କ’ଣ ଦ୍ୱିତୀୟ ବିବାହ କରିବେ ଅରବାଜ୍‌ !

ମୁମ୍ବାଇ: ବଲିଉଡ ଅଭିନେତା ଅରବାଜ୍‌ ଖାନ୍‌ ମଲାଇକା ଆରୋରାଙ୍କୁ ଛାଡପତ୍ର ଦେବା ପରେ ପୁଣି ଥରେ ନୁଆକରି ଜୀବନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି। ନିକଟରେ ବାନ୍ଦ୍ରାସ୍ଥିତ ସ୍ନୋକ ହାଉସ୍‌ରେ ଅରବାଜ ଜଣେ ଅଜଣା  ଯୁବତୀଙ୍କ ସହ ନଜର ଆସିଥିଲେ। ଏହି ଯୁବତୀ ଅରବାଜଙ୍କ ଗଲ୍‌ଫ୍ରେଣ୍ଡ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅରବାଜ୍‌ଙ୍କ ସହ ଏହି ଯୁବତୀ କ୍ୟାମେରା ସମ୍ମୁଖକୁ ଆସିବା ମାତ୍ରେ ମୁହଁ ଲୁଚାଇବାକୁ ଲାଗିଲେ। ଏହା ପରେ ଅଟୋରେ ବସି […]

dbfb067bbc3b5dbbb85437b7a4e24004

dbfb067bbc3b5dbbb85437b7a4e24004

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 12:43 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଅରବାଜ୍‌ ଖାନ୍‌ ମଲାଇକା ଆରୋରାଙ୍କୁ ଛାଡପତ୍ର ଦେବା ପରେ ପୁଣି ଥରେ ନୁଆକରି ଜୀବନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି। ନିକଟରେ ବାନ୍ଦ୍ରାସ୍ଥିତ ସ୍ନୋକ ହାଉସ୍‌ରେ ଅରବାଜ ଜଣେ ଅଜଣା  ଯୁବତୀଙ୍କ ସହ ନଜର ଆସିଥିଲେ। ଏହି ଯୁବତୀ ଅରବାଜଙ୍କ ଗଲ୍‌ଫ୍ରେଣ୍ଡ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅରବାଜ୍‌ଙ୍କ ସହ ଏହି ଯୁବତୀ କ୍ୟାମେରା ସମ୍ମୁଖକୁ ଆସିବା ମାତ୍ରେ ମୁହଁ ଲୁଚାଇବାକୁ ଲାଗିଲେ। ଏହା ପରେ ଅଟୋରେ ବସି ସେହି ସ୍ଥାନ ଛାଡି ଚାଲିଗଲେ। ସେ ଝିଅ ବିଷୟରେ କୌଣସି ଖବର ଏ ଯାଏଁ ମିଳି ନ ଥିଲେ ବି ‘ଡାଲ ମେଁ କୁଛ କାଲା ହୈ” ବୋଲି କହିଲେଣି ତାଙ୍କ ଫ୍ୟାନ୍‌ମାନେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos