ବିରାଟ୍‌ଙ୍କ ‘ମାଇଁ ୱାନ୍‌ ଆଣ୍ଡ ଓନ୍‌ଲି’

ମୁମ୍ବାଇ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମା ଗ୍ଲାମର ଓ କ୍ରିକେଟ୍‌ ଦୁନିଆର କ୍ୟୁଟ୍‌ କପୁଲମାନଙ୍କ ମଧ୍ୟରୁ ଜଣେ। ତାଙ୍କ କେମେଷ୍ଟ୍ରି ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। ବିବାହ ପରଠାରୁ କିଛି ନା କିଛି କାରଣରୁ ଏହି କପୁଲ୍‌ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ବିରାଟ୍ ଏକ ସୁନ୍ଦର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପେଜ୍‌ରେ ସେୟାର କରିଛନ୍ତି। ଏଥିରେ ଉଭୟ କିସ୍‌ କରୁଥିବା ନଜର ଆସୁଛନ୍ତି। ଫଟୋ ସେୟାର କରି ସେଥିରେ ଖୁବ୍‌ ସୁନ୍ଦର କ୍ୟାପ୍‌ସନ୍‌ ମଧ୍ୟ […]

Master

Master

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 09:09 AM IST

Sports

Latest News

ମୁମ୍ବାଇ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମା ଗ୍ଲାମର ଓ କ୍ରିକେଟ୍‌ ଦୁନିଆର କ୍ୟୁଟ୍‌ କପୁଲମାନଙ୍କ ମଧ୍ୟରୁ ଜଣେ। ତାଙ୍କ କେମେଷ୍ଟ୍ରି ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। ବିବାହ ପରଠାରୁ କିଛି ନା କିଛି କାରଣରୁ ଏହି କପୁଲ୍‌ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ବିରାଟ୍ ଏକ ସୁନ୍ଦର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପେଜ୍‌ରେ ସେୟାର କରିଛନ୍ତି। ଏଥିରେ ଉଭୟ କିସ୍‌ କରୁଥିବା ନଜର ଆସୁଛନ୍ତି। ଫଟୋ ସେୟାର କରି ସେଥିରେ ଖୁବ୍‌ ସୁନ୍ଦର କ୍ୟାପ୍‌ସନ୍‌ ମଧ୍ୟ ଦେଇଛନ୍ତି ବିରାଟ। ସେ ଲେଖିଛନ୍ତି ‘ମାଇଁ ୱନ୍‌ ଆଣ୍ଡ ଓନ୍‌ଲି’।

ଏବେ ବିରାଟ୍‌ ସାଉଥ୍‌ ଆଫ୍ରିକାରେ ଅଛନ୍ତି। ଅନୁଷ୍କା ମଧ୍ୟ ନିଜ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।  ଏହି ଫଟୋ ଦେଖି ଏମିତି ଲାଗୁଛି ଯେମିତି ବିରାଟ୍‌ ଅନୁଷ୍କାଙ୍କୁ ବହୁତ୍‌ ମିସ୍‌ କରୁଛନ୍ତି। ନିକଟରେ ବିରାଟ ବାହିନୀ ସାଉଥ୍‌ ଆଫ୍ରିକା ବିପକ୍ଷରେ ୱାନ୍‌ଡେ ସିରିଜ୍‌ ଜିତିଛି। ଟିମ୍‌ ଇଣ୍ଡିଆକୁ ଏହି ଐତିହାସିକ ବିଜୟ ଦେଇଥିବା ବିରାଟ ଏହାର ଶ୍ରେୟ ଅନୁଷ୍କାଙ୍କୁ ଦେଇଛନ୍ତି। ସେ କହିଛନ୍ତି, ‘‘ମୋ ପତ୍ନୀ ମୋତେ ଏତେ ଉତ୍ସାହିତ କରିଛନ୍ତି ଯେ ସେଥିପାଇଁ ଏହି ବିଜୟର ଶ୍ରେୟ ତାଙ୍କୁ ବି ଯାଉଛି। କିଛିଦିନ ହେବ ଅନୁଷ୍କାଙ୍କୁ ଅନେକ ସମାଲୋଚନା କରାଯାଇଥିଲେ ମଧ୍ୟ ସିଏ ହେଉଛନ୍ତି ଜଣେ ମଣିଷ, ଯିଏ କି ଅସୁବିଧା ସମୟରେ ସବୁବେଳେ ମୋ ସହ ଅଛନ୍ତି। ମୁଁ ସେଥିପାଇଁ ତାଙ୍କ ନିକଟରେ କୃତଘ୍ନ।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story