କେହି ମୋତେ ‘ମୋଟି’ କହିଲେ ମୁଁ କୁହେ...

ମୁମ୍ୱାଇ: ବଲିଉଡ୍‌ରେ ନିଜର ୧୪ ବର୍ଷର କ୍ୟାରିଅର୍‌ ମଧ୍ୟରେ ବିଦ୍ୟା ବାଲାନ୍‌ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ସେଥିରୁ ଅନେକ ଫିଲ୍ମ ହିଟ୍‌ ମଧ୍ୟ ହୋଇଛି। ‘ପରିଣୀତି’ରେ ଲଲିତା ଓ ‘ଡାର୍ଟି ପିକଚର୍‌ରେ’ ଜଣେ ସେକ୍ସି ଝିଅ ଭୂମିକାରେ ନଜର ଆସିଥିବା ବିଦ୍ୟାଙ୍କ ଅଭିନୟକୁ ଦର୍ଶକ ଭୁରି ଭୁରି ପ୍ରଶଂସା କରିଥିଲେ। ନିଜର ମନ ପସନ୍ଦର ଚରିତ୍ରରେ ଅଭିନୟ କରିବା ପାଇଁ ବିଦ୍ୟା ବାରମ୍ୱାର ସମାଜରେ ପ୍ରଚଳିତ ଧରାବନ୍ଧା ନିୟମକୁ ଭାଙ୍ଗିବା ସହିତ ଫିଲ୍ମରେ ବୋଲ୍ଡ ଲୁକ୍‌ […]

bidya8

bidya8

Puspanjali Panda
  • Published: Sunday, 03 February 2019
  • Updated: 03 February 2019, 11:44 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ରେ ନିଜର ୧୪ ବର୍ଷର କ୍ୟାରିଅର୍‌ ମଧ୍ୟରେ ବିଦ୍ୟା ବାଲାନ୍‌ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ସେଥିରୁ ଅନେକ ଫିଲ୍ମ ହିଟ୍‌ ମଧ୍ୟ ହୋଇଛି। ‘ପରିଣୀତି’ରେ ଲଲିତା ଓ ‘ଡାର୍ଟି ପିକଚର୍‌ରେ’ ଜଣେ ସେକ୍ସି ଝିଅ ଭୂମିକାରେ ନଜର ଆସିଥିବା ବିଦ୍ୟାଙ୍କ ଅଭିନୟକୁ ଦର୍ଶକ ଭୁରି ଭୁରି ପ୍ରଶଂସା କରିଥିଲେ। ନିଜର ମନ ପସନ୍ଦର ଚରିତ୍ରରେ ଅଭିନୟ କରିବା ପାଇଁ ବିଦ୍ୟା ବାରମ୍ୱାର ସମାଜରେ ପ୍ରଚଳିତ ଧରାବନ୍ଧା ନିୟମକୁ ଭାଙ୍ଗିବା ସହିତ ଫିଲ୍ମରେ ବୋଲ୍ଡ ଲୁକ୍‌ ଦେଇ ଚର୍ଚ୍ଚାରେ ରହୁଥିବା କଥା ଆପଣ ଜାଣିଥିବେ।

ହେଲେ ଏଥର ଖବର ଟିକେ ଅଲଗା। ଏଥର କୁଆଡେ ବିଦ୍ୟା ପୂରାପୂରି ଆଙ୍ଗ୍ରି ମୁଡ୍‌ରେ ଅଛନ୍ତି। ତାଙ୍କୁ କିଏ ମୋଟି କହିଲେ ସିଏ ଭଲକି ଭାଷା ଅଭାଷା ଲଗାଇ ଶୋଧୁଛନ୍ତି।

ଆଜ୍ଞା ହଁ, କଥାଟା ନିଜେ ବିଦ୍ୟା ହିଁ କହିଛନ୍ତି।

ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ପ୍ରତ୍ୟେକ ହିରୋଇନ୍‌କୁ ଏକ ପରଫେକ୍ଟ ଫିଗର୍‌ର ଆବଶ୍ୟକତା ରହିଥାଏ ଏବଂ ଏଥିପାଇଁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ବିଦ୍ୟା ବାଲାନ୍‌ଙ୍କ ମୋଟା ଶରୀର ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସମସ୍ତ ଇଣ୍ଟରଭ୍ୟୁରେ ବିଦ୍ୟାଙ୍କୁ ତାଙ୍କ ଶରୀରର ମୋଟାପଣ ନେଇ ପ୍ରଶ୍ନ କରାଯାଇଥାଏ। ନିକଟରେ ଏକ ଇଣ୍ଟରଭ୍ୟୁରେ ବିଦ୍ୟା ବାଲାନ୍‌ ଏହାର ଜବାବ ଦେଇଛନ୍ତି।

