ଛାଡପତ୍ର ଦେଇ ଦେବେନି ତ ବିରାଟ !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ବେଷ୍ଟ କପଲ ବୋଲି ସବୁବେଳେ ଚର୍ଚ୍ଚା ହୋଇଥାଏ। ହେଲେ ଏବେ କୁଆଡେ କଥା ଉଠିଲାଣି ଏହି ବେଷ୍ଟ କପଲଙ୍କ ଭିତରେ ଛାଡପତ୍ର ହୋଇଯିବ । ଉଡ଼ାକଥାକୁ ଆଧାର କରି ଆମେ ଏ କଥା କହୁଛୁ। କାରଣ କ’ଣ ଜାଣନ୍ତି ? କାରଣଟା ହେଉଛି କିଛି ଭାଇରାଲ ଫଟୋ। ବାସ୍ତବ କଥାଟି ହେଉଛି ଏମିତି।  ବିବାହ ଓ ରିସେପସନ୍‌ ପରେ ଦୁହେଁ  ନିଜ  କାମରେ […]

Virat-Kohli-Bangaluru

Virat-Kohli-Bangaluru

Rakesh Mallick
  • Published: Friday, 02 March 2018
  • Updated: 02 March 2018, 08:25 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ବେଷ୍ଟ କପଲ ବୋଲି ସବୁବେଳେ ଚର୍ଚ୍ଚା ହୋଇଥାଏ। ହେଲେ ଏବେ କୁଆଡେ କଥା ଉଠିଲାଣି ଏହି ବେଷ୍ଟ କପଲଙ୍କ ଭିତରେ ଛାଡପତ୍ର ହୋଇଯିବ । ଉଡ଼ାକଥାକୁ ଆଧାର କରି ଆମେ ଏ କଥା କହୁଛୁ। କାରଣ କ’ଣ ଜାଣନ୍ତି ? କାରଣଟା ହେଉଛି କିଛି ଭାଇରାଲ ଫଟୋ।

ବାସ୍ତବ କଥାଟି ହେଉଛି ଏମିତି।  ବିବାହ ଓ ରିସେପସନ୍‌ ପରେ ଦୁହେଁ  ନିଜ  କାମରେ ବ୍ୟସ୍ତ ଅଛନ୍ତି। ବିରାଟ ନିଜ ଖେଳରେ ବ୍ୟସ୍ତ ଥିବା ବେଳେ ଅନୁଷ୍କା ଅପକମିଂ ଫିଲ୍ମ ‘ସୁଇ ଧାଗା’ର ସୁଟିଂରେ ବ୍ୟସ୍ତ। ଯାହାଫଳରେ ଅନୁଷ୍କା ଏଥର ତାଙ୍କ ଭାଲେଣ୍ଟାଇନ୍ ବିରାଟଙ୍କ ସହ ପାଳନ କରିପାରିଲେ ନାହିଁ।  ବରୁଣ କପୁର  ସହ ତାଙ୍କ ଫିଲ୍ମ “ସୁଇ ଧାଗା”ର ସୁଟିଂ ସେଟ୍‌ରେ କଟିଗଲା ଭାଲେଣ୍ଟାଇନ୍‌ ଡେ । ଭାବିଲେ ଦେଖି ଏହି କଥା କେଉଁ ସ୍ୱାମୀ ସହିବ।

ଏ କଥା ଗଲା । ହେଲେ ଏବେ ଯୋଉ ଫଟୋ ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତାହାକୁ ଦେଖି ଆପଣ କ’ଣ କହିବେ। ଏ ‍ଫଟୋସବୁ ବିରାଟଙ୍କୁ କେବେ ଭଲ ଲାଗିବ ନାହିଁ ବୋଲି ଆମେ ଭାବୁଛୁ। ତା ହେଲେ ଦେଖାଯାଉ ଆଗକୁ କ’ଣ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos