ଫିଲ୍ମ ‘ଲ୍ୟାଣ୍ଡ ଅଫ୍‌ ଲୁଙ୍ଗି’ରେ ଏହି ସୁପରଷ୍ଟାରଙ୍କୁ ରିପ୍ଲେସ୍ କଲେ ଭିକ୍କି କୌଶଲ

ମୁମ୍ବାଇ: ବ୍ଲକବଷ୍ଟର ଫିଲ୍ମ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଟ୍ରାଇକ୍’ ଫେମ୍‌ ଭିକି କୌଶଲ ଖୁବ୍‌ ଶୀଘ୍ର ସାଜିଦ୍‌ ନାଡିୟାଡୱାଲାଙ୍କ ଫିଲ୍ମ ‘ଲ୍ୟାଣ୍ଡ ଅଫ୍‌ ଲୁଙ୍ଗି(LOL)’ରେ ନଜର ଆସିବାକୁ ଯାଉଛନ୍ତି। ହେଲେ ଏହି ଫିଲ୍ମ ପାଇଁ ନିର୍ମାତାଙ୍କ ପସନ୍ଦ ନଥିଲେ ଭିକି। ପ୍ରଥମେ ଏହି ଫିଲ୍ମଟି ସୁପରଷ୍ଟାର ଖିଲାଡି ଅକ୍ଷୟ କୁମାରଙ୍କୁ ମିଳିଥିଲା। ହେଲେ ଏବେ ତାଙ୍କୁ ରିପ୍ଲେସ କରିଛନ୍ତି ୟଙ୍ଗ ଟ୍ୟାଲେଣ୍ଟେଡ୍ ଆକ୍ଟର ଭିକ୍କି କୌଶଲ। https://www.instagram.com/p/BvmMqZ5FkSo/?utm_source=ig_web_copy_link ସୂଚନା ଅନୁଯାୟୀ ଅକ୍ଷୟ ଫିଲ୍ମ ପାଇଁ ସମୟ ନ […]

vicky

vicky

Chinmayee Roy
  • Published: Friday, 07 June 2019
  • Updated: 07 June 2019, 02:46 PM IST

Sports

Latest News

ମୁମ୍ବାଇ: ବ୍ଲକବଷ୍ଟର ଫିଲ୍ମ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଟ୍ରାଇକ୍’ ଫେମ୍‌ ଭିକି କୌଶଲ ଖୁବ୍‌ ଶୀଘ୍ର ସାଜିଦ୍‌ ନାଡିୟାଡୱାଲାଙ୍କ ଫିଲ୍ମ ‘ଲ୍ୟାଣ୍ଡ ଅଫ୍‌ ଲୁଙ୍ଗି(LOL)’ରେ ନଜର ଆସିବାକୁ ଯାଉଛନ୍ତି। ହେଲେ ଏହି ଫିଲ୍ମ ପାଇଁ ନିର୍ମାତାଙ୍କ ପସନ୍ଦ ନଥିଲେ ଭିକି। ପ୍ରଥମେ ଏହି ଫିଲ୍ମଟି ସୁପରଷ୍ଟାର ଖିଲାଡି ଅକ୍ଷୟ କୁମାରଙ୍କୁ ମିଳିଥିଲା। ହେଲେ ଏବେ ତାଙ୍କୁ ରିପ୍ଲେସ କରିଛନ୍ତି ୟଙ୍ଗ ଟ୍ୟାଲେଣ୍ଟେଡ୍ ଆକ୍ଟର ଭିକ୍କି କୌଶଲ।

https://www.instagram.com/p/BvmMqZ5FkSo/?utm_source=ig_web_copy_link

ସୂଚନା ଅନୁଯାୟୀ ଅକ୍ଷୟ ଫିଲ୍ମ ପାଇଁ ସମୟ ନ ଦେଇପାରିବାରୁ ସେ ଫିଲ୍ମରୁ ଓହରିଯାଇଥିଲେ। ପରେ ନିର୍ମାତା ଅକ୍ଷୟଙ୍କ ସ୍ଥାନରେ ଭିକ୍କିଙ୍କୁ ନେଇଥିଲେ। ବର୍ତ୍ତମାନ ଅକ୍ଷୟ କୁମାର ନିଜ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ଲକ୍ଷ୍ମୀ ବମ୍’ ଓ ‘ଦି ଏଣ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

https://www.instagram.com/p/Bw3nWZ2Js-_/?utm_source=ig_web_copy_link

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ଭିକ୍କି କେଉଁ ସୁପରଷ୍ଟାରଙ୍କୁ ରିପ୍ଲେସ୍ କରୁଛନ୍ତି, ପୂର୍ବରୁ ସେ ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ୍ ଫିଲ୍ମ ‘ସାରେ ଜାହାଁ ସେ ଆଚ୍ଛା’ରେ ଶାହାରୁଖ ଖାନ୍‌ଙ୍କୁ ରିପ୍ଲେସ କରିସାରିଛନ୍ତି। ପ୍ରଥମେ ଏହି ପିଲ୍ମ ପାଇଁ ଶାହାରୁଖଙ୍କୁ ଅଫର୍‌ ମିଳିଥିଲା। ହେଲେ ଶାହାରୁଖ ମନା କରିବା ପରେ ଏହି ଫିଲ୍ମ ଭିକ୍କିଙ୍କୁ ଅଫର୍‌ କରାଗଲା।

‘ଲ୍ୟାଣ୍ଡ ଅଫ୍‌ ଲୁଙ୍ଗି(LOL)’ ହେଉଛି ତାମିଲ ଫିଲ୍ମ ‘ବରିମ୍‌’ର ରିମେକ୍‌। ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଫରହାଦ ସାମଜୀ। ବର୍ତ୍ତମାନ ଭିକ୍କି ତାଙ୍କର ଅପକମିଂ ଫିଲ୍ମ ସରଦାର ଉଧମ୍‌ ସିଂହଙ୍କ ବାୟୋପିକ୍‌ ଓ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story