ଅଧାରୁ ଜିମ୍ ଯିବା ବନ୍ଦ କରନ୍ତୁ ନାହିଁ, ନହେଲେ ହେବ ଏସବୁ କ୍ଷତି...

ନିଜକୁ ଫିଟ୍‌ ରଖିବା ପାଇଁ ଅନେକ ଲୋକ ଜିମ୍‌ ଯାଆନ୍ତି। ଆପଣ ବି ଯାଉଥିବେ! କିନ୍ତୁ ଆପଣ ଜାଣିଛନ୍ତି କି ଅଧାରୁ ଜିମ୍ ଯିବା ବନ୍ଦ କରି ଦେଲେ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ। ଶରୀର ଉପରେ ଏହାର କୁପ୍ରଭାବ ପଡ଼େ। ଅନେକ ରୋଗ ମାଡ଼ି ବସେ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଆସନ୍ତୁ ଜାଣିବା ଅଧାରୁ ଜିମ୍‌ ବନ୍ଦ କରିଦେଲେ  କ’ଣ କ୍ଷତି ହୋଇଥାଏ। – ମାଂସପେଶୀ ଦୁର୍ବଳ ହୋଇଯାଏ। – ଶରୀର […]

workout...

workout...

Rakesh Mallick
  • Published: Friday, 02 June 2017
  • Updated: 02 June 2017, 11:57 AM IST

Sports

Latest News

ନିଜକୁ ଫିଟ୍‌ ରଖିବା ପାଇଁ ଅନେକ ଲୋକ ଜିମ୍‌ ଯାଆନ୍ତି। ଆପଣ ବି ଯାଉଥିବେ! କିନ୍ତୁ ଆପଣ ଜାଣିଛନ୍ତି କି ଅଧାରୁ ଜିମ୍ ଯିବା ବନ୍ଦ କରି ଦେଲେ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ। ଶରୀର ଉପରେ ଏହାର କୁପ୍ରଭାବ ପଡ଼େ। ଅନେକ ରୋଗ ମାଡ଼ି ବସେ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଆସନ୍ତୁ ଜାଣିବା ଅଧାରୁ ଜିମ୍‌ ବନ୍ଦ କରିଦେଲେ  କ’ଣ କ୍ଷତି ହୋଇଥାଏ।

- ମାଂସପେଶୀ ଦୁର୍ବଳ ହୋଇଯାଏ।

- ଶରୀର ଓଜନ ବଢ଼ିଯାଏ।

- ଅଧାରୁ ଜିମ୍‌ ଯିବା ବନ୍ଦ କରିଦେଲେ ୩ ମାସ ପରେ ଆପଣଙ୍କ ଫିଟ୍‌ନେସ୍‌ ଲେବଲ୍‌ କମିଯାଏ।

- ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଜିମ୍‌ ଯିବା ସମୟରେ ଆପଣ ଖାଇବା ପିଇବାରେ ବିଶେଷ ଧ୍ୟାନ ଦିଅନ୍ତି। ଜିମ୍‌ ଯିବା ବନ୍ଦ କରିଦେଲେ ଏଥିରେ ଅବହେଳା କରି ଦିଅନ୍ତି। ତେଣୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ।

- ହୃଦ୍‌ରୋଗରେ ପଡ଼ିପାରନ୍ତି। ହୃତ୍‌ପିଣ୍ଡରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ।

ସୌଜନ୍ୟ- ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story