ବିନୋଦ ଖାନ୍ନାଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ଅଭିନେତା ବିନୋଦ ଖାନ୍ନାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କୁ ନିକଟରେ ମୁମ୍ବାଇର ଗିରଗାଁଓ ସ୍ଥିତ ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ବିନୋଦ ଖାନ୍ନା ପଞ୍ଜାବ ଗୁରୁଦାସପୁର ଆସନରୁ ବିଜେପି ସାଂସଦ ଥିଲେ। ୧୯୪୬ ମସିହା ଅକ୍ଟୋବର ୬ ତାରିଖରେ ସେ ଜନ୍ମ ହୋଇଥିଲେ। ୧୯୬୮ ରୁ ୨୦୧୩ ମଧ୍ୟରେ ସେ ୧୪୧ଟି ଫିଲ୍ମରେ […]

vinodkhanna

vinodkhanna

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 03:41 PM IST

Sports

Latest News

ମୁମ୍ବାଇ: ପ୍ରଖ୍ୟାତ ଅଭିନେତା ବିନୋଦ ଖାନ୍ନାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କୁ ନିକଟରେ ମୁମ୍ବାଇର ଗିରଗାଁଓ ସ୍ଥିତ ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

ବିନୋଦ ଖାନ୍ନା ପଞ୍ଜାବ ଗୁରୁଦାସପୁର ଆସନରୁ ବିଜେପି ସାଂସଦ ଥିଲେ। ୧୯୪୬ ମସିହା ଅକ୍ଟୋବର ୬ ତାରିଖରେ ସେ ଜନ୍ମ ହୋଇଥିଲେ। ୧୯୬୮ ରୁ ୨୦୧୩ ମଧ୍ୟରେ ସେ ୧୪୧ଟି ଫିଲ୍ମରେ ଅଭିନୟ କରିଥିଲେ।

ଏକ ସମୟରେ ବଲିଉଡ୍‌ରେ ରାଜ୍ କରୁଥିଲେ ବିନୋଦ। ‘ମେରେ ଅପନେ’, ‘କୁର୍ବାନୀ’, ‘ପୂରବ ଔର ପଶ୍ଚିମ’, ‘ରେଶମା ଔର ଶେରା’, ‘ହାଥ୍ କି ସଫାଇ’, ‘ହେରା ଫେରି’, ‘ମୁକଦ୍ଦର କା ସିକନ୍ଦର’, ‘ଦୟାବାନ’, ‘ରାଜପୁତ’ ଓ ‘ଅମର ଆକବର ଆନ୍ଥୋନୀ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ସେ ‘ଦବଙ୍ଗ’, ‘ପ୍ଲେୟରସ୍‌’, ‘ଦବଙ୍ଗ ୨’ ଓ ‘ଦିଲୱାଲେ’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

୧୯୬୮ରେ ବିନୋଦ ଖାନ୍ନା ଫିଲ୍ମରେ ଡେବ୍ୟୁ କରିଥିଲେ। ପ୍ରଥମେ ପ୍ରଥମେ ସେ ସେକେଣ୍ଡ୍ ଲିଡ୍ ରୋଲ୍ ଅବା ନେଗେଟିଭ୍ ରୋଲ୍‌ରେ ଅଭିନୟ କରୁଥିଲେ।

୧୯୮୨ ବେଳକୁ ସେ ତାଙ୍କ କ୍ୟାରିୟରର ଶୀର୍ଷରେ ଥିଲେ ଏବଂ ସେତେବେଳେ ହିଁ ସେ କିଛି ଦିନ ପାଇଁ ଅଭିନୟ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଆଧ୍ୟାତ୍ମିକ ଗୁରୁ ଓସୋ ରଜନୀଶଙ୍କ ପଥ ଅନୁସରଣ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ୫ ବର୍ଷ ପରେ ସେ ପୁଣି ଅଭିନୟ ଦୁନିଆକୁ ଫେରିଥିଲେ। ସେତେବେଳେ ସେ ‘ଇନ୍‌ସାଫ୍’ ଓ ‘ସତ୍ୟମେବ ଜୟତେ’ ଭଳି ହିଟ୍ ଫିଲ୍ମ ଦେଇଥିଲେ।

‘ହାତ କି ସଫାଇ’ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୯୯ରେ ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story