ନିଜକୁ ଫିଟ୍ ରଖିବା ପାଇଁ ଅନେକ ଲୋକ ଜିମ୍ ଯାଆନ୍ତି। ଆପଣ ବି ଯାଉଥିବେ! କିନ୍ତୁ ଆପଣ ଜାଣିଛନ୍ତି କି ଅଧାରୁ ଜିମ୍ ଯିବା ବନ୍ଦ କରି ଦେଲେ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ। ଶରୀର ଉପରେ ଏହାର କୁପ୍ରଭାବ ପଡ଼େ। ଅନେକ ରୋଗ ମାଡ଼ି ବସେ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଆସନ୍ତୁ ଜାଣିବା ଅଧାରୁ ଜିମ୍ ବନ୍ଦ କରିଦେଲେ କ’ଣ କ୍ଷତି ହୋଇଥାଏ।
- ମାଂସପେଶୀ ଦୁର୍ବଳ ହୋଇଯାଏ।
- ଶରୀର ଓଜନ ବଢ଼ିଯାଏ।
- ଅଧାରୁ ଜିମ୍ ଯିବା ବନ୍ଦ କରିଦେଲେ ୩ ମାସ ପରେ ଆପଣଙ୍କ ଫିଟ୍ନେସ୍ ଲେବଲ୍ କମିଯାଏ।
- ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଜିମ୍ ଯିବା ସମୟରେ ଆପଣ ଖାଇବା ପିଇବାରେ ବିଶେଷ ଧ୍ୟାନ ଦିଅନ୍ତି। ଜିମ୍ ଯିବା ବନ୍ଦ କରିଦେଲେ ଏଥିରେ ଅବହେଳା କରି ଦିଅନ୍ତି। ତେଣୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ।
- ହୃଦ୍ରୋଗରେ ପଡ଼ିପାରନ୍ତି। ହୃତ୍ପିଣ୍ଡରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ।
ସୌଜନ୍ୟ- ୟଙ୍ଗିସ୍ତାନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।