ଏହି ଅଭିନେତାଙ୍କୁ ଲୁଚି ଲୁଚି ଡେଟ୍ କରୁଥିଲେ  ଚୁଲବୁଲି ଗାୟିକା ନେହା

ମୁମ୍ବାଇ: ଅନେକ ବଲିଉଡ ସେଲେବ୍ରିଟି ପରସ୍ପରକୁ ଡେଟ୍‌ କରୁଥାନ୍ତି ହେଲେ କାହାକୁ ଜଣାପଡ଼ି ନଥାଏ। ଯେତେବେଳେ ସେମାନଙ୍କୁ ଏକାସହ ଦେଖାଯାଏ ସେବେ ଯାଇ ତାଙ୍କ ସମ୍ପର୍କ ବଷୟରେ ଜଣାପଡ଼େ। ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହାଙ୍କ ପ୍ରେମ ସମ୍ପର୍କକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁୟାୟୀ ନେହା କକ୍କର ବଲିଉଡ ଅଭିନେତା ହିମାଂସ କୋହଲିଙ୍କୁ ଡେଟ୍‌ କରୁଛନ୍ତି। ନେହା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ହିମାଂସଙ୍କ ସହ ଫଟୋ ସେୟାର କରିଛନ୍ତି। ହିମାଂସ ଫିଲ୍ମ […]

neha final image

neha final image

Rakesh Mallick
  • Published: Tuesday, 13 March 2018
  • Updated: 13 March 2018, 06:17 PM IST

Sports

Latest News

ମୁମ୍ବାଇ: ଅନେକ ବଲିଉଡ ସେଲେବ୍ରିଟି ପରସ୍ପରକୁ ଡେଟ୍‌ କରୁଥାନ୍ତି ହେଲେ କାହାକୁ ଜଣାପଡ଼ି ନଥାଏ। ଯେତେବେଳେ ସେମାନଙ୍କୁ ଏକାସହ ଦେଖାଯାଏ ସେବେ ଯାଇ ତାଙ୍କ ସମ୍ପର୍କ ବଷୟରେ ଜଣାପଡ଼େ। ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହାଙ୍କ ପ୍ରେମ ସମ୍ପର୍କକୁ ନେଇ ଏକ ବଡ଼ ଖୁଲାସା ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁୟାୟୀ ନେହା କକ୍କର ବଲିଉଡ ଅଭିନେତା ହିମାଂସ କୋହଲିଙ୍କୁ ଡେଟ୍‌ କରୁଛନ୍ତି। ନେହା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ହିମାଂସଙ୍କ ସହ ଫଟୋ ସେୟାର କରିଛନ୍ତି। ହିମାଂସ ଫିଲ୍ମ ‘ୟାରିୟାଁ’ରୁ ଫେମସ୍ ହୋଇଥିଲେ। ଏଥିରେ ସେ ଲିଡ୍‌ ରୋଲରେ ଅଭିନୟ କରିଥିଲେ। ନେହା ଏହି ଫିଲ୍ମରେ ‘ବ୍ଲୁ ହେ ପାନି ପାନି’ ଗାଇଥିଲେ। ଗୀତଟି ବେଶ୍ ହିଟ୍‌ ହୋଇଥିଲା। କିସ୍‌ ଡେ ଦିନ ନେହା ହିମାଂସଙ୍କ ଗାଲରେ କିସ୍‌ କରି ଫଟୋ ସେୟାର କରିଥିଲେ। ଏମାନେ ଟେଡି ଡେ ମଧ୍ୟ ସେଲିବ୍ରେଟ୍‌ କରିଥିଲେ। ହିମାଂସ ନେହାଙ୍କୁ ଏକ ବଡ଼ ଟେଡି ଉପହାରରେ ଦେଇଥିଲେ। ନେହା ହିମାଂସଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।

ଇନ୍‌ଷ୍ଟାଗ୍ରାମରେ ହିମାଂସଙ୍କର ୪୭ହଜାର ଫଲୋୟରସ୍ ଥିବାବେଳେ ନେହାଙ୍କର ଫଲୋୟରସ୍‌ଙ୍କ ସଂଖ୍ୟା ୯୦ଲକ୍ଷ। ନେହାଙ୍କର ଯେତେବେଳେ ୯୦ ଲକ୍ଷ ଫଲୋୟର ହୋଇଥିଲେ ହିମାଂସ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ହିମାଂସଙ୍କର ନୂଆ ଗୀତ ‘ମୁସାଫିର’କୁ ଯେତେବେଳେ ୫କୋଟି ଭ୍ୟୁ ମିଳିଥିଲା ସେତେବେଳେ ନେହା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story