୨୮ ଜୁଲାଇ, ଶୁକ୍ରବାର: କେମିତି କଟିବ ଆଜିର ଦିନ

ମେଷ- ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭ ହେବ। ଯାନବାହନ କିଣିବାର ଯୋଗ ରହିଛି। ବୃଷ- ସନ୍ତାନ ପ୍ରାପ୍ତି ଯୋଗ ରହିଛି। ରୋଜଗାର ବଢ଼ିବ। ଧନଲାଭ ଯୋଗ ରହିଛି। ମିଥୁନ- ଚାକିରିରେ ପରିବର୍ତ୍ତନ ଦେଖାଯାଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍କଟ- ଅଟକି ଯାଇଥିବା କାମ ସଂପନ୍ନ ହେବ। ସଂପତ୍ତି କିଣି ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ସିଂହ- ବାଦବିବାଦରୁ ଦୂରେଇ ରୁହନ୍ତୁ। ଚାପଗ୍ରସ୍ତ ହୋଇପାରନ୍ତି। ସନ୍ତାନସନ୍ତତିଙ୍କ ପକ୍ଷରୁ ଲାଭବାନ […]

zodaic

zodaic

Rakesh Mallick
  • Published: Friday, 28 July 2017
  • Updated: 28 July 2017, 07:53 AM IST

Sports

Latest News

ମେଷ- ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭ ହେବ। ଯାନବାହନ କିଣିବାର ଯୋଗ ରହିଛି।

ବୃଷ- ସନ୍ତାନ ପ୍ରାପ୍ତି ଯୋଗ ରହିଛି। ରୋଜଗାର ବଢ଼ିବ। ଧନଲାଭ ଯୋଗ ରହିଛି।

ମିଥୁନ- ଚାକିରିରେ ପରିବର୍ତ୍ତନ ଦେଖାଯାଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ- ଅଟକି ଯାଇଥିବା କାମ ସଂପନ୍ନ ହେବ। ସଂପତ୍ତି କିଣି ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।

ସିଂହ- ବାଦବିବାଦରୁ ଦୂରେଇ ରୁହନ୍ତୁ। ଚାପଗ୍ରସ୍ତ ହୋଇପାରନ୍ତି। ସନ୍ତାନସନ୍ତତିଙ୍କ ପକ୍ଷରୁ ଲାଭବାନ ହେବେ।

କନ୍ୟା- ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ନୂଆ ଚାକିରି ମିଳିପାରେ। ପରିବାରରେ ମତାନ୍ତର ଦେଖାଯାଇପାରେ।

ତୁଳା- ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଆର୍ଥିକ ସମସ୍ୟା ଦୂର ହେବ। ଘରକୁ ନୂଆ ବସ୍ତୁ ଆଣିପାରନ୍ତି।

ବିଛା- ଦୁର୍ଘଟଣା ଘଟିପାରେ। ତେଣୁ ଯିବାଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ଧନୁ- ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ମକର- ଜୀବନରେ ବଡ଼ ପରିବର୍ତ୍ତନ ଘଟିବ। ମାଲିମକଦମାରେ ହାରି ଯାଇ ପାରନ୍ତି। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି।

କୁମ୍ଭ- ରୋଜଗାର ବଢ଼ିବ। ଉପହାର ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ- ସ୍ୱାସ୍ଥ୍ୟରେ ସୁଧାର ଆସିବ। ଅଟକି ଯାଇଥିବା ଧନ ମିଳିବ। ସମ୍ମାନିତ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos