କ୍ୟାଟ୍ରିନା, ଶିଳ୍ପାଙ୍କ ଠୁମକା ଦେଖିଲେ ଆଉ କହିଲେ ‘ବକବାସ୍‌’...

ମୁମ୍ବାଇ: ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ ଓ ଶିଳ୍ପା ସେଟ୍ଟିଙ୍କ ଠୁମକାର ଦିୱାନା ସଂଖ୍ୟା ଢେର ଅଧିକ। ଶିଳ୍ପାଙ୍କ ଠୁମକା ଆଗରେ ବିହାର, ପାଟନା ହଲି ଯାଉଥିବା ବେଳେ ଚିକିନି ଚମେଲି ବି କିଛି ପଛରେ ନାହାନ୍ତି। ହେଲେ ଏହି ୨ ସୁନ୍ଦରୀ ଯେବେ ଡ୍ୟାନ୍ସ ରିୟାଲିଟି ପ୍ରୋଗ୍ରାମ ‘ସୁପର ଡ୍ୟାନ୍ସର ୩ ’  ଷ୍ଟେଜରେ ନିଜ ଜଲୱା ଦେଖାଇଲେ, ଚାରି ଆଡୁ ତ ତାଳି ବର୍ଷା ହେଲା। ହେଲେ ସେତେବେଳେ ସେଠାରେ ଜଜ୍‌ ସିଟ୍‌ରେ ବସିଥିବା […]

shilpa-3..

shilpa-3..

Niharika Rout
  • Published: Tuesday, 30 July 2019
  • Updated: 30 July 2019, 03:08 PM IST

Sports

Latest News

ମୁମ୍ବାଇ: ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ ଓ ଶିଳ୍ପା ସେଟ୍ଟିଙ୍କ ଠୁମକାର ଦିୱାନା ସଂଖ୍ୟା ଢେର ଅଧିକ। ଶିଳ୍ପାଙ୍କ ଠୁମକା ଆଗରେ ବିହାର, ପାଟନା ହଲି ଯାଉଥିବା ବେଳେ ଚିକିନି ଚମେଲି ବି କିଛି ପଛରେ ନାହାନ୍ତି। ହେଲେ ଏହି ୨ ସୁନ୍ଦରୀ ଯେବେ ଡ୍ୟାନ୍ସ ରିୟାଲିଟି ପ୍ରୋଗ୍ରାମ ‘ସୁପର ଡ୍ୟାନ୍ସର ୩ ’  ଷ୍ଟେଜରେ ନିଜ ଜଲୱା ଦେଖାଇଲେ, ଚାରି ଆଡୁ ତ ତାଳି ବର୍ଷା ହେଲା। ହେଲେ ସେତେବେଳେ ସେଠାରେ ଜଜ୍‌ ସିଟ୍‌ରେ ବସିଥିବା ଭାଇଜାନ ଏହାକୁ ବକବାସ୍‌ ବୋଲି କହିଦେଲେ। ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

‘ଭାରତ ’ ଫିଲ୍ମର ପ୍ରମୋସନ ଲାଗି ସଲମାନ, କ୍ୟାଟ୍ରିନା ‘ସୁପର ଡ୍ୟାନ୍ସର ୩ ’ ଶୋକୁ ଯାଇଥିବା ବେଳେ ଏହ ଘଟଣା ଘଟିଛି। ଏହି ଭିଡିଓରେ ଶିଳ୍ପା ଓ କ୍ୟାଟ୍ରିନା ‘ଏଥେୟା’ ଗୀତରେ ଠୁମକା ଲଗାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ସବୁଠୁ କ୍ୟୁଟ୍‌ ରହିଛି ସଲମାନଙ୍କ ଜବରଦସ୍ତ ଏକ୍ସପ୍ରେସନ୍‌।

ସଲମାନଙ୍କ ନଜର ପାଇବାକୁ ଉଭୟ ସୁନ୍ଦରୀ ଖୁବ୍‌ ଭଲ ଡ୍ୟାନ୍ସ  କରୁଥିଲେ। ହେଲେ ଏହା ଦେଖି ବୋର୍‌ ହୋଇଯାଇଥିଲେ ଦବଙ୍ଗ ଖାନ।  ଆଉ ପରଫରମାନ୍ସ ମଝିରେ ହିଁ ଶୋଇ ପଡ଼ିଲେ।  ଆଉ ଆଖି ଖୋଲିଲା ପରେ କହିଲେ ଏହା ଖୁବ୍‌ ବକବାସ୍‌ ଥିଲା। ଲୋକଙ୍କୁ ଶୋଇ ଦେଉଛି ଏହି ଡ୍ୟାନ୍ସ।  ଅବଶ୍ୟ ଏହା ନାଟକ ଥିଲା ବୋଲି ବୁଝିବାକୁ ବାକି ନାହିଁ। ଏହି ଭିଡିଓ କିଛି ଦିନ ପୁରୁଣା ହୋଇଥିବା ବେଳେ ଇନଷ୍ଟାଗ୍ରାମ୍‌ରେ ଲୋଡ ହୋଇଥିବା ବେଳେ ଏହାକୁ ବହୁ ୟୁଜର ଦେଖି ସାରିଲେଣି।

https://www.instagram.com/p/B0fee-Cg-G6/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story