‘ୟେ ହେ ମୋହବତେଁ’କୁ ନେଇ ସୋସିଆଲ ମିଡିଆରେ ଝଡ଼, ଏକତା ଦେଲେ ଏମିତି ଜବାବ

ମୁମ୍ୱାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ‘ୟେ ହେ ମୋହବତେଁ’ ଧାରାବାହିକକୁ ପ୍ରସାରଣ ବନ୍ଦ କରିବା ଲାଗି ସୋସିଆଲ ମିଡିଆରେ ଦାବି ଜୋର ଧରିଛି। ଏହି ଧାରାବାହିକକୁ ବନ୍ଦ କରିବା ଲାଗି ସୋସିଆଲ ମିଡିଆରେ  #EndYHM ଲେଖିବା ଲୋକେ ଆରମ୍ଭ କରିଦେଇଛନ୍ତି। କିଛିଦିନ ଲୋକେ ଏପରି ଲେଖିବା ପରେ ଶେଷରେ ପ୍ରଯୋଜକ ଏକତା କପୁର ଏହାକୁ ନେଇ ନିଜର ଜବାବ୍‌ ରଖିଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଏକତା ଲେଖିଛନ୍ତି, ଯଦି ଶୋ’ ପସନ୍ଦ ଆସୁନାହିଁ ତେବେ ଦେଖ ନାହିଁ। କାରଣ […]

karan-and-ekta

karan-and-ekta

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 10:04 AM IST

Sports

Latest News

ମୁମ୍ୱାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ‘ୟେ ହେ ମୋହବତେଁ’ ଧାରାବାହିକକୁ ପ୍ରସାରଣ ବନ୍ଦ କରିବା ଲାଗି ସୋସିଆଲ ମିଡିଆରେ ଦାବି ଜୋର ଧରିଛି। ଏହି ଧାରାବାହିକକୁ ବନ୍ଦ କରିବା ଲାଗି ସୋସିଆଲ ମିଡିଆରେ  #EndYHM ଲେଖିବା ଲୋକେ ଆରମ୍ଭ କରିଦେଇଛନ୍ତି।

କିଛିଦିନ ଲୋକେ ଏପରି ଲେଖିବା ପରେ ଶେଷରେ ପ୍ରଯୋଜକ ଏକତା କପୁର ଏହାକୁ ନେଇ ନିଜର ଜବାବ୍‌ ରଖିଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଏକତା ଲେଖିଛନ୍ତି, ଯଦି ଶୋ’ ପସନ୍ଦ ଆସୁନାହିଁ ତେବେ ଦେଖ ନାହିଁ। କାରଣ ଶୋ’ର କାହାଣୀ ଦର୍ଶକଙ୍କ ହିସାବରେ ଲେଖାଯାଏ ନାହିଁ। ମୁଁ ମୋ ‍‍‍‍‍‍‍‍ବନ୍ଧୁମାନଙ୍କୁ ଏହା କହିବାକୁ ଚାହୁଁଛି କି #EndYHMର ଟ୍ରେଣ୍ଡ୍‌ ବନ୍ଦ କରନ୍ତୁ। ପସନ୍ଦ ନ ଆସିଲେ ସିରିୟଲ ଦେଖିବା ବନ୍ଦ କରିଦିଅନ୍ତୁ।

karan-and-ektaସେ ଆହୁରି ଲେଖିଛନ୍ତି, ‘ମୁଁ ମୋ ଦର୍ଶକଙ୍କୁ ଭଲ ପାଇବା ସହ ତାଙ୍କ ରାୟକୁ ସମ୍ମାନ କରୁଛି। କିନ୍ତୁ ଆମକୁ କ୍ରିଏଟିଭ୍‌ ଏକ୍ସପର୍ଟ ରେଟିଂ ଓ ଟିଭି ନିୟମ ମୁତବକ କାମ କରିବାକୁ ପଡେ।’

ବିବାଦଟି କାରଣ: କାହାଣୀ ଅନୁସାରେ ଇଶିତା ନିଜ ପୁଅକୁ ମାରିବାର ଦେଖାଇବା ଦର୍ଶକ ଗ୍ରହଣ କରିପାରୁ ନାହାଁନ୍ତି। ଏହାକୁ ନେଇ  ଦର୍ଶକ ବିରକ୍ତ ପ୍ରକାଶ କରିଛନ୍ତି। ଏହି କାରଣରୁ ଶୋ’ ଟିକୁ  ବନ୍ଦ କରିବାକୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story