‘ନିରୁ ଭେଦା’ ନାଁ ଶୁଣି କାହିଁକି କାନ୍ଦିଲେ ରାକ୍ଷୀ ସାୱନ୍ତ?

ମୁମ୍ବାଇ: ନିରୁ ଭେଦା କିଏ? କାହିଁକି ଏହି ନାଁ ଶୁଣି କାନ୍ଦି ପକାଇଲେ ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ? ନିରୁଙ୍କ ସହ ରାକ୍ଷୀଙ୍କର କି ସମ୍ପର୍କ? ଏମିତି କିଛି ପ୍ରଶ୍ନ ଏବେ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ! ନିକଟରେ ଏକ ଚାଟ୍‌ ଶୋ’ରେ ଉପସ୍ଥାପକ ରାକ୍ଷୀଙ୍କୁ ନିରୁ ଭେଦା କହି ସ୍ୱାଗତ କରିବା ପରେ ଫିଟିଛି ଗୁମର। ରାଜୀବ୍‌ ଖଣ୍ଡେଲୱାଲ୍‌ଙ୍କ ଚାଟ୍‌ ଶୋ’ “ଜଜ୍‌ବାତ୍‌ ସଙ୍ଗୀନ୍‌ ସେ ନମ୍‌କିନ୍‌ ତକ୍‌”ର ଏକ ଏପିସୋଡ୍‌ର ସୁଟିଂ ପାଇଁ […]

rakhisawant

rakhisawant

Rakesh Mallick
  • Published: Friday, 01 June 2018
  • Updated: 01 June 2018, 01:10 PM IST

Sports

Latest News

ମୁମ୍ବାଇ: ନିରୁ ଭେଦା କିଏ? କାହିଁକି ଏହି ନାଁ ଶୁଣି କାନ୍ଦି ପକାଇଲେ ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ? ନିରୁଙ୍କ ସହ ରାକ୍ଷୀଙ୍କର କି ସମ୍ପର୍କ? ଏମିତି କିଛି ପ୍ରଶ୍ନ ଏବେ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ! ନିକଟରେ ଏକ ଚାଟ୍‌ ଶୋ’ରେ ଉପସ୍ଥାପକ ରାକ୍ଷୀଙ୍କୁ ନିରୁ ଭେଦା କହି ସ୍ୱାଗତ କରିବା ପରେ ଫିଟିଛି ଗୁମର।

rajivରାଜୀବ୍‌ ଖଣ୍ଡେଲୱାଲ୍‌ଙ୍କ ଚାଟ୍‌ ଶୋ’ “ଜଜ୍‌ବାତ୍‌ ସଙ୍ଗୀନ୍‌ ସେ ନମ୍‌କିନ୍‌ ତକ୍‌”ର ଏକ ଏପିସୋଡ୍‌ର ସୁଟିଂ ପାଇଁ ଉପସ୍ଥିତ ହୋଇଥିଲେ ରାକ୍ଷୀ ସାୱନ୍ତ। ଶୋ’ର ଉପସ୍ଥାପକ ରାଜୀବ୍‌ ରାକ୍ଷୀଙ୍କୁ ‘ନିରୁ ଭେଦା’ କହି ସ୍ୱାଗତ କରିବା ପରେ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ। କଇଁ କଇଁ ହୋଇ କାନ୍ଦି ଉଠିଥିଲେ ରାକ୍ଷୀ। କିଛି ସମୟ ପରେ ତାଙ୍କୁ ପଚରାଯାଇଥିଲା, ନିରୁ ଭେଦା କିଏ କୁହନ୍ତୁ। ରାକ୍ଷୀ କହିଥିଲେ ସେ ନିଜେ ହିଁ ନିରୁ ଭେଦା। ତା’ସହିତ ସେ ନିରୁ ଭେଦାରୁ ରାକ୍ଷୀ ସାୱନ୍ତ ହେବା ପଛର କାହାଣୀ କହିଥିଲେ।

ନିରୁ ଭେଦାରୁ ରାକ୍ଷୀ ସାୱନ୍ତ ହେବା ପଛର କାହାଣୀ

ରାକ୍ଷୀଙ୍କୁ ତାଙ୍କ ପରିବାର ଲୋକେ ସବୁବେଳେ ଫିଲ୍ମ ଜଗତରୁ ଦୂରେଇ ରହିବାକୁ କହୁଥିଲେ। ସେ ନାଚିବାକୁ ଭଲ ପାଉଥିଲେ। କିନ୍ତୁ ତାଙ୍କୁ ନାଚିବାର ଦେଖିଲେ ପରିବାର ଲୋକ ତାଙ୍କୁ ମାଡ଼ ମାରୁଥିଲେ। ଶେଷରେ ରାକ୍ଷୀ ଘର ଛାଡି ମୁମ୍ବାଇ ଚାଲିଗଲେ। ମୁମ୍ବାଇରେ ପହଞ୍ଚିବା ପରେ ସେ କିଛି ଫିଲ୍ମ ନିର୍ମାତାଙ୍କ ସମ୍ମୁଖରେ ନାଚି ତାଙ୍କ ପ୍ରତିଭା ଦେଖାଇବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ତାଙ୍କୁ ଖରାପ ନଜରରେ ଦେଖିଲେ। ତେଣୁ ରାକ୍ଷୀ ଏମିତି ବିଚାରଶୂନ୍ୟ ଲୋକଙ୍କ ସାମ୍ନାରେ ନାଚିବା ପରିବର୍ତ୍ତେ ବାର୍‌ରେ ନାଚିବାକୁ ଚିନ୍ତା କଲେ।

rakhiରାକ୍ଷୀଙ୍କ କହିବା ଅନୁଯାୟୀ ମୁମ୍ବାଇରେ ସେ ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଦ୍ୱାରା ରିଜେକ୍ଟ ହୋଇଥିଲେ।  ତେଣୁ ସେ ତାଙ୍କ ଚେହେରା ପରିବର୍ତ୍ତନ କରିବା ପାଇଁ ସର୍ଜରୀର ସାହାରା ନେଲେ। ଏହି ସର୍ଜରୀ ପରେ ଚେହେରା ସାଙ୍ଗକୁ ସେ ତାଙ୍କ ପରିଚୟ ମଧ୍ୟ ବଦଳାଇ ଦେଲେ। ନିରୁ ଭେଦା ନାଁକୁ ଲୁଚାଇ ସେ ତାଙ୍କର ଏକ ନୂଆ ନାଁ ରାକ୍ଷୀ ସାୱନ୍ତ ରଖିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story