ଆଜି ସିନେମା ଓ କ୍ରିକେଟ୍‌ର ମହାମିଳନ: ସାମିଲ ହେବେ ଏହି ମହାନ ହସ୍ତୀ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ପ୍ରଥମ ରିସେପସନ୍‌ ପାର୍ଟି ଡିସେମ୍ବର ୨୧ ତାରିଖରେ ଦିଲ୍ଲୀରେ ସରିଯାଇଛି। ଆଜି ପୁଣି ମୁମ୍ବାଇରେ ତାଙ୍କର  ଆଉ ଏକ ରିସେପ୍‌ସନ୍‌ ପାର୍ଟି ହେବ। ସେଠାକୁ ଖେଳ, ରାଜନିତୀ, ବ୍ୟବସାୟୀ ଓ ଫିଲ୍ମ ଦୁନିଆର ଅନେକ ହସ୍ତୀଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ମୁମ୍ବାଇରେ ଲୋଅର ପାରେଲ ସ୍ଥିତ ହୋଟେଲ St Regisରେ ବଲିଉଡ୍‌ କଳାକାରଙ୍କ ଭିଡ ଦେଖିବାକୁ ମିଳିବ। ସେଥିରେ ଶାହାରୁଖ୍, ସଲମାନ ଖାନ୍‌,ଆମିର ଖାନ୍‌, କରଣ ଜୋହର, […]

anu copy

anu copy

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 01:21 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ପ୍ରଥମ ରିସେପସନ୍‌ ପାର୍ଟି ଡିସେମ୍ବର ୨୧ ତାରିଖରେ ଦିଲ୍ଲୀରେ ସରିଯାଇଛି। ଆଜି ପୁଣି ମୁମ୍ବାଇରେ ତାଙ୍କର  ଆଉ ଏକ ରିସେପ୍‌ସନ୍‌ ପାର୍ଟି ହେବ। ସେଠାକୁ ଖେଳ, ରାଜନିତୀ, ବ୍ୟବସାୟୀ ଓ ଫିଲ୍ମ ଦୁନିଆର ଅନେକ ହସ୍ତୀଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ମୁମ୍ବାଇରେ ଲୋଅର ପାରେଲ ସ୍ଥିତ ହୋଟେଲ St Regisରେ ବଲିଉଡ୍‌ କଳାକାରଙ୍କ ଭିଡ ଦେଖିବାକୁ ମିଳିବ। ସେଥିରେ ଶାହାରୁଖ୍, ସଲମାନ ଖାନ୍‌,ଆମିର ଖାନ୍‌, କରଣ ଜୋହର, କ୍ୟାଟ୍ରିନା କୈଫ୍‌ ଓ ରାଣୀ ମୁଖାର୍ଜୀଙ୍କ ସହ ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ସାମିଲ ହେବେ।

କ୍ରିକେଟ ଜଗତର ମଧ୍ୟ ଅନେକ ଖେଳାଳିଙ୍କୁ ପାର୍ଟିରେ ଦେଖିବାକୁ ମିଳିବ। ଯେଉଁମାନେ ଦିଲ୍ଲୀ ପାର୍ଟିରେ ଆସିନଥିଲେ ସେମାନେ ମୁମ୍ବାଇ ପାର୍ଟିରେ ଆସିବେ ବୋଲି ଜଣାପଡିଛି।ଏଥିରେ ସଚିନ୍‌ ତେନ୍ଦୁଲକର, ଯୁବରାଜ ସିଂହ ମଧ୍ୟ ସାମିଲ ଅଛନ୍ତି। ଅନେକ ବ୍ୟବସାୟୀ ମଧ୍ୟ ଏଥିରେ ନଜର ଆସିବେ। ନୀତା ଅଂବାନୀ ଓ ମୁକେଶ ଅଂବାନୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ମିଡିଆ ଖବର ମୁତାବିକ ଏହି ପାର୍ଟିରେ ପ୍ରାୟ ୩୦୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ପାର୍ଟି ସନ୍ଧ୍ୟା ୮ ଟାରେ ଆରମ୍ଭ ହେବ। ଟ୍ରାଫିକ୍‌ରେ ଫସିବା କାରଣରୁ ସେଲିବ୍ରିଟି ମାନଙ୍କୁ ସମୟ ପୂର୍ବରୁ ପହଁଞ୍ଚିବାକୁ ଅନୁରୋଧ କରାଯାଇଛି। ଦେଖିବାକୁ ବାକି ରହିଲା ଦିଲ୍ଲୀ ପାର୍ଟି ଭଳି ମୁମ୍ବାଇ ପାର୍ଟିରେ କ’ଣ ହେବ ହଟ୍‌କେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story