ୱାହିଦା ରେହମାନ୍‌ଙ୍କ ଜୋତା ଉଠାଇଥିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: ଭାରତରେ ଫ୍ୟାନ୍‌ମାନେ ତାଙ୍କ ମନ ପସନ୍ଦର ଅଭିନେତା ଓ ଅଭିନେତ୍ରୀଙ୍କୁ ପୂଜା କରିବା କଥା ଆପଣ ଶୁଣିଥିବେ। କିନ୍ତୁ ଜଣେ ସୁପର୍‌ଷ୍ଟାର୍‌ ଅନ୍ୟ ଜଣେ ସୁପର୍‌ଷ୍ଟାର୍‌ଙ୍କ ପୂଜା କରିବା କଥା ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ଏହା ସତ। ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ଲୋକପ୍ରିୟ ଅଭିନେତ୍ରୀ ୱାହିଦା ରେହମାନ୍‌ଙ୍କୁ ତାଙ୍କର ଆଦର୍ଶ ବୋଲି ମାନିଥା’ନ୍ତି। ଏମିତିକି ସେ ଥରେ ତାଙ୍କ ଜୋତା ଉଠାଇଥିଲେ।  ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ରେ ଯୋଗ ଦେଇ […]

big

big

Puspanjali Panda
  • Published: Friday, 06 September 2019
  • Updated: 06 September 2019, 01:04 PM IST

Sports

Latest News

ମୁମ୍ୱାଇ: ଭାରତରେ ଫ୍ୟାନ୍‌ମାନେ ତାଙ୍କ ମନ ପସନ୍ଦର ଅଭିନେତା ଓ ଅଭିନେତ୍ରୀଙ୍କୁ ପୂଜା କରିବା କଥା ଆପଣ ଶୁଣିଥିବେ। କିନ୍ତୁ ଜଣେ ସୁପର୍‌ଷ୍ଟାର୍‌ ଅନ୍ୟ ଜଣେ ସୁପର୍‌ଷ୍ଟାର୍‌ଙ୍କ ପୂଜା କରିବା କଥା ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ଏହା ସତ। ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ଲୋକପ୍ରିୟ ଅଭିନେତ୍ରୀ ୱାହିଦା ରେହମାନ୍‌ଙ୍କୁ ତାଙ୍କର ଆଦର୍ଶ ବୋଲି ମାନିଥା’ନ୍ତି। ଏମିତିକି ସେ ଥରେ ତାଙ୍କ ଜୋତା ଉଠାଇଥିଲେ।  ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ରେ ଯୋଗ ଦେଇ ବିଗ୍‌ ବି ଏହି କଥାକୁ ସ୍ୱୀକାର କରିଥିଲେ। ସୋନି ଟିଭିର ଏହି ଶୋ’ରେ ଅମିତାଭଙ୍କ ସହିତ ୱାହିଦା ରେହମାନ୍ ଓ ଆଶା ପାରେଖ ମଧ୍ୟ ଯୋଗ ଦେଇଥିଲେ।

ଏହି ଶୋ’ରେ ଅମିତାଭ କହିଥିଲେ, ‘ପ୍ରଥମଥର ପାଇଁ ‘ରେଶମା ଔର ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନ୍‌ଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଥିଲା। ସେହି ଫିଲ୍ମର ଗୋଟିଏ ସିନ୍‌ରେ ସୁନୀଲ ଦତ୍ତ ଓ ୱାହିଦାଙ୍କୁ ଖାଲି ପାଦରେ ମରୁଭୂମିର ବାଲିରେ ବସିବାର ଥିଲା। କିନ୍ତୁ ସେତେବେଳେ ସେଠାରେ ତାପମାତ୍ରା ଏତେ ଅଧିକ ଥିଲା ଯେ ଜୋତା ପିନ୍ଧି ବି ବାଲିରେ ଛିଡ଼ା ହେବା ଅସମ୍ଭବ ଥିଲା। ମୁଁ ଏହି କଥାକୁ ନେଇ ଚିନ୍ତିତ ହୋଇଯାଇ ଥିଲି। ୱାହିଦା ଏପରି ପରିସ୍ଥିତିରେ ବିନା ଜୋତାରେ କିପରି ସୁଟିଂ କରିବେ ବୋଲି ଭାବିଥିଲି। ସେଥିପାଇଁ ଡାଇରେକ୍ଟର ବ୍ରେକ୍‌ ଦେବା ମାତ୍ରେ ସମୟ ନଷ୍ଟ ନ କରି ୱାହିଦାଙ୍କ ଜୋତା ଉଠାଇ ମୁଁ ସିଧା ସେଟ୍‌ ପାଖକୁ ଦୌଡ଼ିଥିଲି। ସେହି ସମୟ ମୋ ପାଇଁ କେତେ ମୂଲ୍ୟବାନ ଥିଲା ତାହା ମୁଁ ପ୍ରକାଶ କରି ପାରିବି ନାହିଁ।’

ବିଗ୍‌ ବି ଆହୁରି କହିଥିଲେ,“ଦିଲ୍ଲୀପ କୁମାର ଓ ୱାହିଦା ରେହମାନ୍‌ ମୋ ଜୀବନର ଆଦର୍ଶ। ଆଜି ପର୍ଯ୍ୟନ୍ତ ୱାହିଦା ରେହମାନ୍‌ ମୋ ପାଇଁ ସବୁଠାରୁ ସୁନ୍ଦର ମହିଳା। ଭଲ ଅଭିନେତ୍ରୀ ସହିତ ସେ ଜଣେ ଭଲ ମଣିଷ ମଧ୍ୟ। ମୋ ପାଇଁ ୱାହିଦା ଜଣେ ଭାରତୀୟ ଆଦର୍ଶ ନାରୀର ଉଦାହରଣ। ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି, ଯାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ।”

ସୂଚନାଯୋଗ୍ୟ ୱାହିଦା ରେହମାନ୍‌ ଓ ଅମିତାଭ ବଚ୍ଚନ ‘ତ୍ରିଶୁଲ୍‌’, ‘ଅଦାଲତ’ ଓ ‘ନମକ ହଲାଲ୍‌’ ପରି ଫିଲ୍ମରେ ଏକାଠି କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story