ହନି ସିଂଙ୍କ ନୂଆ ଅବତାର: ଗାୟକ, ପ୍ରଯୋଜକ ପରେ ଏବେ...

ମୁମ୍ବାଇ: ବଲିଉଡ୍ ପପ୍‌ ସିଙ୍ଗର ହନି ସିଂ ଖୁବଶୀଘ୍ର ବିକ୍ରମ ଭଟ୍ଟଙ୍କ ୱେବ୍‌ ସିରିଜ୍‌ର କାମ କରିବାକୁ ଯାଉଛନ୍ତି। ଜୀବନରେ ଅନେକ ସଂଘର୍ଷ କରି ସଫଳତା ପାଇଥିବା ହନିଙ୍କ ଜୀବନିକୁ ନେଇ ତିଆରି ହେଉଛି ଏହି ୱେବ୍‌ ସିରିଜ। ତନ୍ତ୍ର, ମାୟ ଭଳି ଲୋକପ୍ରୟି ୱେବ୍‌ ସିରିଜ୍ ନିର୍ମାଣ କରିସାରିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ୟୋୟୋଙ୍କ ଜୀବନ କାହାଣୀକୁ ନେଇ ଏକ ୱେବ ସିରିଜ୍ ନିର୍ମାଣ କରିବାକୁ ଯାଉଛନ୍ତି। ହନି ସଂଘର୍ଷ କରି ସେଲିବ୍ରେଟୀ […]

honey sing

honey sing

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 11:01 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ପପ୍‌ ସିଙ୍ଗର ହନି ସିଂ ଖୁବଶୀଘ୍ର ବିକ୍ରମ ଭଟ୍ଟଙ୍କ ୱେବ୍‌ ସିରିଜ୍‌ର କାମ କରିବାକୁ ଯାଉଛନ୍ତି। ଜୀବନରେ ଅନେକ ସଂଘର୍ଷ କରି ସଫଳତା ପାଇଥିବା ହନିଙ୍କ ଜୀବନିକୁ ନେଇ ତିଆରି ହେଉଛି ଏହି ୱେବ୍‌ ସିରିଜ। ତନ୍ତ୍ର, ମାୟ ଭଳି ଲୋକପ୍ରୟି ୱେବ୍‌ ସିରିଜ୍ ନିର୍ମାଣ କରିସାରିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ୟୋୟୋଙ୍କ ଜୀବନ କାହାଣୀକୁ ନେଇ ଏକ ୱେବ ସିରିଜ୍ ନିର୍ମାଣ କରିବାକୁ ଯାଉଛନ୍ତି।

ହନି ସଂଘର୍ଷ କରି ସେଲିବ୍ରେଟୀ ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀ ଏହି ୱେବ୍‌ ସିରିଜ୍‌ରେ ଦର୍ଶାଯିବ। କିନ୍ତୁ ବିକ୍ରିମ ଭଟ୍ଟ ଏହି ଖବର ଏଯାବତ କୌଣସି ସ୍ପଷ୍ଟି କରଣ ଦେଇ ନାହାଁନ୍ତି। କିନ୍ତୁ ସୂଚନା ଅନୁସାରେ ୱେବ୍‌ ସିରିଜ୍‌ର କିଛି ଭାଗ ବିକ୍ରମ କିଛି ଲୋକଙ୍କୁ ଦେଖାଇ ସାରିଛନ୍ତି। କିନ୍ତୁ ଅଧିକାରୀକ ରୂପରେ ଫିଲ୍ମ ବିଷୟରେ ବିକ୍ରମ ଭଟ୍ଟ କୌଣସି ସ୍ପଷ୍ଟତା ଦେଇ ନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos