ଏକତାଙ୍କ ଉପରେ ଭାଇଜାନ୍‌ଙ୍କ ଏତେ ରାଗ କାହିଁକି?

ମୁମ୍ବାଇ: ଏକତା କପୁରଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପିଲ୍ମର ପୋଷ୍ଟରରେ କଙ୍ଗନା ରାଣାୱତଙ୍କ ଅନ୍ଦାଜ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସୁଛି। କିନ୍ତୁ ବଲିଉଡ ଟାଇଗରଙ୍କୁ ଏହା ଆଦୌ ପସନ୍ଦ ଆସିଲା ନାହିଁ। ଶୁଣିବାକୁ ମିଳିଛି ଏହି ଫିଲ୍ମ ପାଇଁ କୁଆଡ଼େ ସଲମାନ ଏକlତାଙ୍କ ଉପରେ ରାଗିଯାଇଛନ୍ତି। ଭାଇଜାନଙ୍କ ରାଗକୁ ତ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଜାଣିଛି। ସେଥିପାଇଁ ତ କେହି ବି ସଲମାନଙ୍କ ସହ […]

salman-ekta

salman-ekta

Rakesh Mallick
  • Published: Monday, 12 March 2018
  • Updated: 12 March 2018, 02:28 PM IST

ମୁମ୍ବାଇ: ଏକତା କପୁରଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପିଲ୍ମର ପୋଷ୍ଟରରେ କଙ୍ଗନା ରାଣାୱତଙ୍କ ଅନ୍ଦାଜ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସୁଛି। କିନ୍ତୁ ବଲିଉଡ ଟାଇଗରଙ୍କୁ ଏହା ଆଦୌ ପସନ୍ଦ ଆସିଲା ନାହିଁ। ଶୁଣିବାକୁ ମିଳିଛି ଏହି ଫିଲ୍ମ ପାଇଁ କୁଆଡ଼େ ସଲମାନ ଏକlତାଙ୍କ ଉପରେ ରାଗିଯାଇଛନ୍ତି। ଭାଇଜାନଙ୍କ ରାଗକୁ ତ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଜାଣିଛି। ସେଥିପାଇଁ ତ କେହି ବି ସଲମାନଙ୍କ ସହ ଶତ୍ରୁତା କରିବାକୁ ଚାହାଁନ୍ତିନି। କିନ୍ତୁ ଏମିତି କ’ଣ ହେଲା ଯେ ଏକ୍‌ତା କପୁରଙ୍କ ଉପରେ ସଲମାନ ଏତେ ରାଗିଗଲେ।

film posterସୂଚନା ଅନୁଯାୟୀ ଖାନ୍‌ ବ୍ରଦର୍ସ ସୋହିଲ ଓ ସଲମାନ, ଏକତାଙ୍କ ଫିଲ୍ମ ନାଁ ‘ମେଣ୍ଟାଲ’ ରଖିବା କାରଣରୁ ରାଗିଛନ୍ତି।  କାରଣ ସଲମାନ ଓ ସୋହିଲ ୨୦୧୪ ମସିହାରେ ଆସିଥିବା ଫିଲ୍ମ ‘ଜୟ ହୋ’ର ଟାଇଟଲ ମେଣ୍ଟାଲ ରଖିବାକୁ ଚାହୁଁଥିଲେ। କବିର ଖାନ୍ ମଧ୍ୟ ଫିଲ୍ମ ‘ଟ୍ୟୁବ ଲାଇଟ’ ର ନାଁ ‘ମେଣ୍ଟାଲ’ ରଖିବାକୁ ଚାହୁଁଥିଲେ। ‘ମେଣ୍ଟାଲ’ ନାଁ ଅନେକ ଦିନ ହେବ ଖାନ ବ୍ରଦର୍ସଙ୍କ ମନରେ ଅଛି। ସେମାନେ ଏହାକୁ ନିଜର କୌଣସି ଏକ ଫିଲ୍ମର ଟାଇଟଲ୍ ରଖିବାକୁ ଚାହୁଁଛନ୍ତି।

କିନ୍ତୁ ସଲମାନଙ୍କ ଇଚ୍ଛା କେବଳ ଇଚ୍ଛାରେ ହିଁ ରହିଗଲା। କାରଣ ଏକ୍‌ତା କପୁର ଏହି ଟାଇଟଲ୍‌ଟି ନେଇସାରିଛନ୍ତି। ସୂଚନା ଅନୂଯାୟୀ ଏକ୍‌ତା ଏ ସମ୍ପର୍କରେ ସଲମାନ କିମ୍ବା ସୋହିଲଙ୍କ ସହ କିଛି କଥା ହେଇନାହାଁନ୍ତି। ସେ ଖାନ୍‌ ବ୍ରଦର୍ସଙ୍କ ସହ କୌଣସି ସମ୍ପର୍କ ନ କରି ଫିଲ୍ମର ନାଁ ଘୋଷଣା କରିଦେଇଛନ୍ତି। ଏଥିପାଇଁ ଖାନ ବ୍ରଦର୍ସ ରାଗି ଯାଇଛନ୍ତି। ସୋହିଲଙ୍କୁ ଏସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, “ଆମେ ଏକତାଙ୍କୁ ‘ମେଣ୍ଟାଲ’ ଟାଇଟଲ୍‌ ଦେଇନାହୁଁ। ଏପରିକି ଏକତା ଆମକୁ ଏ ବିଷୟରେ କିଛି ବି ପଚାରି ନାହାଁନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story