ରିଲିଜ୍ ଆଗରୁ ସୋଶାଲ୍ ମିଡିଆରେ ଧମାକା

<p>ମୁମ୍ବାଇ: ରିଲିଜ୍&zwnj; ହୋଇଯାଇଛି ଫିଲ୍ମ &lsquo;ପଲଟନ୍&zwnj;&rsquo;ର ଟ୍ରେଲର୍&zwnj;। ଏହି ଟ୍ରେଲର୍&zwnj;କୁ ୟୁଟ୍ୟୁବ୍&zwnj;ରେ ଜବରଦସ୍ତ ରେସପନ୍ସ ମିଳିଛି। ବର୍ଡର୍&zwnj;, LOC(କାର୍ଗିଲ୍), ରିଫ୍ୟୁଜି ବଳି ସୁପରହିଟ୍&zwnj; ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିବା ଜେପି ଦତ୍ତା, ଭାରତୀୟ ସେନା ଉପରେ ଆଉ ଏକ ନୂଆ କାହାଣୀ ନେଇ ଆସୁଛନ୍ତି। ଆଉଦୀର୍ଘ ୧୨ ବର୍ଷପରେ,ଜେପି ଦତ୍ତା ମଧ୍ୟ ପୁଣି ଥରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍&zwnj; ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ଭିଡିଓଟିକୁ ପ୍ରାୟ ୩୫ ଲକ୍ଷ ଲୋକ ଦେଖିସାରିଲେଣି।</p> <p>ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ। ୧୯୬୭ ମସିହାରେ ଆସାମ ସୀମାରେ ଚୀନ୍&zwnj; ସହ ହୋଇଥିବା ଲଢ଼େଇକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଭାରତୀୟ ସେନାର ଚୀନ୍ ସେନା ସହ ସଂଘର୍ଷକୁ ନେଇ ପିଲ୍ମ ନିର୍ମାଣ କରାଯାଇଛି। ଫିଲ୍ମରେ ଜ୍ୟାକି ଶ୍ରଫ୍, ସୋନୁ ସୁଡ୍ ଓ ଅର୍ଜୁନ୍ ରାମପାଲ୍&zwnj;, ଗୁର୍&zwnj;ମିତ୍ଚୌଧୁରୀ, ସୋନଲ୍ ଚୌହ୍ୱାନ୍ ଓ ଦୀପିକା କକ୍କରଙ୍କୁ ଦେଖିବାକୁ ମିଳିଛି।</p>

Ordigital Desk
  • Published: Friday, 03 August 2018
  • Updated: 03 August 2018, 01:32 PM IST
<p>ମୁମ୍ବାଇ: ରିଲିଜ୍&zwnj; ହୋଇଯାଇଛି ଫିଲ୍ମ &lsquo;ପଲଟନ୍&zwnj;&rsquo;ର ଟ୍ରେଲର୍&zwnj;। ଏହି ଟ୍ରେଲର୍&zwnj;କୁ ୟୁଟ୍ୟୁବ୍&zwnj;ରେ ଜବରଦସ୍ତ ରେସପନ୍ସ ମିଳିଛି। ବର୍ଡର୍&zwnj;, LOC(କାର୍ଗିଲ୍), ରିଫ୍ୟୁଜି ବଳି ସୁପରହିଟ୍&zwnj; ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିବା ଜେପି ଦତ୍ତା, ଭାରତୀୟ ସେନା ଉପରେ ଆଉ ଏକ ନୂଆ କାହାଣୀ ନେଇ ଆସୁଛନ୍ତି। ଆଉଦୀର୍ଘ ୧୨ ବର୍ଷପରେ,ଜେପି ଦତ୍ତା ମଧ୍ୟ ପୁଣି ଥରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍&zwnj; ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ଭିଡିଓଟିକୁ ପ୍ରାୟ ୩୫ ଲକ୍ଷ ଲୋକ ଦେଖିସାରିଲେଣି।</p><p>ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ। ୧୯୬୭ ମସିହାରେ ଆସାମ ସୀମାରେ ଚୀନ୍&zwnj; ସହ ହୋଇଥିବା ଲଢ଼େଇକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଭାରତୀୟ ସେନାର ଚୀନ୍ ସେନା ସହ ସଂଘର୍ଷକୁ ନେଇ ପିଲ୍ମ ନିର୍ମାଣ କରାଯାଇଛି। ଫିଲ୍ମରେ ଜ୍ୟାକି ଶ୍ରଫ୍, ସୋନୁ ସୁଡ୍ ଓ ଅର୍ଜୁନ୍ ରାମପାଲ୍&zwnj;, ଗୁର୍&zwnj;ମିତ୍ଚୌଧୁରୀ, ସୋନଲ୍ ଚୌହ୍ୱାନ୍ ଓ ଦୀପିକା କକ୍କରଙ୍କୁ ଦେଖିବାକୁ ମିଳିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos