ଯୁବରାଜ ସିଂହଙ୍କ ପତ୍ନୀ ହେଜଲ୍ କରାଇଲେ ନାକର ସର୍ଜରୀ: ହୋଇଥିଲା ଏହି ରୋଗ

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜଲ୍ କିଚ୍‌  ସୋଶାଲ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ରୁହନ୍ତି । ହେଲେ ଗତମାସରୁ ସେ ସୋଶାଲ ମିଡିଆରୁ ଦୂରେଇ ରହିଛନ୍ତି।  ଏବେ ହେଜର ଏକ ପୋଷ୍ଟ ମାଧ୍ୟମରେ ସେ ଏତେଦିନ ହେବ କୁଆଡ଼େ ଗାୟବ ଥିଲେ ସେ ସୂଚନା ଦେଇଛନ୍ତି। ବାସ୍ତବରେ ହେଜଲ୍‌ ମେଡିକାଲ ଟ୍ରିଟମେଣ୍ଟ ଯୋଗୁଁ ଏତେଦିନ ହେବ ପ୍ରଶଂସକଙ୍କୁ ଦେଖା ଦେଇ ପାରୁ ନ ଥିଲେ। ହେଜଲ୍‌ଙ୍କର ଏକ ସର୍ଜରି ହୋଇଥିବାରୁ ସେ  ସୋଶାଲ […]

yuvraj

yuvraj

Niharika Rout
  • Published: Wednesday, 03 April 2019
  • Updated: 03 April 2019, 10:27 AM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜଲ୍ କିଚ୍‌  ସୋଶାଲ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ରୁହନ୍ତି । ହେଲେ ଗତମାସରୁ ସେ ସୋଶାଲ ମିଡିଆରୁ ଦୂରେଇ ରହିଛନ୍ତି।  ଏବେ ହେଜର ଏକ ପୋଷ୍ଟ ମାଧ୍ୟମରେ ସେ ଏତେଦିନ ହେବ କୁଆଡ଼େ ଗାୟବ ଥିଲେ ସେ ସୂଚନା ଦେଇଛନ୍ତି।

ବାସ୍ତବରେ ହେଜଲ୍‌ ମେଡିକାଲ ଟ୍ରିଟମେଣ୍ଟ ଯୋଗୁଁ ଏତେଦିନ ହେବ ପ୍ରଶଂସକଙ୍କୁ ଦେଖା ଦେଇ ପାରୁ ନ ଥିଲେ। ହେଜଲ୍‌ଙ୍କର ଏକ ସର୍ଜରି ହୋଇଥିବାରୁ ସେ  ସୋଶାଲ ମିଡିଆରୁ ବହୁ ଦିନ ଦୂରେଇ ରହିଥିଲେ।  ହେଜଲ କହିଛନ୍ତି ଯେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ମାସେ ପୂର୍ବରୁ ନାକର ସର୍ଜରୀ କରାଇଥିଲି।  ସେଥିପାଇଁ ପୁରା ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

https://www.instagram.com/p/BvtuUn5gU7J/?utm_source=ig_web_copy_link

ହେଜଲ୍‌ ନିଜ ଶାଶୁ ତଥା ଯୁବରାଜଙ୍କ ମା’ଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, ମୁଁ  ଶାଶୁଙ୍କ ସହିତ ହସ୍ପିଟାଲ୍ ଚେକ୍‌ଅପ୍‌ କରାଇବାକୁ ଯାଇଥିଲି, ସେବେ ହିଁ ମୋତେ ଏହି ସମସ୍ୟା ବିଷୟରେ ଜଣାପଡ଼ିଥିଲା।  ମୋ ନାକ ଭିତରେ ବଡ଼ ଡ୍ୟାମେଜ୍‌ ହୋଇଯାଇଥିଲା ଫଳରେ ମୁଁ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନଥିଲି। ଏବେ ଏହା ସମ୍ପୂର୍ଣ୍ଣ ଭଲ ଅଛି। ମୁଁ ଆରାମରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁଛି। ତେଣୁ ମୁଁ ମୋ ଶାଶୁଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ତାଙ୍କ ଆଶୀର୍ବାଦରୁ ମୁଁ ଏବେ ସୁସ୍ଥ ଅଛି।’ ହେଜଲ ଆହୁରି କହିଛନ୍ତି ଯେ ସର୍ଜରୀ ଫଳରେ ଏକସର୍‌ସାଇଜ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ତାଙ୍କର ଓଜନ ବହୁତ ବଢ଼ିଯାଇଛି।

https://www.instagram.com/p/BQcsD5WhCs2/?utm_source=ig_web_copy_link

ହେଜଲ୍ ୨୦୧୨ରେ ସଲମାନ ଖାନ୍‌ ଓ କରୀନା କପୁରଙ୍କ ସହ ଫିଲ୍ମ ‘ବଡିଗାର୍ଡ଼’ରେ ଅଭିନୟ କରିଥିଲେ। ୨୦୧୬ରେ ସେ କ୍ରିକେଟର ଯୁବରାଜ ସିଂହଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story