ଟିଆର୍‌ପି ପାଇଁ ପ୍ରତିଯୋଗୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଶେଆର୍‌ କଲେ ବିକାଶ ଗୁପ୍ତା

ମୁମ୍ୱାଇ : କର୍ଲସ୍‌ର ଟିଭି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌ ୨’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏଥିରେ ଦର୍ଶକଙ୍କୁ ପ୍ରତିଯୋଗୀ ବସୀର ଅଲ୍ଲି ଓ ଲୁସିଣ୍ଡାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଶୋ’ର ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିବାରେ ଲାଗିଛି। ବସୀର ଓ ଲୁସିଣ୍ଡା ଏପରି ନିକଟତର ହେବାର ଦୃଶ୍ୟ ପାଇଁ ଏହି ଶୋ’ର ଟିଆର୍‌ପି ମଧ୍ୟ ଭଲ ରହୁଛି। ଶୋର ମାଷ୍ଟର ମାଇଣ୍ଡ ବିକାଶ ଗୁପ୍ତା ସୋଶାଲ ମିଡିଆରେ ଦୁଇ ପ୍ରତିଯୋଗୀଙ୍କ ଭିଡିଓ […]

bbbbbb

bbbbbb

Puspanjali Panda
  • Published: Monday, 09 September 2019
  • Updated: 09 September 2019, 01:58 PM IST

Sports

Latest News

ମୁମ୍ୱାଇ : କର୍ଲସ୍‌ର ଟିଭି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌ ୨’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏଥିରେ ଦର୍ଶକଙ୍କୁ ପ୍ରତିଯୋଗୀ ବସୀର ଅଲ୍ଲି ଓ ଲୁସିଣ୍ଡାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଶୋ’ର ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିବାରେ ଲାଗିଛି। ବସୀର ଓ ଲୁସିଣ୍ଡା ଏପରି ନିକଟତର ହେବାର ଦୃଶ୍ୟ ପାଇଁ ଏହି ଶୋ’ର ଟିଆର୍‌ପି ମଧ୍ୟ ଭଲ ରହୁଛି।

ଶୋର ମାଷ୍ଟର ମାଇଣ୍ଡ ବିକାଶ ଗୁପ୍ତା ସୋଶାଲ ମିଡିଆରେ ଦୁଇ ପ୍ରତିଯୋଗୀଙ୍କ ଭିଡିଓ ଶେଆର୍‌ କରିଛନ୍ତି। ଶୋ’କୁ ଟିଆର୍‌ପି ଲିଷ୍ଟରେ ଆଗରେ ରଖିବା ପାଇଁ ବିକାଶ ଏହି ଦୁହିଁଙ୍କ ଭିଡିଓକୁ ଶେଆର୍‌ କରିଥିବା କୁହାଯାଉଛି।

ବିକାଶ ଦୁହିଁଙ୍କ ଭିଡିଓ ଶେଆର୍‌ କରିବା ପରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓ ଶେଆର୍‌ କରି ବିକାଶ ଲେଖିଛନ୍ତି, ‘ମୋ ଘରେ ଏ ଦୁହେଁ ପରସ୍ପର ସହିତ ଫାଇଟ୍‌ କରୁଛନ୍ତି।’

https://www.instagram.com/p/B2HBshZHWiG/?utm_source=ig_web_copy_link

‘ଏସ୍‌ ଅଫ୍‌ ସ୍ପେସ୍‌’ର ପ୍ରତିଯୋଗୀମାନେ ପରସ୍ପରର ନିକଟତର ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବ ସିଜିନ୍‌ରେ ମଧ୍ୟ ଦିବ୍ୟା ଅଗ୍ରୱାଲ୍‌ ଓ ବରୁଣ ସୁଦ୍‌ଙ୍କ ମଧ୍ୟ ଏପରି ନିବିଡ଼ତା ଦେଖିବାକୁ ମିଳିଥିଲା। ଦୁହେଁ ଭଲ ବନ୍ଧୁ ଭାବରେ ଶୋରେ ପ୍ରବେଶ କରିଥିଲେ ଏବଂ ଶେଷରେ କପଲ୍‌ ହୋଇ ବାହାରି ଥିଲେ।

ସୂଚନାଯୋଗ୍ୟ ଯେ କର୍ଲସ୍‌ ଟିଭିର ଏହି ଶୋ’ରେ ଓଲିଉଡ୍‌ ନାୟିକା ପ୍ରକୃତି ମିଶ୍ର ମଧ୍ୟ ଭାଗ ନେଇଛନ୍ତି। ପ୍ରକୃତି କାନ୍ଦୁ ଥିବାର ଏକ ଭିଡିଓ ମଧ୍ୟ କିଛି ଦିନ ତଳେ ଚର୍ଚ୍ଚାରେ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story