ଜୀବନସାଥୀଙ୍କ ନାମ ‘ଅ’ ଅକ୍ଷରରୁ ଆରମ୍ଭ, ଜାଣନ୍ତୁ ସେ କେମିତିକା

ପିଲାଟେ ଜନ୍ମ ହେଲେ ଶ୍ରଦ୍ଧାରେ କିଏ କେତେ ପ୍ରକାର ନାଁରେ ଡାକିଥାନ୍ତି। ଏହାପରେ ପିଲାର ନାମକରଣ ଉତ୍ସବ କରାଯାଇ ବିଧିବଦ୍ଧ ନାମ ଦିଆଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାର ନାମ ତା’ର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ୱଭାବ ବିଷୟରେ ଜଣାପଡ଼ିଥାଏ। ବ୍ୟକ୍ତିର ନାମ ‘ଅ’ ଅକ୍ଷରରୁ ଆରମ୍ଭ ହୋଇଥିଲେ ତା’ର ସ୍ୱଭାବ କିପରି ହୋଇଥିବ ଆସନ୍ତୁ ଜାଣିବା ? ୧. ଯେଉଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ‘ଅ’ କିମ୍ବା […]

astrology

astrology

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 09:52 AM IST

Sports

Latest News

ପିଲାଟେ ଜନ୍ମ ହେଲେ ଶ୍ରଦ୍ଧାରେ କିଏ କେତେ ପ୍ରକାର ନାଁରେ ଡାକିଥାନ୍ତି। ଏହାପରେ ପିଲାର ନାମକରଣ ଉତ୍ସବ କରାଯାଇ ବିଧିବଦ୍ଧ ନାମ ଦିଆଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାର ନାମ ତା’ର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ୱଭାବ ବିଷୟରେ ଜଣାପଡ଼ିଥାଏ। ବ୍ୟକ୍ତିର ନାମ ‘ଅ’ ଅକ୍ଷରରୁ ଆରମ୍ଭ ହୋଇଥିଲେ ତା’ର ସ୍ୱଭାବ କିପରି ହୋଇଥିବ ଆସନ୍ତୁ ଜାଣିବା ?

୧. ଯେଉଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ‘ଅ’ କିମ୍ବା ଇଂରାଜୀରେ ‘ଏ’ରୁ ଆରମ୍ଭ ହୋଇଥିବ, ସେମାନେ କଠିନ ପରିଶ୍ରମି ଓ ଆକର୍ଷଣୀୟ ବ୍ୟକ୍ତିର ଅଧିକାରୀ ହୋଇଥାନ୍ତି।

୨. ‘ଅ’ ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ନିଜ ପ୍ରେମକୁ ପ୍ରକାଶ କରିପାରନ୍ତି ନାହିଁ। ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ହେଲେ ଏହାକୁ କହିପାରି ନ ଥାନ୍ତି। ମନର କଥା ମନରେ ରହିଯାଇଥାଏ। ଏମାନେ ପ୍ରେମ ମାମଲାରେ ଏକଦମ୍‌ ଗଣ୍ଡ ହୋଇଥାନ୍ତି।

୩. ପ୍ରେମ ମାଲାରେ ଏମାନେ ଲାଜୁଆ ହୋଇଥିଲେ ମଧ୍ୟ ଭଲ ବନ୍ଧୁ ହୋଇଥାନ୍ତି। ନିଜ ବନ୍ଧୁକୁ ବହୁତ ଗୁରୁତ୍ୱ ଦେଇଥାନ୍ତି। କୌଣସି ବନ୍ଧୁଙ୍କୁ ଛୋଟ ବଡ଼ ଭାବି ନଥାନ୍ତି। ନିଜର ବନ୍ଧୁକୁ କୌଣସି କଥା ଲୁଚାଇ ନଥାନ୍ତି। ଏହି କାରଣରୁ ଅନେକ ସମୟରେ ସାଙ୍ଗମାନେ ଏମାନଙ୍କ ଉପରେ ରାଗି ଯାଆନ୍ତି।

୪. ‘ଅ’ରୁ ନାମ ଆରମ୍ଭ ହୋଇଥିବା ପୁରୁଷ କେବଳ ଭଲ ବ୍ୟକ୍ତିତ୍ୱରେ ଅଧିକାରୀ ହୋଇ ନଥାନ୍ତି, ଏମାନେ ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥାନ୍ତି। ହେଲେ ରୋମାଣ୍ଟିକ୍‌ ହୋଇ ନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story