୨୨ ଜୁଲାଇ, ଶନିବାର: କେମିତି କଟିବ ଆଜିର ଦିନ

ମେଷ- ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ- ସଂପତ୍ତିଲାଭ ଯୋଗ ରହିଛି। ଚାକିରି କ୍ଷେତ୍ରରେ ଅନୁକୂଳ ପରିସ୍ଥତି ଦେଖାଦେବ। ଅଟକି ଯାଇଥିବା ଧନ ମିଳିବ। ମିଥୁନ- ଚାକିରିରେ ପରିବର୍ତ୍ତନ ହୋଇପାରେ।  ବିବାହ ଠିକ୍‌ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। କର୍କଟ- ଘରୁକୁ ଅତିଥି ଆସିବେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ମନ ପ୍ରସନ୍ନ ରହିବ। ସିଂହ- ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆଳସ୍ୟପଣ […]

zodaic

zodaic

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 09:03 AM IST

ମେଷ- ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ- ସଂପତ୍ତିଲାଭ ଯୋଗ ରହିଛି। ଚାକିରି କ୍ଷେତ୍ରରେ ଅନୁକୂଳ ପରିସ୍ଥତି ଦେଖାଦେବ। ଅଟକି ଯାଇଥିବା ଧନ ମିଳିବ।

ମିଥୁନ- ଚାକିରିରେ ପରିବର୍ତ୍ତନ ହୋଇପାରେ।  ବିବାହ ଠିକ୍‌ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ- ଘରୁକୁ ଅତିଥି ଆସିବେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ମନ ପ୍ରସନ୍ନ ରହିବ।

ସିଂହ- ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆଳସ୍ୟପଣ ଦେଖାଯିବ।

କନ୍ୟା- ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଅଚାନକ ଧନଲାଭ ହୋଇପାରେ।

ତୁଳା- ମାନସମ୍ମାନ ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ଯାତ୍ରା କରନ୍ତୁ ନାହିଁ।

ବିଛା-ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯାନବାହାନରେ ଗଲାବେଳେ ସୁଖ ମିଳିବ। ପୋଡଶୀଙ୍କ ସହଯୋଗ ମିଳିବ।

ଧନୁ- ଉପହାର ପାଇପାରନ୍ତି। ମାନସମ୍ମାନ ମିଳିବ। ଅଟକି ଯାଇଥିବା ଧନ ମିଳିବ। ସମସ୍ୟା ବଢ଼ିଯିବ।

ମକର- ଗଣ୍ଠି ଜନିତ ସମସ୍ୟା ଦେଖାଦେବ। ପୁରୁଣା ସମସ୍ୟା ପୁଣି ଦେଖାଯିବ। ତେଣୁ ସମୟ ପୂର୍ବରୁ କାମ କରି ନିଅନ୍ତୁ।

କୁମ୍ଭ- ଚାକିରିରେ ପରିବର୍ତ୍ତନ ହୋଇପାରେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବିବାହ ଠିକ୍‌ ହୋଇପାରେ।

ମୀନ- ସନ୍ତାନସନ୍ତତି  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story