ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏହି ଦିନର ମାହତ୍ମ୍ୟ ସବୁଠୁ ଖାସ୍ ରହିଛି। ଏହି ସୋମବାର ପୁଷ୍ପ ନକ୍ଷତ୍ର ରହିଛି। ସାଧାରଣତଃ ପୁଷ୍ପ ନକ୍ଷତ୍ରର ଯୋଗ ଶ୍ରାବଣ ମାସରେ ହୋଇନଥାଏ। ତେବେ ଏହି ସଂଯୋଗ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ହୋଇଛି। ଆଜିର ଦିନରେ କୌଣସି ଜିନିଷ କିଣିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ।
ଜ୍ୟୋତିଷଶାସ୍ତ୍ରରେ ପ୍ରାୟ ୨୭ଟି ନକ୍ଷତ୍ର ରହିଛି। ଯେଉଁଥିରେ ପୁଷ୍ପ ନକ୍ଷେତ୍ର ସ୍ଥାନ ଅଷ୍ଟମ ସ୍ଥାନରେ ରହିଛି। ପୁଷ୍ପ ନକ୍ଷତ୍ରର ସ୍ୱାମୀ ଶନି ଦେବ ହୋଇଥିବାରୁ କିଣା ଯାଇଥିବା ସମଗ୍ରୀ ସ୍ଥାୟୀ ହୋଇଥାଏ। ଏହାସହିତ ଏହି ନକ୍ଷତ୍ରର ଅଧିଷ୍ଠାତା ବୃହସ୍ପତି ଥିବାରୁ ଆପଣଙ୍କ ଜୀବନରେ ସମୃଦ୍ଧି ଆଣିଥାଏ। ଆଜିର ଏହି ପବିତ୍ର ଦିନରେ ଶିବ ଲିଙ୍ଗ ଉପରେ କଳା ତେଲ ଚଢ଼ାଇବା ଦ୍ୱାରା ଶୁଭଫଳ ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।