୨୨ ଜୁଲାଇ, ଶନିବାର: କେମିତି କଟିବ ଆଜିର ଦିନ

ମେଷ- ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ- ସଂପତ୍ତିଲାଭ ଯୋଗ ରହିଛି। ଚାକିରି କ୍ଷେତ୍ରରେ ଅନୁକୂଳ ପରିସ୍ଥତି ଦେଖାଦେବ। ଅଟକି ଯାଇଥିବା ଧନ ମିଳିବ।

ମିଥୁନ- ଚାକିରିରେ ପରିବର୍ତ୍ତନ ହୋଇପାରେ।  ବିବାହ ଠିକ୍‌ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ- ଘରୁକୁ ଅତିଥି ଆସିବେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ମନ ପ୍ରସନ୍ନ ରହିବ।

ସିଂହ- ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆଳସ୍ୟପଣ ଦେଖାଯିବ।

କନ୍ୟା- ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଅଚାନକ ଧନଲାଭ ହୋଇପାରେ।

ତୁଳା- ମାନସମ୍ମାନ ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ଯାତ୍ରା କରନ୍ତୁ ନାହିଁ।

ବିଛା-ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯାନବାହାନରେ ଗଲାବେଳେ ସୁଖ ମିଳିବ। ପୋଡଶୀଙ୍କ ସହଯୋଗ ମିଳିବ।

ଧନୁ- ଉପହାର ପାଇପାରନ୍ତି। ମାନସମ୍ମାନ ମିଳିବ। ଅଟକି ଯାଇଥିବା ଧନ ମିଳିବ। ସମସ୍ୟା ବଢ଼ିଯିବ।

ମକର- ଗଣ୍ଠି ଜନିତ ସମସ୍ୟା ଦେଖାଦେବ। ପୁରୁଣା ସମସ୍ୟା ପୁଣି ଦେଖାଯିବ। ତେଣୁ ସମୟ ପୂର୍ବରୁ କାମ କରି ନିଅନ୍ତୁ।

କୁମ୍ଭ- ଚାକିରିରେ ପରିବର୍ତ୍ତନ ହୋଇପାରେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବିବାହ ଠିକ୍‌ ହୋଇପାରେ।

ମୀନ- ସନ୍ତାନସନ୍ତତି  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।