ରାମୁଙ୍କ ଟ୍ୱିଟ୍‌: ଯୋଗୀ ଆଦିତ୍ୟନାଥ ମୋଦିଙ୍କ ଠାରୁ ଭଲ

ମୁମ୍ବାଇ: ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ମାତା ରାମଗୋପାଲ ବର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କରି ଟ୍ୱିଟ୍‌ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି, ଯୋଗୀ ଆଦିତ୍ୟନାଥ ବହୁତ ଭଲ।  ସେ ମୋଦିଙ୍କ ଠାରୁ ବହୁତ ଭଲ। ମୁଁ ଆଶା କରୁଛି ଯୋଗୀ ଆଦିତ୍ୟନାଥ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ହେବେ। ସେ ଆଉ ଏକ ଟ୍ୱିଟ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଲେଖିଛନ୍ତି। ଟ୍ରମ୍ପ୍‌ […]

gopal,,,

gopal,,,

Rakesh Mallick
  • Published: Monday, 27 March 2017
  • Updated: 27 March 2017, 09:12 AM IST

Sports

Latest News

ମୁମ୍ବାଇ: ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ମାତା ରାମଗୋପାଲ ବର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କରି ଟ୍ୱିଟ୍‌ କରିଛନ୍ତି।

ସେ ଟ୍ୱିଟ୍‌ରେ ଲେଖିଛନ୍ତି, ଯୋଗୀ ଆଦିତ୍ୟନାଥ ବହୁତ ଭଲ।  ସେ ମୋଦିଙ୍କ ଠାରୁ ବହୁତ ଭଲ। ମୁଁ ଆଶା କରୁଛି ଯୋଗୀ ଆଦିତ୍ୟନାଥ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ହେବେ।

ସେ ଆଉ ଏକ ଟ୍ୱିଟ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଲେଖିଛନ୍ତି। ଟ୍ରମ୍ପ୍‌ କିଛି କରିପାରିଲେ ନାହିଁ। କିନ୍ତୁ ଟ୍ରମ୍ପ୍‌ ଆମେରିକା ଇତିହାସରେ ସବୁଠାରୁ ବଡ଼ ଜୋକ ବୋଲି ଦିନେ ଗଣମାଧ୍ୟମ ନିଶ୍ଚିତ ପ୍ରମାଣିତ କରିବ।

ଏହା ପୂର୍ବରୁ ରାମଗୋପାଲ ବର୍ମା ଅଭିନେତ୍ରୀ ସନି ଲିଓନଙ୍କୁ ନେଇ ଆପତ୍ତିଜନକ ଟ୍ୱିଟ୍‌ କରିଥିଲେ। ଏହାକୁ ନେଇ ଜଣେ ମହିଳା ରାମୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story