ପୁଣି ଏକାଠି ହେଲେ ବରୁଣ-ଆଲିଆ

ମୁମ୍ବଇ: ଦୁଲ୍ହା, ଦୁଲ୍ହନ ପୁଣି ଏକାଠି । ଦୁଲ୍ହନ ଶବ୍ଦ ଶୁଣି ପାଠକ ବୁଝିଯିବେଣି ଆମେ କାହାକଥା କହିବାକୁ ଚାହୁଁଛୁ। ନିକଟରେ ପ୍ରଚୁର ଦର୍ଶକୀୟ ଆଦୃତି ସାଉଁଟିଥିବା ବଦ୍ରୀ କି ଦୁଲ୍ହନିଆର ବରୁଣା-ଆଲିଆ ହିଟ୍‌ ଯୋଡି ପୁଣି ଦର୍ଶକଙ୍କ ସାମ୍ନାକୁ ଆସିଛି। କୌଣସି ଚଳଚ୍ଚିତ୍ରରେ ନୁହେଁ ବରଂ ଏହି ଯୋଡିଙ୍କୁ ଆପଣ ଏକ ବିଜ୍ଞାପନରେ ଦେଖିବାକୁ ପାଇବେ। ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କିତ ଧର୍ମା ପ୍ରଡକ୍ସନ୍‌ ଏହି ଆଡ୍‌ରେ ୨ ଜଣଙ୍କୁ ରୋମିଓ ଜୁଲିଏଟ୍ ନାମରେ ଏକ […]

varun-alia-759

varun-alia-759

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 05:43 PM IST

Sports

Latest News

ମୁମ୍ବଇ: ଦୁଲ୍ହା, ଦୁଲ୍ହନ ପୁଣି ଏକାଠି । ଦୁଲ୍ହନ ଶବ୍ଦ ଶୁଣି ପାଠକ ବୁଝିଯିବେଣି ଆମେ କାହାକଥା କହିବାକୁ ଚାହୁଁଛୁ। ନିକଟରେ ପ୍ରଚୁର ଦର୍ଶକୀୟ ଆଦୃତି ସାଉଁଟିଥିବା ବଦ୍ରୀ କି ଦୁଲ୍ହନିଆର ବରୁଣା-ଆଲିଆ ହିଟ୍‌ ଯୋଡି ପୁଣି ଦର୍ଶକଙ୍କ ସାମ୍ନାକୁ ଆସିଛି। କୌଣସି ଚଳଚ୍ଚିତ୍ରରେ ନୁହେଁ ବରଂ ଏହି ଯୋଡିଙ୍କୁ ଆପଣ ଏକ ବିଜ୍ଞାପନରେ ଦେଖିବାକୁ ପାଇବେ। ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କିତ ଧର୍ମା ପ୍ରଡକ୍ସନ୍‌ ଏହି ଆଡ୍‌ରେ ୨ ଜଣଙ୍କୁ ରୋମିଓ ଜୁଲିଏଟ୍ ନାମରେ ଏକ ପ୍ରେମୀ ଯୁଗଳ ଭାବେ ଦେଖିବାକୁ ମିଳିଛି।

ବିଜ୍ଞାପନର ସିକ୍ୱେନ୍ସ ମୁତାବକ ଆଲିଆଙ୍କୁ ପ୍ରେମ କରୁଛନ୍ତି ବରୁଣ। ହେଲେ ସ୍ୱଚ୍ଛତା ପ୍ରତି ଆଲିଆ ଆଦୌ ଯତ୍ନଶୀଳ ନୁହଁନ୍ତି। ଅଳିଆ ଆବର୍ଜନା କରିବାରେ ସେ ଓସ୍ତାଦ। ବରୁଣ ତାଙ୍କୁ ଭେଟିବାକୁ  ଆସିଥିବା ବେଳେ ସେମିତି କିଛି ହୁଏ, ଆଉ ପରେ ପରେ ବରୁଣ ଆଲିଆଙ୍କ ପାଖରୁ ଚାଲିଯାଅନ୍ତି। ବ୍ୟାଙ୍କାତ୍ମକ ଢଙ୍ଗରେ ଦୃଶ୍ୟାୟିତ ହୋଇଥିବା ଏହି ବିଜ୍ଞାପନରେ ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରାଯାଇଛି।

ପୂର୍ବରୁ ବଲିଉଡର ଅନେକ ହିଟ୍ ଫିଲ୍ମରେ ଏହି ୨ ଜଣଙ୍କୁ ଦେଖିବାକୁ ମିଳିଥିଲା।  କରନ୍ ଜୋହରଙ୍କ ଷ୍ଟୁଡେଣ୍ଟ ଅଫ୍  ଦି ଇୟର ଫିଲ୍ମରୁ ୨ ଜଣ କ୍ୟାରିୟର ଆରମ୍ଭ କରିଥିଲେ।  ହମ୍ପଟି ଶର୍ମାକି ଦୁଲହନିୟା ଏବଂ ବଦ୍ରିନାଥ କି ଦୁଲ୍‌ହନିୟାରେ ଉଭୟଙ୍କ କେମିଷ୍ଟ୍ରୀ ବେସ୍‌ ଜମିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story