ବିଦ୍ୟା କହିଛନ୍ତି, “ମୋର ପିଲାଦିନରୁ ହର୍‌ମୋନ୍‌ଜନିତ ସମସ୍ୟା ରହିଛି ଏବଂ ଏହି ସମସ୍ୟା ସାରା ଜୀବନ ରହିବ। ଏହି ସମସ୍ୟା ହିଁ ମୋର ମୋଟାପଣ ପାଇଁ ଦାୟୀ। ମୁଁ ଛୋଟ ଥିବା ସମୟରେ ମୋତେ ସମସ୍ତେ କୁହନ୍ତି ତୁମେ ଏତେ ସୁନ୍ଦର ଚେହେରା ପାଇଛ, ଓଜନ କମ୍‌ କାହିଁକି କରୁନାହଁ। ମୋତେ ଲାଗୁଛି, ଏପରି କୌଣସି ବି ଝିଅକୁ କହିବା ଠିକ୍‌ ନୁହେଁ। ମୋଟା ଯୋଗୁ ମୁଁ ଏକ୍ସସର୍‌ସାଇଜ୍‌ କରିବି ଓ ଭୋକରେ ରହିବି, ଯାହାଦ୍ୱାରା ମୋର ହର୍‌ମୋନ୍ ସମସ୍ୟା ଅଧିକ ମଧ୍ୟ ହୋଇପାରେ।“

ବିଦ୍ୟା ଆହୁରି ମଧ୍ୟ କହିଛନ୍ତି, “ପତଳା ହେବା ପରେ ମଧ୍ୟ ମୁଁ ନିଜକୁ ସର୍ବଦା ମୋଟା ଅନୁଭବ କରିଥାଏ। ଓଜନ କମ୍‌ କରିବା, ବଢାଇବା ମୋ ପାଇଁ ଏକ ବଡ଼ ସମସ୍ୟା ହୋଇଗଲାଣି। ଯେବେ ଲୋକ ମତେ ପ୍ରଶ୍ନ କରିଥାନ୍ତି ଯେ, ଆପଣ କାହିଁକି ଏକ୍ସସର୍‌ସାଇଜ୍‌ କରୁନାହାନ୍ତି, ତେବେ ମୁଁ ତାଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି କରିଥାଏ। ଏହା ସହିତ ତାଙ୍କୁ ପ୍ରଶ୍ନ କରିଥାଏ, ମୁଁ ଏକ୍ସସରସାଇଜ୍‌ କରୁନାହିଁ ବୋଲି ଆପଣ କିପରି ଜାଣିଲେ? କ’ଣ ଆପଣ ଜାଣିଛନ୍ତି, ମୁଁ କେତେ କଠିନ ବ୍ୟାୟାମ କରୁଛି? କ’ଣ ଆପଣ ଜାଣିଛନ୍ତି କେଉଁ ସବୁ ସମସ୍ୟାର ମୁଁ ସାମ୍ନା କରୁଛି?”

ସେ ଆହୁରି ମଧ୍ୟ କହିଛନ୍ତି, “ମୋର ହର୍‌ମୋନ୍‌ ସମସ୍ୟା ପାଇଁ ବର୍ଷ ବର୍ଷ ଧରି ଓଜନ କମ୍‌ କରିବା ମୋ ପାଇଁ ଅସମ୍ଭବ ହୋଇଥିଲା। କେବଳ ଏତିକି ନୁହେଁ, ଲୋକମାନେ ଭାବିଥାନ୍ତି ମୁଁ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛି ଏବଂ ଆଳସ୍ୟ ଯୋଗୁ ମୋଟା ହେଉଛି। କିନ୍ତୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ, ଯଦି ଲୋକ ମୋ ଶରୀରକୁ ନେଇ ବିଚାର କରୁଛନ୍ତି, ତେବେ ତାହା ବନ୍ଦ କରନ୍ତୁ। ”

ଆଗକୁ ବିଦ୍ୟା ବାଲାନ୍‌ ପ୍ରସିଦ୍ଧ ଗଣିତଜ୍ଞ ଶକୁନ୍ତଳାଙ୍କ ଜୀବନ ଉପରେ ଆଧାରିତ ବାୟୋପିକ୍‌ରେ ଅଭିନୟ କରିବାକୁ ଯାଉଛନ୍ତି ଏବଂ ଏହି ଫିଲ୍ମରେ ସାନ୍ୟା ମଲହୋତ୍ରା ବିଦ୍ୟାଙ୍କ ଝିଅ ଭାବରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story