ବିବାହ ଶୁଭେଚ୍ଛା ବଦଳରେ ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ, ୟୁଜର୍ସ କହିଲେ- ମୋଟି

ହାଇଦ୍ରାବାଦ: ସରିଲା ସାଉଥ ଅଭିନେତ୍ରୀ ମଞ୍ଜିମା ମୋହନଙ୍କ ବିବାହ। ଅଭିନେତା ଗୌତମ କାର୍ତ୍ତିକଙ୍କୁ ସେ ବିବାହ କରିଛନ୍ତି। ନଭେମ୍ବର ୨୮ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଏହି ବିବାହ ସରିବା ପରେ ମଞ୍ଜିମା ମୋହନ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ସାମ୍ନାକୁ ଆସିଥିବା ତାଙ୍କ ୱେଡିଂ ଫଟୋରେ ୟୁଜର୍ସମାନେ ଶୁଭେଚ୍ଛା ଜଣାଇବା ବଦଳରେ ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି। ଏନେଇ ଅଭିନେତ୍ରୀ ନିଜେ ଖୁଲାସା କିରଛନ୍ତି। ନିକଟରେ ବିବହ ସରିବା ପରେ ମଞ୍ଜିମା ନିଜ […]

manjima-mohan

manjima-mohan

Madhupriya Mistry
  • Published: Thursday, 01 December 2022
  • Updated: 01 December 2022, 05:48 PM IST

Sports

Latest News

ହାଇଦ୍ରାବାଦ: ସରିଲା ସାଉଥ ଅଭିନେତ୍ରୀ ମଞ୍ଜିମା ମୋହନଙ୍କ ବିବାହ। ଅଭିନେତା ଗୌତମ କାର୍ତ୍ତିକଙ୍କୁ ସେ ବିବାହ କରିଛନ୍ତି। ନଭେମ୍ବର ୨୮ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଏହି ବିବାହ ସରିବା ପରେ ମଞ୍ଜିମା ମୋହନ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ସାମ୍ନାକୁ ଆସିଥିବା ତାଙ୍କ ୱେଡିଂ ଫଟୋରେ ୟୁଜର୍ସମାନେ ଶୁଭେଚ୍ଛା ଜଣାଇବା ବଦଳରେ ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି। ଏନେଇ ଅଭିନେତ୍ରୀ ନିଜେ ଖୁଲାସା କିରଛନ୍ତି।

ନିକଟରେ ବିବହ ସରିବା ପରେ ମଞ୍ଜିମା ନିଜ ୱେଡିଂ ଫଟୋ ସବୁକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହି ଫଟୋରେ ତାଙ୍କୁ ଶୁଭେଚ୍ଛା ବଦଳରେ କିଛି ୟୁଜର୍ସ ‘ମୋଟି’ କହି ଟ୍ରୋଲ କରିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଭିନେତ୍ରୀ ମଞ୍ଜିମା କହିଛନ୍ତି, ତାଙ୍କ ବିବାହ ଫଟୋ ଅନେକ ୟୁଜର୍ସ ଆଡୁସାଡୁ କମେଣ୍ଟ କରିଛନ୍ତି। ଏଥିସହ ତାଙ୍କ ଓଜନ ଓ ମୋଟାପଣକୁ ନେଇ ସମାଲୋଚନା କରିଛନ୍ତି। ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ବିବାହ ଦିନରେ ହିଁ ତାଙ୍କୁ ବଡି ‌ସେମିଂର ଶିକାର ହେବାକୁ ପଡ଼ିଛି। ଯଦି ତାଙ୍କୁ ଏସବୁ କିଛି ଫରକ ପଡ଼େନି, କିନ୍ତୁ ଲୋକଙ୍କ ମାନସିକତା ବିଷୟରେ ଚିନ୍ତା କରି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ମଞ୍ଜିମା ଆହୁରି କହିଛନ୍ତି ଯେ ସେ ନିଜ ଶରୀରକୁ ନେଇ ସହଜ ଅନୁଭବ କରନ୍ତି। ଯେବେ ଚାହିଁବେ ନିଜର ଓଜନ ହ୍ରାସ କରିପାରିବେ, କିନ୍ତୁ ସେ ଏପରି କରିବାକୁ ଆବଶ୍ୟକ ଭାବିନାହାନ୍ତି। ଯଦି ତାଙ୍କ ବୃତ୍ତି ପାଇଁ ତାଙ୍କୁ ଓଜନ ହ୍ରାସ କରିବାକୁ ପଡ଼େ ତ ସେ ନିଶ୍ଚୟ କରିବେ। ଲୋକଙ୍କର ତାଙ୍କ ଓଜନ ବୃଦ୍ଧି ସହ କ’ଣ ସମସ୍ୟା ସେ ବୁଝିପାରୁନାହାନ୍ତି ବୋଲି କହିଛନ୍ତି।

ମଞ୍ଜିମା ମୋହନ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ଏକ ଫିଲ୍ମର ଶୁଟିଂ ସେଟ୍‌ରୁ ମଞ୍ଜିମା ଓ କାର୍ତ୍ତିକଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୨୦୧୯ରେ ଫିଲ୍ମ ଦେବରଆତ୍ମାର ଶୁଟିଂ ସେଟ୍‌ରେ ଏଦୁହିଁଙ୍କ ଦେଖାସାକ୍ଷାତ ହୋଇଥିଲା। ୩ ବର୍ଷ ଧରି ରିଲେସନ୍‌ସିପ୍‌ରେ ରହିବା ପରେ ନଭେମ୍ବର ୨୮ରେ ଏଦୁହେଁ ବିବାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story