ଆରଡି ବର୍ମନ୍‌ କେମିତି ହେଲେ ପଞ୍ଚମ ଦା’?

ମୁମ୍ବାଇ: ଭାରତୀୟ ସଂଗୀତ ଯାଦୁଗରଙ୍କ ଦୁନିଆରେ ରାହୁଲ ଦେବ୍‌ ବର୍ମନ୍‌ ବା ଆରଡି ବର୍ମନ୍‌ ଓରଫ ପଞ୍ଚମ ଦା’ଙ୍କ ନାମ ଆଜି ବି ଚର୍ଚ୍ଚାରେ। କିନ୍ତୁ ଏଇ ପଞ୍ଚମ ଦା’ ଡାକଟି କେମିତି ତାଙ୍କ ନାଁ ସହ ଯୋଡ଼ି ହେଲା? କେଉଁଠୁ ଆସିଲା ଏ ନାଁ। ଆଜି ଆରଡି ବର୍ମନ୍‌ଙ୍କ ୮୦ତମ ଜନ୍ମ ଦିବସ ଆଉ ଏଇ ଅବସରରେ ଆମେ ଆପଣଙ୍କୁ କହିବୁ ସେହି ‘ପଞ୍ଚମ’ ନାମ ସହିତ ଜଡ଼ିତ କିଛି ମନଛୁଆଁ କାହାଣୀ। ସଂଗୀତ ଦୁନିଆରେ […]

pancham-da

pancham-da

Subrat Kumar Nayak
  • Published: Thursday, 27 June 2019
  • Updated: 27 June 2019, 04:34 PM IST

Sports

Latest News

ମୁମ୍ବାଇ: ଭାରତୀୟ ସଂଗୀତ ଯାଦୁଗରଙ୍କ ଦୁନିଆରେ ରାହୁଲ ଦେବ୍‌ ବର୍ମନ୍‌ ବା ଆରଡି ବର୍ମନ୍‌ ଓରଫ ପଞ୍ଚମ ଦା’ଙ୍କ ନାମ ଆଜି ବି ଚର୍ଚ୍ଚାରେ। କିନ୍ତୁ ଏଇ ପଞ୍ଚମ ଦା’ ଡାକଟି କେମିତି ତାଙ୍କ ନାଁ ସହ ଯୋଡ଼ି ହେଲା? କେଉଁଠୁ ଆସିଲା ଏ ନାଁ।

ଆଜି ଆରଡି ବର୍ମନ୍‌ଙ୍କ ୮୦ତମ ଜନ୍ମ ଦିବସ ଆଉ ଏଇ ଅବସରରେ ଆମେ ଆପଣଙ୍କୁ କହିବୁ ସେହି 'ପଞ୍ଚମ' ନାମ ସହିତ ଜଡ଼ିତ କିଛି ମନଛୁଆଁ କାହାଣୀ।

ସଂଗୀତ ଦୁନିଆରେ କେହି କେହି କୁହନ୍ତି ପିଲାବେଳେ ପଞ୍ଚମ ଦା’ ଖୁବ୍‌ ଜୋରରେ କାନ୍ଦୁଥିଲେ। ଆଉ ଏହାର ସ୍କେଲ ସଂଗୀତର ପଞ୍ଚମ ନୋଟ୍‌ (ପା) ପରି ଶୁଭୁଥିଲା। ଆଉ କେହି କେହି କୁହନ୍ତି ସେ କୁଆଡ଼େ ୫ଟି ଭିନ୍ନ ଭିନ୍ନ ନୋଟ୍‌ରେ କାନ୍ଦୁଥିଲେ। ପୁଣି ଆଉ କେତେକ କୁହନ୍ତି ସେ ଜନ୍ମ ନେବାର କିଛି ଦିନ ପରେ ବାରମ୍ବାର ପଞ୍ଚମ ନୋଟ୍ ‘ପା’ ଉଚ୍ଚାରଣ କରିଆସୁଥିଲେ। ତେଣୁ କିମ୍ବଦନ୍ତୀ ଅଭିନେତା ଅଶୋକ କୁମାର ତାଙ୍କ ନାମ ପଞ୍ଚମ ରଖିଥିଲେ।

୧୯୬୧ ମସିହାରେ ‘ଛୋଟେ ନୱାବ୍’ରୁ କ୍ୟାରିଅର ଆରମ୍ଭ କରିଥିବା ଏହି ଧୂରୀଣ ସଂଗୀତ ନିର୍ଦ୍ଦେଶକ ଏକ ସମୟରେ ଭାରତର ଘରେ ଘରେ ପରିଚିତ ଥିଲେ। ଆଜି ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିଛି କମ୍‌ ନୁହେଁ।

ତାଙ୍କର ଶହ ଶହ ପ୍ରସିଦ୍ଧ ଗୀତ ମଧ୍ୟରୁ ୟେ ଶାମ୍‌ ମସ୍ତାନୀ, ଚୁରା ଲିୟା ହେ ତୁମ୍‌ନେ ଯୋ ଦିଲ୍‌କୋ, ରାତ୍‌ କଲି ଏକ୍‌ ଖ୍ୱାବ୍‌ ମେଁ ଆୟି, ଦମ୍‌ ମାରୋ ଦମ୍‌, ଓ ମେରେ ଦିଲ୍‌ କି ଚୈନ୍‌ ଏବଂ କେହନା ହୈ ଆଜ୍‌ ତୁମ୍‌ସେ ୟେ ପେହଲି ବାର ଆଦି ଗୀତ ତାଙ୍କୁ ଚିରକାଳ ସଂଗୀତ ଜଗତର ଅନ୍ୟତମ ଉଜ୍ଜ୍ୱଳ ତାରକାର ମାନ୍ୟତା ଦେଉଥିବ।

ପିଢ଼ି ପରେ ପିଢ଼ି ଏହି ହୃଦୟ ଛୁଆଁ ଗୀତ ସବୁ ସତେ ଯେମିତି ଆମ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି। କଣ ଏମିତି କେହି ଅଛନ୍ତି କି ଯିଏ କିଶୋର କୁମାରଙ୍କ କଣ୍ଠରେ ପଞ୍ଚମ ଦା’ଙ୍କ ସଂଗୀତରେ ଆନମନା ହେଇନଥିବେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story