ସୋସିଆଲ ମିଡିଆରେ କ୍ରେଜ, ମୁଣ୍ଡରେ ଓଢଣୀ ଦେଇ ଠୁମକା ଲଗାଇଲେ ବୋହୂ

<p>ଆଜିକାଲି ସୋସିଆଲ ମିଡିଆର କ୍ରେଜ ସମସ୍ତଙ୍କୁ ଘାରିଛି। କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ମଧ୍ୟପ୍ରଦେଶ ଅଞ୍ଚଳର ଜଣେ ବୋହୁ ଓଢଣୀ ଟାଣି ଏକ ପଞ୍ଜାବୀ ଗୀତରେ ନାଚୁଥିବାର ଦୃଶ୍ୟ ସମ୍ନାକୁ &nbsp;ଆସିଥିଲା। ଏବେ କିନ୍ତୁ ଆଉ ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କି ଜଣେ ବୋହୁ ରାସ୍ତାରେ ଠୁମକା ଲଗାଉଛନ୍ତି।&nbsp; ଏହି ଭିଡିଓରେ ମହିଳା ଜଣକ ମଶଗୁଲ ହୋଇ ନାଚୁଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ନାଚକୁ ଦେଖି ଦର୍ଶକ ମାନେ ଖୁବ ଉପଭୋଗ କରିଛନ୍ତି। ଏହି ଭିଡିଓ ୟୁ଼ଟ୍ୟୁବରେ ପୋଷ୍ଟ ହେବା ପରେ ପାଖାପାଖି ୨ଲକ୍ଷ ଲୋକ ଦେଖିସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଏହି ଭିଡିଓ କେଉଁ ସ୍ଥାନରେ ଓ ଏଥିରେ ନାଚୁଥିବା ମହିଳା ଜଣକ କିଏ।</p>

Ordigital Desk
  • Published: Wednesday, 26 July 2017
  • Updated: 26 July 2017, 04:52 PM IST

Sports

Latest News

<p>ଆଜିକାଲି ସୋସିଆଲ ମିଡିଆର କ୍ରେଜ ସମସ୍ତଙ୍କୁ ଘାରିଛି। କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ମଧ୍ୟପ୍ରଦେଶ ଅଞ୍ଚଳର ଜଣେ ବୋହୁ ଓଢଣୀ ଟାଣି ଏକ ପଞ୍ଜାବୀ ଗୀତରେ ନାଚୁଥିବାର ଦୃଶ୍ୟ ସମ୍ନାକୁ &nbsp;ଆସିଥିଲା। ଏବେ କିନ୍ତୁ ଆଉ ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କି ଜଣେ ବୋହୁ ରାସ୍ତାରେ ଠୁମକା ଲଗାଉଛନ୍ତି।&nbsp; ଏହି ଭିଡିଓରେ ମହିଳା ଜଣକ ମଶଗୁଲ ହୋଇ ନାଚୁଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ନାଚକୁ ଦେଖି ଦର୍ଶକ ମାନେ ଖୁବ ଉପଭୋଗ କରିଛନ୍ତି। ଏହି ଭିଡିଓ ୟୁ଼ଟ୍ୟୁବରେ ପୋଷ୍ଟ ହେବା ପରେ ପାଖାପାଖି ୨ଲକ୍ଷ ଲୋକ ଦେଖିସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଏହି ଭିଡିଓ କେଉଁ ସ୍ଥାନରେ ଓ ଏଥିରେ ନାଚୁଥିବା ମହିଳା ଜଣକ କିଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos