୨୫ ବର୍ଷ ପୁରୁଣା ଡ୍ରେସ୍‌ ପିନ୍ଧିଲେ କରୀନା

ମୁମ୍ବାଇ: କରୀନା କପୁର ଖାନ୍, ସ୍ୱରା ଭାସ୍କର ଓ ସୋନମ କପୁରଙ୍କ ଫିଲ୍ମ ‘ଭିରେ ଦି ୱେଡିଂ’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇ ଦେଇଛି। ଫିଲ୍ମଟି ମାତ୍ର ଦୁଇ ଦିନ ମଧ୍ୟରେ ୨୨ କୋଟି ଟଙ୍କା ଆୟ କରିସାରିଲଣି। ଫିଲ୍ମର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ସୂଚନା ଅନୂଯାୟୀ ଏହି ସିନ୍‌ଟି ଫିଲ୍ମର ଏକ ସିନ୍ ସୁଟ୍ କରିବା ପୂର୍ବରୁ ହେଉଥିବା ଅଭ୍ୟାସର ଭିଡିଓ। ଏହି ଭିଡିଓରେ କରୀନା ଯେଉଁ ଅଫ୍‌ ସୋଲ୍ଡର ଡ୍ରେସ୍‌ ପିନ୍ଧିଛନ୍ତି […]

kareena_kapoor

kareena_kapoor

Rakesh Mallick
  • Published: Monday, 04 June 2018
  • Updated: 04 June 2018, 08:57 AM IST

Sports

Latest News

ମୁମ୍ବାଇ: କରୀନା କପୁର ଖାନ୍, ସ୍ୱରା ଭାସ୍କର ଓ ସୋନମ କପୁରଙ୍କ ଫିଲ୍ମ ‘ଭିରେ ଦି ୱେଡିଂ’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇ ଦେଇଛି। ଫିଲ୍ମଟି ମାତ୍ର ଦୁଇ ଦିନ ମଧ୍ୟରେ ୨୨ କୋଟି ଟଙ୍କା ଆୟ କରିସାରିଲଣି। ଫିଲ୍ମର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ସୂଚନା ଅନୂଯାୟୀ ଏହି ସିନ୍‌ଟି ଫିଲ୍ମର ଏକ ସିନ୍ ସୁଟ୍ କରିବା ପୂର୍ବରୁ ହେଉଥିବା ଅଭ୍ୟାସର ଭିଡିଓ। ଏହି ଭିଡିଓରେ କରୀନା ଯେଉଁ ଅଫ୍‌ ସୋଲ୍ଡର ଡ୍ରେସ୍‌ ପିନ୍ଧିଛନ୍ତି ତାହା ପ୍ରାୟ ୨୫ ବର୍ଷ ତଳର ଡ୍ରେସ।

ଏହି ଡ୍ରେସ୍‌କୁ  ଅବୁ ଜାନି ଓ ସନ୍ଦୀପ ଖୋସଲା ଡିଜାଇନ୍ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସନ୍ଦୀପ କହିଛନ୍ତି, ‘ଭିରେ ଦି ୱେଡିଂରେ କରିନା ଯେଉଁ ଡ୍ରେସ ପିନ୍ଧିଛନ୍ତି ସେଗୁଡ଼ିକ ହେଉଛି ଅବୁ ଜାନିଙ୍କର ଭିଣ୍ଟେଜ୍ ଗାରମେଣ୍ଟ। ସେଗୁଡ଼ିକୁ ଆମେ ୨୫ ବର୍ଷ ପୂର୍ବେ ବନାଇଥିଲୁ।’

ସେ ଆହୁରି କହିଥିଲେ, ‘ଅନେକ ଡ୍ରେସ୍‌ ବାଛିବା ପରେ ଆମକୁ ଏହି ଡ୍ରେସ୍‌ ମିଳିଥିଲା। ଆମେ ଏହାର ବ୍ଲାଉଜ ଓ ସ୍କର୍ଟକୁ ଯେମିତି ଥିଲା ଠିକ୍‌ ସେମତି ହିଁ ରହିବାକୁ ଦେଇଛୁ। କେବଳ ଆମେ ଏହାକୁ କରୀନାଙ୍କ ସାଇଜରେ ଫିଟିଙ୍ଗ୍ କରିଥିଲୁ। ଏହା ବ୍ୟତୀତ ଆମେ ଏକ ଭିନ୍ନ ଓଢ଼ଣି ମଧ୍ୟ ବନାଇଲୁ। ଏହି ଓଢ଼ଣି ସମ୍ପୂର୍ଣ ଡ୍ରେସ୍‌ଟିକୁ ସୁନ୍ଦର ଓ ମଡର୍ଣ୍ଣ କରିଦେଲା।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story