୍ତି, ଏକତାଙ୍କ ଭଣଜା ଲକ୍ଷ କପୁର। ଦେଢବର୍ଷର ଲକ୍ଷକୁ ଏକତା ତାଙ୍କର ଭାଲେନ୍‌ଟାଇନ୍‌ କହୁଛନ୍ତି।

ekta kid 2ଲକ୍ଷ ଅଭିନେତା ତୁଷାର କପୁରଙ୍କ ପୁଅ। ଜୁନ୍‌ ୨୦୧୬ରେ ତାଙ୍କର ଜନ୍ମ ସରୋଗେସି ମାଧ୍ୟମରେ ହୋଇଥିଲା। ଏକତା ପ୍ରାୟ ସମୟ ଲକ୍ଷଙ୍କ ଫଟୋ ଇଷ୍ଟାଗ୍ରାମରେ ସେୟାର କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos