ନିଜଠାରୁ ୮ ବର୍ଷ କମ୍‌ ବୟସର ହିନ୍ଦୁ ପୁଅକୁ ବିବାହ କରିଥିଲେ ଏହି ଅଭିନେତ୍ରୀ, ଆଜି ଜନ୍ମଦିନ

ମୁମ୍ବାଇ: ସେ ଆଖିରେ କଥା କୁହନ୍ତି, ଚେହେରାରେ ପିଲାଙ୍କ ଭଳି ହସ, ଫିଲ୍ମରେ ଜବରଦସ୍ତ ଅଦାକାରୀ । ବୟସ ବଢିବା ସହ ତାଙ୍କ ଅଭିନୟ ଦକ୍ଷତା ବି ବଢିବଢି ଯାଏ। ଆଉ ଅଭିନୟର ଯାଦୁ ବି କମାଲ କରିବା ଭଳି। ଏତେ କଥା ପଢିବା ଆପଣ ଭାବୁଥିବେ ଏମିତି ସେ ଅଭିନେତ୍ରୀ ଜଣକ କିଏ କି ? ବ୍ୟସ୍ତ ହୁଅନ୍ତୁନି । ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ସମ୍ପର୍କରେ ହିଁ କହିବାକୁ ଯାଉଛୁ। ଆଜି ହେଉଛି ତାଙ୍କ […]

Zohra_Sehgal

Zohra_Sehgal

Rakesh Mallick
  • Published: Friday, 27 April 2018
  • Updated: 27 April 2018, 03:23 PM IST

ମୁମ୍ବାଇ: ସେ ଆଖିରେ କଥା କୁହନ୍ତି, ଚେହେରାରେ ପିଲାଙ୍କ ଭଳି ହସ, ଫିଲ୍ମରେ ଜବରଦସ୍ତ ଅଦାକାରୀ । ବୟସ ବଢିବା ସହ ତାଙ୍କ ଅଭିନୟ ଦକ୍ଷତା ବି ବଢିବଢି ଯାଏ। ଆଉ ଅଭିନୟର ଯାଦୁ ବି କମାଲ କରିବା ଭଳି। ଏତେ କଥା ପଢିବା ଆପଣ ଭାବୁଥିବେ ଏମିତି ସେ ଅଭିନେତ୍ରୀ ଜଣକ କିଏ କି ?

ବ୍ୟସ୍ତ ହୁଅନ୍ତୁନି । ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ସମ୍ପର୍କରେ ହିଁ କହିବାକୁ ଯାଉଛୁ। ଆଜି ହେଉଛି ତାଙ୍କ ‘ହାପି ବାର୍ଥ ଡେ’, ମାନେ  ଜନ୍ମଦିନ। ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ପ୍ରକ୍ଷାତ ନୃତ୍ୟ ଶିଳ୍ପୀ ଜୋହରା ସେହଗଲ।

୧୯୧୨ ମସିହା ଏପ୍ରିଲ ୨୭ ତାରିଖରେ ୟୁପିର ସହାରନପୁରରେ ସେ ଜନ୍ମ ହୋଇଥିଲେ।  ଏକ ପରାମ୍ପରିକ ମୁସ୍‌ଲିମ୍‌ ପରିବାରରେ ଜନ୍ମିତ। ୨୦୧୪ ଜୁଲାଇ ୧୦ ତାରିଖରେ ୧୦୨ବର୍ଷ ବୟସରେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିଲା । ତା ହେଲେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କ’ଣ କହିଛନ୍ତି ତାଙ୍କ ଝିଅ କିରଣ ସେହଗଲ।

-୧୯୪୨ରେ ସେ ନିଜଠୁ ୮ ବର୍ଷସାନ ଜଣେ ହିନ୍ଦୁ ପୁଅକୁ ବିବାହ କରିଥିଲେ।

- ସେ ଲାହୋରର କୁଇନ୍‌ ମେରୀ କଲେଜ୍‌ରେ ପଢ଼ିଥିଲେ। ଯେଉଁଠି କଲେଜ୍‌ରେ ବି ଝିଅମାନେ ବୁର୍ଖା ପକାଉଥିଲେ।

-୧୯୩୦ରେ ସେ ବ୍ରିଟେନ୍‌ର ଜଣେ ଅଭିନେତାଙ୍କଠାରୁ ନୃତ୍ୟ ତାଲିମ୍‌ ନେଇଥିଲେ। ତାପରେ ମର୍ଡନ ଡ୍ୟାନ୍ସ ପ୍ରଶିକ୍ଷଣ ପାଇଁ ଜର୍ମାନୀ ଚାଲିଯାଇଥିଲେ। ଜୋହରା ନିଜ କ୍ୟାରିୟରର ଶୁଭାରମ୍ଭ ୧୯୩୫ରେ ନୃତ୍ୟ ଶିଳ୍ପୀ ଉଦୟ ଶଙ୍କରଙ୍କ ସହ କରିଥିଲେ।

-ଜୋହରା ୧୯୪୬ରୁ  ‘ଦରତୀ କି ଲାଲ୍‌’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ୮୦ ବର୍ଷ ପରେ ସେ ଆହୁରି ଅଧିକ ଫିଲ୍ମରେ କାମ କରିଥିଲେ।

-ଯେବେ ସେ ୮୦ ବର୍ଷର ହୋଇଥିଲେ ସେ କର୍କଟ ରୋଗର ଶିକାର ହୋଇଥିଲେ।

- ସେ ‘ଚିନି କମ୍‌’, ‘ଦିଲ୍‌ ସେ’, ‘ବିର ଜରା’, ‘ହମ୍‌ ଦିଲ୍‌ ଦେଚୁକେ ସନମ୍‌’, ‘ସାୱରିଆଁ’ ଭଳି ଅନେକ ଫିଲ୍ମରେ କାମ କରିଥିଲେ ଜୋହରା।

- ସେ ‘ବାଜି’, ‘ସିଆଇ ଇଡ଼ି’, ‘ଆୱାରା’ ଓ ‘ନୋ ଦୋ ଗ୍ୟାରା’ ଭଳି ସୁପରହିଟ୍‌ ଫିଲ୍ମରେ କୋରିଓ ଗ୍ରାଫି ମଧ୍ୟ କରିଥିଲେ।

- ୧୯୯୮ରେ ଜୋହରାଙ୍କୁ ପଦ୍ମଶ୍ରୀ ଓ ୨୦୧୦ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା

- ସେ କବିତା ଲେଖିବା ଓ ଗାଈବାକୁ ବହୁତ ପସନ୍ଦ କରୁଥିଲେ।

- ପ୍ରତିଦିନ ୩୬ରୁ ୩୭ଟି କବିତା ସେ ଘରେ ବୋଲନ୍ତି ଏବଂ ଅନେକ ସାର୍ବଜନୀନ ସମାରୋହରେ ମଧ୍ୟ କବିତା ଓ ସାୟରୀ ଗାଆନ୍ତି।

-ତାଙ୍କୁ କ୍ରିକେଟ୍‌ ଦେଖିବାକୁ ଖୁବ୍‌ ଭଲ ଲାଗେ।

- ତାଙ୍କର ପ୍ରିୟ ଖାଦ୍ୟ ହେଉଛି ପକୁଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story